January 21, 2025

Odia Express

Here, There and Everywhere

ପଢନ୍ତୁ ଆଜିର ମଜାଦାର ହସକଥା – ପିଙ୍କି- ଡାକ୍ତର୍ ସାର୍ ମୋତେ ଅଜବ ଧରଣର ରୋଗ ହୋଇଯାଇଛି , ଡାକ୍ତର୍- କେଉଁଟା – ତାପରେ ଝିଅ ଯାହା ଉତ୍ତର ଦେଲା ଶୁଣିକି ଡାକ୍ତର ବେହୋସ ହେଇଗଲେ..

1 min read

ଆମେ ଆପଣଙ୍କୁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ଅଛି, ଆମେ ଆଶା କରୁଛୁ କି ଏହି ଜୋକ୍ସ ପଢିକରି ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଆଜିର ବିଚାର, ଝିଅ ଓ ଚାକିରି ତେବେ ଛାଡନ୍ତୁ , ଯେବେ ଆଉଗୋଟେ ହାତରେ ଥିବ ।

୨) ରିପୋର୍ଟର- ସ୍ୱାମୀ ଜୀ ଏଠାରେ ପାହାଡ ଉପରେ ବହୁତ ଥଣ୍ତା ଅଛି, ଏତେ ଥଣ୍ତାରେ ଆପଣଙ୍କ ଖୁସିର୍ ରାଜ୍ କଣ? ସ୍ୱାମିଜୀ- ସାଧନା ଓ ଗ୍ରୀନ୍ ଟି ମୋତେ ଗରମ ରଖିଥାଏ , ତୁମେ କଣ ପସନ୍ଦ କରିବ ସାଧନା କି ଗ୍ରୀନ୍ ଟି ? ରିପୋର୍ଟର- ଗ୍ରୀନ୍ ଟି, ସ୍ୱାମୀଜୀ- ସାଧନା ଦୁଇ କପ୍ ଗ୍ରୀନ୍ ଟି ଆଣିବ ।

୩) ସ୍କୁଲରୁ ଆସିବାପରେ ପପୁ ନିଜ ବାପାଙ୍କୁ କହେ , ପପୁ- ମୋତେ ମ୍ୟାଡାମ୍ ସବୁଦିନ ମାରୁଛନ୍ତି ,ବାପା- ତୁ ଡରନି ପୁଅ, ତୁ ମୋର ବାଘର ଛୁଆ, ପପୁ- ମ୍ୟାଡାମ୍ ବି ଏହା କହୁଛନ୍ତି , ବାପା-କଣ ? ପପୁ- ମ୍ୟାଡାମ୍ କହୁଛନ୍ତି କୁଆଡେ ଏହି ଜନ୍ତୁର ପିଲାଟା ଆସିଛି , କିଛି ପଢୁନି ,

୪) ପ୍ରେମିକା- ନିଜ ପ୍ରେମୀକୁ- ଜାନୁ ମୋର ଜିଭରେ ଛାଲ ବାହାରି ଆସିଛି, ପ୍ରେମୀ –ଏହା ତ ହେବାର ଥିଲା, ତୁମର ହରକତ୍ ଯେପରି ଏମିତି ଅଛି , ପ୍ରେମିକା-ତୁମେ କେବେ ନିଜ ଜୁବାନ୍ କୁ ଆରାମ ଦେଉନ, ଦିନସାରା ବକ୍ ବକ୍ ହେଉଛ , ପ୍ରେମୀ କହିଲା- କେବେ ତ ତାକୁ ଆରାମ କରିବାକୁ ଦେଉନ ସେମିତି ଏହା ହିଁ ହେବ ।

୫) ପପୁ- ମେଡିକାଲରେ ଏକ ନର୍ସକୁ- ଆଇ ଲଭ୍ ୟୁ, ତୁମେ ମୋର୍ ହୃଦୟ ଚୋରିକରିନେଲ, ନର୍ସ- ଲାଜେଇକରି – ଚାଲ୍ ମିଛୁଆ, ଆମେ ତ ତମ ହାର୍ଟକୁ ହାତ ମାରିନୁ ଆମେ ତ କେବଳ କିଡନୀ ଚୋରି କରିଛୁ ।

୬) ପିଙ୍କି- ଡାକ୍ତର ସାର୍- ମୋତେ ଅଜବ ରୋଗ ହେଇଛି, ଡାକ୍ତର୍- କେଉଁ ରୋଗ, ପିଙ୍କି- ଯେବେ ମୁଁ କେବେ କଥାବାର୍ତ୍ତା କରୁଛି, ତେବେ ମୋତେ ଦେଖାଯାଉନି, ଡାକ୍ତର- ଓହଃ ଏମିତି କେବେଠାରୁ ହେଉଛି, ପିଙ୍କି- ଯେବେ କାହା ସହ ଫୋନରେ କଥା ହେଉଛି, ତେବେ ଡାକ୍ତର- ଏବେ ବେହୋସ୍ ।

