January 21, 2025

Odia Express

Here, There and Everywhere

ଖାଲି ଥରେ ବାଥରୁମ୍ ରେ ଆପଣାନ୍ତୁ ଏହି ଉପାୟ ,ଦାରିଦ୍ରତା ଓ ଦୁର୍ଭାଗ୍ୟ ଭୁଲିଯିବ ଆପଣଙ୍କ ଘରର ରାସ୍ତା..

1 min read

ଏଥିରେ କୌଣସି ସନ୍ଦେହ ନାହିଁ କି ଯଦି ଆମର ଘରର ବାସ୍ତୁ ଶାସ୍ତ୍ର ଅନୁସାରେ ବନାଇବା , ତେବେ ଏହାର ପ୍ରଭାବ ଭଲ ରହିବ , ହଁ ଆଜ୍ଞା ଏମିତିରେ ଘରର ରୁମ୍, ହଲ୍, ରୋଷେଇଘର, ବାଥରୁମ୍ ଆଦି ଆମର ଆର୍ଥିକ ସ୍ଥିତି ଉପରେ ଗଭୀର୍ ପ୍ରଭାବ ପକାଇଥାଏ , କହିଦେବୁ କି ବାସ୍ତ୍ରୁଶାସ୍ତ୍ରରେ ଘରେ ତିଆରି ହୋଇଥିବା ଜିନିଷ ଓ ସ୍ଥିତି ନିଜର ଏକ ଅଲଗା ପ୍ରଭାବ ପକାଇଥାନ୍ତି , ଏମିତିରେ ବାସ୍ତୁଶାସ୍ତ୍ରରେ ଘର ସଂବନ୍ଧିତ କିଛି ଉପାୟ କୁହାଯାଇଛି, ଯାହାର ବ୍ୟବହାର କରି ଆପଣ ନିଜ ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ ।

୧) ବାଥରୁମ୍ ରେ ରଖନ୍ତୁ ନୀଳରଙ୍ଗର ବାଲଟି- ସବୁଠାରୁ ପ୍ରଥମେ ଉପାୟ ଅନୁସାରେ ନିଜ ଘରର ବାଥରୁମ୍ ରେ ନୀଳରଙ୍ଗର ବାଲଟି ରଖନ୍ତୁ , ହଁ ଆଜ୍ଞା ଏହା ଦ୍ୱାରା ଆପଣଙ୍କ ଘରେ ଦାରିଦ୍ରତା ଆସିବ ନାହିଁ , ଏହା ଛଡା ନୀଳ ରଙ୍ଗର ବାଲଟି ଘରେ ନକରାତ୍ମକ ଉର୍ଜାକୁ ପ୍ରବେଶ କରାଇଦିଏନାହିଁ ।

୨) ନଳରୁ ପାଣି ବୋହିଲେ ତାକୁ ରୋକିବା- ଯଦି ଆପଣଙ୍କ ଟ୍ୟାପ୍  ଖରାପ ଅଛି , କିମ୍ବା ଆପଣଙ୍କ ଘରେ ବିନା କୌଣସି ଅସୁବିଧାରେ ପାଣି ବୋହୁଛି, ତେବେ ଏତେ ସାରା ପାଣି ବ୍ୟର୍ଥ ହେଉଛି, ଏମିତି ପ୍ରକୃତରେ ହେବା ଅନୁଚିତ୍,  କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଗଂମ୍ଭୀର ଦୋଷ ବୋଲି ମାନାଯାଇଛି, ଏଥିପାଇଁ ତୁରନ୍ତ ନଳକୁ ଠିକ୍ କରାଇଦିଅନ୍ତୁ , ଏହା ଛଡା ଏଥିରେ ଘରେ ଖରାପ ଶକ୍ତି ପ୍ରଭାବ ବଢିଯାଏ , ଓ ତାହା ସହ ଘରେ ଧନର ଆଗମନ ବନ୍ଦ ହୋଇଯାଏ , ଓ ପଇସାର ଅଭାବ ଦେଖାଦିଏ , ଏଥିପାଇଁ ପାଣିକୁ ବର୍ବାଦ ହେବାରୁ ରୋକନ୍ତୁ ।

