ବିଦାୟୀର ସମୟରେ ଝିଅକୁ ଭୁଲ୍ ରେ ବି ଦିଅନ୍ତୁ ନାହିଁ ଏହି ଜିନିଷ, ନହେଲେ ହୋଇଯିବେ କାଙ୍ଗାଳ

ଏଥିରେ କୌଣସି ସନ୍ଦେହ ନାହିଁ କି ବିବାହ କରାଇବା ସବୁ ମା ବାପାଙ୍କର ଏକ ସ୍ୱପ୍ନ ହୋଇଥାଏ , ଏମିତିରେ ସେ ଏହି ସ୍ୱପ୍ନକୁ ପୁରା କରିବାପାଇଁ ବହୁତ ବର୍ଷରୁ ଏହାର ପ୍ରସ୍ତୁତି କରିଥାନ୍ତି , ଯେବେ ଝିଅ ଆସ୍ତେ ଆସ୍ତେ ବଡ ହେବାକୁ ଲାଗେ ତେବେ ମା ବାପାଙ୍କ ମନରେ ନିଜ ଝିଅର ବିବାହକୁ ନେଇ ହଜାର ଇଚ୍ଛା ଜନ୍ମ ନେଇଥାଏ, ହଁ ଆଜ୍ଞା ,ମା ବାପା ସବୁ ସମୟରେ ଏହି କଥାର ଚିନ୍ତା କରନ୍ତି କି ତାଙ୍କ ଝିଅ ପାଇଁ ଏକ ଭଲ ବର କେମିତି ଖୋଜିବେ , ଓ ଧୁମ୍ ଧାମରେ ତାର ବାହାଘର କରାଇଦେବେ , ଏହି ସମୟରେ ବିବାହ କାର୍ଯ୍ୟକ୍ରମକୁ ନେଇକରି ବିଦାୟୀ ହେବାପର୍ଯ୍ୟନ୍ତ ଓ ଦିଆଯାଉଥିବା ଉପହାର ପର୍ଯ୍ୟନ୍ତ ସବୁ ଜିନିଷ ଯୋଜନା ପୁର୍ବରୁ ହୋଇଥାଏ । ସବୁ ମା ବାପାଙ୍କର ଆର୍ଥିକ ସ୍ଥିତି ଅନୁସାରେ ନିଜ ଝିଅକୁ କିଛି ନା କିଛି ଉପହାର ନିଶ୍ଚିତ ଦେଇଥାନ୍ତି , ହଁ ଆଜ୍ଞା, କେବେ ନା କେବେ ନିଜ ଝିଅକୁ ଖାଲି ହାତରେ ବିଦା କରନ୍ତି ନାହିଁ , କହିଦେବୁ କି ଅଧିକାଂଶ ମା ବାପା ଏହି ସମୟରେ ନିଜ ଝିଅକୁ ଘରର ଗୃହସ୍ଥି ଜିନିଷ ଦେଇକରି ଗହଣା ଉପହାର ଦିଅନ୍ତି ,କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏକ ଏମିତି ଜିନିଷ ଅଛି ଯାହା ଝିଅର ବିଦା ବେଳକୁ କେବେ ଦେବା ଉଚିତ୍ ନୁହେଁ , ଆଜି ଆମେ ସେହି ଜିନିଷ ବିଷୟରେ କହିବାକୁ ଯାଉଛୁ ।
ଏବେ ସେମିତି ଆପଣ ସମସ୍ତେ ଜାଣିଛନ୍ତି କି ମା ବାପା ନିଜ ଝିଅକୁ କେବଳ ନିଜ ଦାୟିତ୍ୱ ବୁଝିକରି ଉପହାର ଦିଅନ୍ତି ନାହିଁ , ବର୍ଂ ଏହି ଉପହାର ତାଙ୍କର ଭଲ ପାଇବା ଓ ସ୍ନେହ ଲୁଚିରହିଥାଏ , ଏବେ ଏମିତି ଆଜି କାଲିର ଜମାନାରେ ବିବାହ କାର୍ଯ୍ୟକ୍ରମ ସମୟରେ ଦିଆଯାଉଥିବା ଉପହାରରେ ବହୁତ ପରିବର୍ତ୍ତନ ହୋଇସାରିଛି, କିନ୍ତୁ ମା ବାପା ନିଜ ଭାବନା ସେମିତି