September 10, 2024

Odia Express

Here, There and Everywhere

ଏହି କାରଣରୁ ଲୋକେ ଖାଲି ପାଦରେ କରିଥାନ୍ତି ମନ୍ଦିର ଚାରିପାର୍ଶ୍ୱର ପରିକ୍ରମା – ଜାଣିନିଅନ୍ତୁ ଏହାର କାରଣ..

1 min read

ଆମେ ସମସ୍ତେ ମନ୍ଦିରକୁ ଯିବା ପସନ୍ଦ କରିଥାଉ , ମନ୍ଦିରରେ ପ୍ରବେଶ କରିଲେ ଆମର ଦିମାଗ ଅଲଗା ପ୍ରକାର ଶାନ୍ତି ମିଳିଥାଏ, ଯାହା ସକରାତ୍ମକ ମାହୋଲ୍ ସୃଷ୍ଟି କରେ , ଆପଣ ଲୋକେ ବହୁତଥର ଦେଖିଥିବେ କି ମନ୍ଦିର ଭିତରେ ଯେବ୍ ଲୋକେ ଭଗବାନଙ୍କ ପୁଜା ପାଠ କରିବାକୁ ଯାଆନ୍ତି ତେବେ ସେମାନେ ତାଙ୍କ ମୁର୍ତ୍ତି ଚାରିପାର୍ଶ୍ୱରେ ବୁଲିଥାନ୍ତି ବା ପରିକ୍ରମା କରିଥାନ୍ତି , କେବଳ ମନ୍ଦିର ନୁହେଁ ବରଂ ଗୁରୁଦ୍ୱାରାରେ ବି ପରିକ୍ରମା କରିବାର ରୀତିନୀତି ଅଛି,  ସେଠାରେ ବହୁତ ଲୋକ ସୁର୍ଯ୍ୟଙ୍କୁ ଜଳ ସମର୍ପଣ କରିବାପରେ ଗୋଲ୍ ଗୋଲ୍ ବୁଲିକରି ମନ୍ଦିର ପରିକ୍ରମା କରନ୍ତି । ଏମିତିରେ ବହୁତ ଲୋକଙ୍କର ମନରେ ଏହି ପ୍ରଶ୍ନ ଆସେ କି କଣପାଇଁ ମନ୍ଦିର, ଗୁରୁଦ୍ୱାର କିମ୍ବା ଅନ୍ୟ କେଉଁ ପବିତ୍ର ସ୍ଥଳରେ ଭଗବାନଙ୍କ ଦର୍ଶନ କରିବାପରେ ତାଙ୍କର ପରିକ୍ରମା କଣପାଈଁ କରାଯାଏ , କିଛି ଲୋକ ଏହା ବିଷୟରେ ଏତେ ସୁଚନା ହୋଇଥା କି ପରିକ୍ରମା ଲଗାଇଲେ ମନର୍ ମନୋକାମନା ପୁରା ହୋଇଥାଏ, କିନ୍ତୁ ଅସଲରେ ଏହା ପରିକ୍ରମା କରିଲେ ବହୁତ ସାରା କାରଣ ଲୁଚି ରହିଛି, ଯାହା ବିଷୟରେ ଆମେ ଆଜି ଆପଣଙ୍କୁ ବିସ୍ତାରରେ କହିବୁ ।

ଏମିତି ମାନାଯାଏ କି ଯେବେ ଆମେ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବାପରେ ତାଙ୍କ ମୁର୍ତ୍ତି କିମ୍ବା ବେଢା ଚାରିପଟେ ପରିକ୍ରମା କରୁ ତେବେ ଆମର ଶରୀରରେ ସକରାତ୍ମକ ଉର୍ଜା ପ୍ରବେଶ କରିଥାଏ, ଏହି ସକରାତ୍ମକ ଉର୍ଜା ଆମର ଶରୀରରେ ତନ ,ମନ ଶାନ୍ତି ପ୍ରଦାନ କରିଥାଏ, ଏହାପରେ କିଛି ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ କି ଭଗବାନଙ୍କ ମନ୍ଦିର ଖାଲି ପାଦରେ କଣ୍ ପାଇଁ ଚଲାଯାଏ , ଓ ପରିକ୍ରମା ବି ଖାଲି ପାଦରେ କଣ ପାଇଁ କରନ୍ତି , ଆମେ ଆପଣଙ୍କୁ କହିଦେବୁ କି ଆପଣ ମନ୍ଦିରକୁ ଖାଲି ପାଦରେ ଯାଆନ୍ତି , ଓ ପରିକ୍ରମା କରୁଥିବା ବେଳେ ମନ୍ଦିରର ସକରାତ୍ମକତା ଉର୍ଜା ଆପଣଙ୍କ ପାଦର ଜରିଆରେ ସିଧା ଶରୀରରେ ପ୍ରବେଶ କରିଥାଏ,  ମନ୍ଦିରରୁ ମିଳୁଥିବା ଏହି ସକରାତ୍ମକ ଉର୍ଜା ଆପଣଙ୍କ ଶରୀରର ଓ ମନର ଶାନ୍ତି ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏହାପଛରେ ରହିଛି ଏକ ପୌରାଣିକ ମାନ୍ୟତା- ଭଗବାନଙ୍କୁ ପରିକ୍ରମା ଲଗାଇବା ପଛରେ ଏକ ପୌରାଣିକ କଥା ପ୍ରସିଦ୍ଧ ହୋଇଛି, ଥରେ ଗଣେଷ ଭଗବାନ ଓ କାର୍ତ୍ତିକେୟଙ୍କ ମଧ୍ୟରେ ଦୁନିଆଁ ସାରା ଚକ୍କର ଲଗାଇବାର ପ୍ରତିଯୋଗିତା ହେଲା , ଏହି ପ୍ରତିଯୋଗିତାରେ ଯେଉଁଠି କାର୍ତ୍ତିକେୟ ପୁରା ଦୁନିଆଁର ଚକ୍କର ଲଗାଇବାରେ ବାହାରି ପଡିଲେ,  ସେମିତି ଗଣେଷଜୀ ନିଜ ଚତୁରତା ଦେଖାଇ ମା ବାପା ମାନେ ଶିବ ଓ ପାର୍ବତୀ ମାଙ୍କ ଚକ୍କର ଲଗାଇଲେ , ଗଣେଷଙ୍କ ଏହା କହିବାର ଥିଲା କି ମୋର ମା ବାପା ମୋର ସଂସାର ଅଟନ୍ତି , ଖାତି ତେବେ ଠାରୁ ଏହି ମାନ୍ୟତା ଅଛି କି ଭଗବାନଙ୍କ ମୁର୍ତ୍ତି ପରିକ୍ରମା କରିଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ,

ବିଦ୍ର-ପରିକ୍ରମା ସବୁବେଳେ ଭଗବାନଙ୍କ ଡାହାଣ କଡରୁ ଆରମ୍ଭ କରିବା ଉଚିତ୍ , ୮-୯ ଥର ଲଗାଯାଇଥିବା ପରିକ୍ରମା ଅଧିକା ଲାଭଦାୟକ ହୋଇଥାଏ

Leave a Reply

Your email address will not be published. Required fields are marked *