ଏହି ୪ ଟି ତରିକାରୁ କେବଳ ଗୋଟିଏ ମିନିଟ୍ ରେ କେଉଁ ବି ମିଛକୁ ଧରିପାରିବେ ଆପଣ..
ଏଥିରେ କୌଣସି ସନ୍ଦେହ ନାହିଁ କି ଏହି ଦୁନିଆଁରେ ସବୁ ମଣିଷଙ୍କ ନିଜ ଜୀବନରେ କେବେ ନା କେବେ ମିଛ କହିଥିବେ ନିଶ୍ଚିତ, ଏବେ କିଛି ମିଛ ହୋଇଥାଏ , ଯାହା ଅନ୍ୟଙ୍କ ପାଇଁ ଖୁସି ଦେବାପାଇଁ କୁହାଯାଇଥାଏ , କିନ୍ତୁ କିଛି ମିଛ ଏପରି ହୋଇଥାଏ ଯାହା ଅନ୍ୟଙ୍କ ଜୀବନରେ ତୋଫାନ ନେଇଆସେ , କେଉଁ ମଣିଷ ଭଗବାନ ତ ନୁହେଁ, ଯିଏ ସାମ୍ନା ବାଲା ମିଛ ସହଜରେ ଧରିନେବ, ଏମିତି କେଉଁ ବ୍ୟକ୍ତି କେଉଁ ଅନ୍ୟର ମିଛରେ ବିଶ୍ୱାସ କରିବାରେ ଅଧିକା ସମୟ ଲାଗେ ନାହିଁ , ଏବେ ଏମିତି ତ ଲୋକେ ମିଛ କହିବା ବାଲାଙ୍କୁ ଘୃଣା କରନ୍ତି , ଓ ଏମିତି ଲୋକ ଅଛନ୍ତି ଯିଏ ନାପସନ୍ଦ କରନ୍ତି , ଯେଉଁ ସବୁ କଥାକୁ ମିଛର ସାହାରା ନେଇଥାନ୍ତି , କିନ୍ତୁ ଲୋକ ନିଜେ ଏହା ଭୁଲିଯାଆନ୍ତି କି ମିଛ କହିବା ଆଜିର ସମୟରେ ଏକ ଫ୍ୟାସନ୍ ହୋଇଯାଇଛି ।
ସେମିତି ଦରକାର ପଡିଲେ ସେ ନିଜକୁ ବି ମିଛର ସାହାରା ନେଇଯାଆନ୍ତି , ଏଥିପାଇଁ କାହା ଉପରେ ଆଙ୍ଗୁହି ଦେଖାଇବା ପୁର୍ବରୁ ଏହା ଦେଖିନେବାର ଅଛି କି ଆମେ କେତେ ସତୁଆ, ଏବେ ସେମିତି ଲୋକ କେଉଁ ଭଲ କାମ କରିବାପାଇଁ ମିଛ ନ କହିବେ , କିନ୍ତୁ ଲୋକଙ୍କର ନଜରରେ ମିଛ ତ ମିଛ ହୋଇଥାଏ , ସେମିତି କିଛି ଲୋକ ଏମିତି ହୋଇଥାଣ୍ତି ଯିଏ କେବଳ ନିଜ ଫାଇଦାପାଇଁ ମିଛ କହିଥାନ୍ତି , ଯଦି ଆପଣ ବି ଲୋକଙ୍କୁ ନିଜ ବନ୍ଧୁଙ୍କ ମିଛରୁ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ତରିକା ନେଇକରି ଆସିଛୁ, ଯାହା ଆପଣ କାହାର ମିଛକୁ ସହଜରେ ଧରିନେବେ , ହଁ ଆଜ୍ଞା ଏବେ ସେ ତରିକା ହେଲା ଏହା ଜାଣିବାକୁ ଆପଣଙ୍କୁ ଏହିପୋଷ୍ଟ ପୁରା ବିସ୍ତାରରେ ପଢିବାକୁ ହେବ ।
୧) ଜଣେଇଦେବୁ କି ଯେବେ କେଉଁ ବ୍ୟକ୍ତି ମିଛ କହିଥାଏ କିମ୍ବା ମିଛ କହିବାକୁ ଚେଷ୍ଟା କରିଥାଏ , ତେବେ ଏହି ସମୟରେ ସେ ବହୁତ ନର୍ଭସ ହୋଇଯାଏ , ଏହା ସହ ତାହାର ଚେହେରା ଲାଲ୍ ପଡିଯାଏ , ଓ ଚେହେରାରେ ଝାଳ ଆସିବାର ବି ଦେଖାଯାଏ ।
୨) ଏହା ଛଡା ଯେବେ କେଉଁ ବ୍ୟକ୍ତି ମିଛ କହିଥାଏ ତେବେ ତାର ହୃଦୟର ଗତି ଅଚାନକ ବଢିଯାଏ , ସେମିତି ଏହାର ପ୍ରଭାବ ଆପଣ ମିଛ କହୁଥିବା ବ୍ୟକ୍ତିଙ୍କ ଚେହେରାରେ ଦେଖିପାରିବେ , ହଁ ତାଙ୍କ ଚେହେରାରେ ଦେଖିଲେ ଆପଣ ନିଜେ ଜାଣିପାରିବେ କି ସେ ମିଛ କହୁଛି କି ସତ୍ କହୁଛି ।
୩) ମଣିଷ ଯେବେ ମିଛ କହିବାକୁ ଚେଷ୍ଟା କରେ ତେବେ ତାର କଥା ନିଶ୍ଚିତ ଏପଟ ସେପଟ ହୁଏ , ଓ ବହୁତଥର ବ୍ୟକ୍ତିର ମୁହଁରୁ କଥା ବାହାରେ ନାହିଁ । ସେମିତି ଯେଉଁ ଲୋକଙ୍କୁ କେବେ କେଉଁ ମିଛ କହିବାର ନଥିବ , ତେବେ ତାଙ୍କ ମିଛ ଏହି ସ୍ଥିତିରେ ସହଜରେ ଧରାପଡିଯାଏ ।
୪) ଯେବେ ମଣିଷ ମିଛ କହିଥାଏ , ତେବେ ସାମ୍ନାବାଲା ବ୍ୟକ୍ତିର ନଜର ମିଶାଇବାର ସାହାସ ହୁଏ ନାହିଁ , ହଁଆଜ୍ଞା ଏହି ସମୟରେ ତାଙ୍କ ନଜର ଲଜ୍ଜାରେ ତଳକୁ ହୋଇଯାଏ , ମାନେ ସିଧା ଶବ୍ଦରେ କହିବାକୁ ଗଲେ ମିଛ କହିବାର ପରେ କାହାକୁ ନଜର ମିଶାଇବାର କଥା ସେ କରିପାରେ ନାହିଁ