ରଖିଛନ୍ତି , ତାଙ୍କ ମଧ୍ୟରେ କିଛି ବି ପରିବର୍ତ୍ତନ ଆସିବ ନାହିଁ, ଏମିତିରେ ସବୁ ମା ବାପା ନିଜ ହିସାବରେ ଝିଅର ଦରକାରିତା ଜିନିଷଗୁଡୀକ ଦିଅନ୍ତି , ଆଜି ଆମେ ଦାନ ଯୌତୁକ କ୍ଷମତାର କଥା କହୁନୁ, ବରଂ ଦାନ ଯୌତୁକରେ ସଠିକ୍ ନିୟମ ବିଷୟରେ କଥା ହେଉଛୁ ।
ଏମିତି ଆପଣ ଝିଅକୁ ଦାନ ଦେବାପାଇଁ ହେଲେ କିଛି ବି ଦେଇପାରିବେ , କିନ୍ତୁ ଯଦି ମାନ୍ୟତାର କଥା ମାନିଲେ ତେବେ କିଛି ଜିନିଷ ଅଛି ଯାହା ଝିଅର ବିବାହରେ ବିଦାୟି ସମୟରେ ଦେବା ଉଚିତ୍ ନୁହେଁ , ଜ୍ୟୋତିଷ୍ୟଅନୁସାରେ ଝିଅର ବାହାଘର ବିଦାୟୀ ସମୟରେ ଉପହାର ସ୍ୱରୁପ ଭଗବାନଙ୍କ ମୁର୍ତ୍ତି ଦେବା ଉଚିତ୍ ନୁହେଁ , ଏହା ଜାଣିକରି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ସେ ହେଲା ଭଗବାନ ଶ୍ରୀଗଣେଷଙ୍କ ମୁର୍ତ୍ତି , କିଛି ଲୋକ ଭଗବାନ ଶ୍ରୀଗଣେଷଙ୍କ ମୁର୍ତ୍ତି ଭଲ ସଗୁନ୍ ଭାବିକରି ତାକୁ ବିଦାୟୀ ସମୟରେ ଝିଅକୁ ଉପହାର ସ୍ୱରୁପ ଦେଇଥାନ୍ତି ।
କିନ୍ତୁ ବାସ୍ତବରେ ଏମିତି କରିବା ଉଚିତ୍ ନୁହେଁ , ଏବେ ଏମିତି ସନାତନ ଧର୍ମର ଅନୁସାରେ ଯେବେ କିଛି ନୁଆ କାର୍ଯ୍ୟ ଆରମ୍ଭ କରାଯାଏ ତେବେ ଭଗବାନ ଶ୍ରୀଗଣେଷଙ୍କ ନାଁ ନେଇକରି କରାଯାଏ , କାରଣ ଭଗବାନ ଶ୍ରୀଗଣେଷ ଶୁଭକର୍ତ୍ତା ଓ ବିଘ୍ନବିନାଶକ ଅଟନ୍ତି , ଏମିତି କିଛି ଲୋକ ଗଣେଷଙ୍କ ମୁର୍ତ୍ତିକୁ ଶୁଭ ମାନିକରି ତାକୁ ଉପହାର ଦେଇଦିଅନ୍ତି , ଶାସ୍ତ୍ର ଅନୁସାରେ ଝିଅଙ୍କୁ ଘରର ଲକ୍ଷ୍ମୀ ବୋଲି ମାନାଯାଏ , ଓ ଏମିତିରେ ଯଦି ଆପଣ ନିଜ ଝିଅକୁ ଗଣେଷଙ୍କ ମୁର୍ତ୍ତି ଦେବେ , ଏଥିରେ ଲକ୍ଷ୍ମୀଓ ଗଣେଷ ଏକା ସାଥେ ହୋଇଯିବେ , ମାନେ ଆପଣଙ୍କ ଘରେ ଲକ୍ଷ୍ମୀ ଓ ସୌଭାଗ୍ୟ ଦୁହେଁ ଚାଲିଯୀବେ ,ଯାହାକୁ ନେଇ ଆପଣଙ୍କ ଘରରୁ ଧନର କମି ଦେଖାଦେବ , ଏହି କାରଣରୁ ବିଦାୟୀ ସମୟରେ ଝିଅକୁ କେବେ ବି ଗଣେଷଙ୍କ ମୁର୍ତ୍ତି ଦେବା ଉଚିତ୍ ନୁହେଁ , କାରଣ ଏହା ଭଲ ସଗୁନ୍ ବୋଲି ମାନାଯାଏ ନାହିଁ