୭) ସାନ୍ତାର ସ୍ତ୍ରୀକୁ ଡାକୁ ଉଠାଇକରି ନେଇଗଲେ, ସାନ୍ତା ନିଜ ସ୍ତ୍ରୀକୁ ଛଡାଇବାକୁ ଗଲା ତ  ଗାଁ ଲୋକେ କହିଲେ ଖାଲି ହାତରେ କୁଆଡେ ଯାଉଛ? ଏହା ଶୁଣିକରି ସାନ୍ତା ଦୁଇ କିଲୋ ସେଓ ନେଇନେଲା ,

୮) କଷ୍ଟମର- ଭାଇ , ଲସିରେ ମାଛି ପଡିଛି, ଚିଣ୍ଟୁ- ଆରେ ହୃଦୟ ବଡ ରଖମ୍ ଏହି ମାଛି ଛୁଆଟା କେତେ ବା ଲସି ପିଇଥିବ

୯) ପପୁ ନିଜ ଦଳ ସହ ନେତୃତ୍ୟ କରି ସୀମାରେ ଲଢୁଥିଲା,  ତେବେ ଏକ ଜବାନ୍ ଆଗକୁ ଆସି କହିଲା- ସାର୍ ଏକ ଖରାପ ଖବର ଅଛି, ପପୁ- କଣ ଖବର ? ଜବାନ୍- ସାର୍ ଶତ୍ରୁ ଆମକୁ ଚାରିପଟରୁ ଘେରେଇନେଇଛନ୍ତି, ପପୁ- ଆରେ, ଏହା ତ ଆହୁରି ଭଲ ହେଲା, ଏବେ ଆମେ ଚାରିପଟକୁ ଯିବା ଦରକାର ନାହିଁ  ଆମେ ଏଠାରେ ଗୁଳି ଚଳାଇପାରିବା ।

୧୦) ମଜନୁ ଲୈଲାକୁ- ଯେବେ ମୋର ବାପାଙ୍କ ଖଣ୍ତା ଦେଖୁଛି, ତୋର ମୋର ମନ ଲଢେଇରେ ଯିବାକୁ ଇଚ୍ଛା ହୋଇଥାଏ , ଲୈଲା- ତେବେ ଚାଲିଯାଉନ, ମଜନୁ- କଣ କରିବି, ଏହାପରେ ତୁରନ୍ତ ତାଙ୍କ ନକଲି ଗୋଡ କଥା ମନେ ପଡିଯାଉଛି ,

୧୧) ଏକ ଝିଅ କ୍ଲାସରେ ବାରମ୍ବାର ନାକ ପୋଛୁଥିଲା, ଶିକ୍ଷୟତ୍ରୀ ପଚାରିଲେ କଣ ହେଲା? ଝିଅ- ଥଣ୍ତା ହୋଇଛି ମ୍ୟାଡାମ୍- ଶିକ୍ଷୟତ୍ରୀ- ସଂନ୍ଧ୍ୟାକୁ ଯାଇକରି ଟିକିଏ ବ୍ରାଣ୍ତି ପିଇନେବ , ଝିଅ- ରାଗରେ- ସେଥିରେ କଣ ହେଇଯିବ , ଶିକ୍ଷୟତ୍ରୀ- ତାହାର ଚକ୍କରରେ ରାଜା ମହାରାଜା ଚାଲିଗଲେ , ତୋର କାଶ କଣ ଜିନିଷ ଅଟେ ।

୧୨) ସ୍ୱାମୀ- ସ୍ତ୍ରୀ ସହ କେଉଁ କଥାରେ ଝଗଡା ହୋଇଗଲା,  ସ୍ତ୍ରୀ- ଏବେ ମୁଁ ୧୦ ଯାଏଁ ଗଣିବି, ଯଦି ତୁମେ ନ କହିବ ତେବେ ମୁଁ ବିଷ ଖାଇଦେବି, ସ୍ତ୍ରୀ-ଏକ, ସ୍ୱାମୀ ଚୁପ୍, ସ୍ତ୍ରୀ-ଦୁଇ, ସ୍ୱାମୀ –ସେମିତି ଚୁପ୍, ସ୍ତ୍ରୀ- କୁହ ନା ପ୍ଲିଜ୍, ସ୍ତ୍ରୀ କାନ୍ଧିବା ଆରମ୍ଭ କରିଦେଲା, ସ୍ୱାମି- ଗଣିଚାଲ ,ସ୍ତ୍ରୀ- ହେ ଭଗବାନ ତୁମେ ଯାହା ହେଉ କହିଲ, ନହେଲେ ମୁଁ ବିଷ ଖାଇଦେଇଥାନ୍ତି ।

୧୩) ସ୍ୱାମୀ ସହ ଲଢେଇ କରିବାପରେ ସ୍ତ୍ରୀ କହିଲା-ମୁଁ ବାପଘରକୁ ଯାଉଛି, ଓ ସେଠାରେ ଯାଇକି ଛାଡପତ୍ର ପାଇଁ ମୁକଦମା ଦାୟର୍ କରିବି, ସ୍ୱାମୀ –ଚାଲ୍ ହଟ୍ ଏବେ ଏମିତି ମିଛ ମିଛ ଓ ମିଠା ମିଠା କଥା କହିକି ମୋତେ ଆଉ ଭୁଲେଇବାକୁ ଚେଷ୍ଟାକରନ୍ତୁ ନାହିଁ ।