୩) ପାଣିର ଟାଙ୍କି ଅଳିଆ ହେବା- ଯଦି ଆପଣଙ୍କ ପାଣିର ଟାଙ୍କି ଅପରିସ୍କାର୍ ରହୁଛି , ତେବେ ଏଥିରେ ଆପଣଙ୍କ ଘରେ ନକରାତ୍ମକ ଉର୍ଜା ବଢିବାକୁ ଲାଗେ, ଏହା ଛଡା ଯାଦି ଆପଣଙ୍କ ଘରର କେଉଁ କୋଣରେ ନମି କିମ୍ବା ସିଲନ୍ ହୋଇଛି ତେବେ ତୁରନ୍ତ ଠିକ୍ କରାଇଦିଅନ୍ତୁ, କହିଦେବୁ କି ଏହାର ଖରାପ ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପଡିପାରେ ।

୪) ବାଥରୁମ୍ ସଫା ରଖିବା- କହିଦେବୁ କି ଆପଣ ନିଜ ବାଥରୁମ୍ କୁ ସବୁବେଳେ ସଫା ରଖିବା ଉଚିତ୍ , ଏହା ଆପଣଙ୍କ ଘର ଓ ଜୀବନରେ ଶୁଭ ପରିଣାମ ଦେଇଥାଏ,  ଏହା ଛଡା ବାଥରୁମ୍ ରେ ପାଣି ବୋହିବା ବି ଉତ୍ତର ଦିଗରୁ ହେବା ଉଚିତ୍ ।

୫) ବାଥରୁମ୍ ପଶ୍ଚିମ ଦିଗରେ ହେବା- ବାସ୍ତୁ ଅନୁସାରେ ଘରର ବାଥରୁମ୍ ସବୁବେଳେ ପଶ୍ଚିମ ଦିଗରେ ରହିବା ଉଚିତ୍ , ଯଦି ଏମିତି ସଂମ୍ଭବ ହେଉନି ତେବେ ଉତ୍ତର ପଶ୍ଚିମ ଦିଗରେ କରିପାରିବେ , ଏହା ଛଡା ବାଥରୁମ୍ କବାଟ କେବେ ବେଡରୁମ୍ କିମ୍ବା ରୋଷେଇ ଘର ଆଡକୁ ନ ଖୋଲିଥିବା ଦରକାର୍ ଯଦି ଏମିତି ହୋଇଥାଏ , ତେବେ ଏହା ଆପଣଙ୍କ ଜୀବନଉପରେ ପ୍ରଭାବ ପକାଇଥାଏ,  ଯଦି ଆପଣ ଏହି ବାସ୍ତୁକୁ ଦୁର କରିବାକୁ ଚାହୁଁଛନ୍ତି ତେବେଏ କବାଟରେ ଏକ କ୍ରିଷ୍ଟାଲ୍ ଲଗାଇଦିଅନ୍ତୁ ।

୬) ବାଲଟି ସବୁବେଳେ ସଫା ରଖିବ- କହିଦେବୁ କି ବାଥରୁମ୍ ରେ ନୀଲରଙ୍ଗର ବାଲଟି ରଖିବା ସହ ସବୁବେଲେ ସଫା ରଖିବା ଉଚିତ୍ , ଏଥିରେ ଘରେ ସୁଖ ସମୃଦ୍ଧି ଆସିଥଏ, ଏହା ଛଡା ଯଦି ଆପଣଙ୍କ ଉପରେ କରଜର୍ ଭାର୍ ଅଧିକା ଅଛି, ତେବେ ରାତିରେ ଶୋଇବାପୁର୍ବରୁ ଏକ ବାଲଟି ପାଣି ଭରିକରି ଶୁଅନ୍ତୁ , ଓ ଏହାକୁ ସକାଳରେ ସେହି ପାଣିରେ ବାଥରୁମ୍ ସଫାସଫି କରିଦିଅନ୍ତୁ , ଏହା ସହ୍ ଏହି କଥାକୁ ଧ୍ୟାନ ରଖିବେ କି ଏହି ପାଣି ବ୍ୟବହାର ଗାଧୋଇବାପାଇଁ କରିବେ ନାହିଁ

Leave a Reply

Your email address will not be published. Required fields are marked *