୧୪) ଗୋଟେ ପୁଅ ବିଳମ୍ବିତ ରାତିରେ ଘରକୁ ଫେରିଲା, ମା- କୁଆଡେ ଯାଇଥିଲୁ ? ପୁଅ- କ୍ୟାବେର୍ ଡ୍ୟାନ୍ସ ଦେଖିବାକୁ ଯାଇଥିଲି, ମା- ହେ ଭଗବାନ, ତୁ କିଛି ଏମିତି ଜିନିଷ ଦେଖିନି ଯାହା ତୋତେ ଦେଖାଇବା ଦରକାର ନୁହେଁ , ପୁଅ- ହଁ ମୁଁ ଦେଖିଥିଲି, ମା-କଣ ଦେଖିଲୁ ? ପୁଅ- ବାପା

୧୫) ବାଳକ- ନିଜ ପଡୋଶୀ ପାଖକୁ ଯାଏ, ଓ କବାଟରେ ଘଣ୍ଟି ବଜାଏ , ମହିଳା କବାଟ ଖୋଲନ୍ତି , ମହିଳା- ପୁଅ କଣ ହେଲା ? ବାଳକ- ଆଣ୍ଟି ମା ଗୋଟେ କପ୍ ଚିନି ମଗାଇଛନ୍ତି , ମହିଳା-ହସିକରି- ଭଲ ଆଉ କଣକହୁଥିଲେ ତୋର ମା, ବାଳକ- କହିଲା କି ସେ ଡାହାଣୀ ଯଦି ଚିନି ନଦିଏ ତେବେ ସାମ୍ନାଘର ଡାହାଣୀ ପାଖରୁ ଆଣିବୁ ।

୧୬) ପୁଅ- ତୁ ହ୍ୱାଟ୍ସଆପ୍ ରେ ଅଛୁ ନା? ଝିଅ- ନା ମୁଁ ତ ମୋର ଘରେ ଅଛି, ପୁଅ- ମୋର ମତଲବ ଏହା କି ହ୍ୱାଟ୍ସଆପ୍ ବ୍ୟବହାର୍ କରୁଛୁ କି ନାହିଁ ? ଝିଅ- ନା ମୁଁ ଗୋରି ହେବାପାଇଁ କ୍ରିମ୍ ବ୍ୟବହାର କରୁଛି, ପୁଅ- ଆରେ ପାଗେଳି- ହ୍ୱାଟ୍ସଆପ୍ ଚଲାଉଛୁ କି ନାହିଁ କହ ଆଗ, ଝିଅ- ନାରେ ପାଗଳ, ମୋର ପାଖରେ ସାଇକେଲ୍ ଅଛି ତାହା ଚଲାଉଛି, ପୁଅ-ମୋର ମା ହ୍ୱାଟ୍ସଆପ୍ ଚଲେଇ ଆସିଛି କି ନାହିଁ କହ, ଝିଅ- ତୁ ଚଲାଇନେ ନା, ମୁଁ ପଛରେ ବସିବି, ପୁଅ- ଚାଲ୍ ମୁର୍ଖୁଣି ।

୧୭) ଜଣେ ମହାକଞ୍ଜୁସ୍ ନିଜ ପୁଅକୁ ପିଟୁଥିଲା,  ପଡୋଶୀ- କଣ ପାଇଁ ପିଟୁଛ ନିରିହ ଛୁଆକୁ, କଞ୍ଜୁସ୍- କିଏ କହିଲା ଇଏ ନିରିହ ବୋଲି, ଆରେ ଇଏ ତ ଏକ ନମ୍ବର ବଦମାସ୍ ପିଲାଟା ମୁଁ କହିଲି ୧-୧ ସିଢି ଛାଡି ଛାଡିକରି ଚଢିବାକୁ, ଚପଲ୍ କମ୍ ସରିବ, ଏଇ ମୁର୍ଖ, ୨-୨ ସିଢି ଛାଡିକରି ଚଢିଲା ପେଣ୍ଟ ଫାଟିଗଲା ।

୧୮) ସ୍ତ୍ରୀ ମୁଁ ସବୁଦିନ ପୁଜା କରୁଛି, ହୁଅନ୍ତା କି ଶ୍ରୀକୃଷ୍ଣ ମୋତେ ଦର୍ଶନ ଦିଅନ୍ତେ, ସ୍ୱାମୀ-ଥରେ ମୀରା ବାଇ ହୋଇକି ବିଷ ପିଇଦେ, ତାପରେ ଦେଖ୍ ଶ୍ରୀକୃଷ୍ଣ ତ କଣ ତୋତେ ସବୁ ଭଗବାନ ନଜର୍ ଆସିବେ

Leave a Reply

Your email address will not be published. Required fields are marked *