୧୫ ବର୍ଷର ଏହି ପୁଅଟି ଅଟେ ଆରବପତି, ବଡ ବଡ ସେଲିବ୍ରେଟି ବି ତାକୁ ଦେଖିବାକୁ କରନ୍ତି ଅପେକ୍ଷା
ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିତ୍ୱ ଙ୍କ ସହ ସାକ୍ଷାତ କରାଇବୁ ଯାହା ଏମିତି କହିବୁ କି ଏକ ଏମିତି ପୁଅଙ୍କ ସହ ସାକ୍ଷାତ କରାଇବୁ ଯାହାଙ୍କ ବୟସ କେବଳ ୧୫ ବର୍ଷ ଅଟେ, କିନ୍ତୁ ବଡ ବଡ ସେଲିବ୍ରେଟି ସହ ସାକ୍ଷାତ୍ କରିବାକୁ ତାଙ୍କୁ ଅପେକ୍ଷା କରନ୍ତି , ଏବେ ଏହି ପୁଅର କଣ ଖାସିୟତ୍ ଅଛି ଏହା ଆପଣଙ୍କୁ ଆଗକୁ ଯାଇପଢିଲେ ଜଣାପଡିବ, ଆପଣଙ୍କୁ ଜଣେଇଦେବୁ କି ଏହି ପୁଅର ନାଂମ୍ ରାଶିଦ୍ ବେଲହାସା ଅଟେ, ହଁ ଆଜ୍ଞା ଯେଉଁ ବୟସରେ ସେ ମଉଜମସ୍ତି କରିବାର ହୋଇଥାଏ , ସେହି ବୟସରେ ସେ ଆରବପତି ହୋଇଗଲା , ଓ ଦୁବାଇରେ ରହୁଛି, ଏହା ସହ ଏହି ୧୫ ବର୍ଷର ଏହି ପୁଅ ପାଖରେ ନିଜର ଏକ ଜେଟ୍ ଅଛି, କହିଦେବୁ କି ବଲିଉଡ୍ ହେଉ କିମ୍ବା କ୍ରିକେଟ୍ ସେଲିବ୍ରେଟି ଯେବେ ବି ଦୁବାଇ ଆସନ୍ତି , ତେବେ ରାସିଦ୍ ଙ୍କୁ ନିଶ୍ଚିତ ଦେଖା କରନ୍ତି । ଆପଣଙ୍କୁ କହିଦେବୁ କି ସଲମାନ ଖାଁଙ୍କ ଠାରୁ ନେଇକରି ଜଷ୍ଟିନ୍ ବିବର୍ ପର୍ଯ୍ୟନ୍ତ ସମସ୍ତେ ରାସିଦ୍ ଙ୍କୁ ଦେଖା କରିସାରିଛନ୍ତି
ଏହି ପୁଅ ବିଷୟରେ ଏତେ କିଛି ଜାଣିବାପରେ ଆପଣ ନିଶ୍ଚିତ ଜାଣିବାକୁ ଚାହିଁବେ କି ଏହି ପିଲାଟି କିଏ ଏତେ ପଇସା ଆସିଲା କେଉଁଠୁ , ରାସିଦ୍ ଦୁବାଇ ର ଏକ ବଡ ବିଜନେସ୍ ମ୍ୟାନ୍ ସୈଫ୍ ଅହମ୍ମଦ ବେଲହାସାଙ୍କ ପୁଅ ଅଟେ, କହିଦେବୁ କି ରାସିଦ୍ ଙ୍କ ବାପା ଦୁବାଇର ପ୍ରସିଦ୍ଧ ଆରବପତି ଅଟନ୍ତି ,ଯାହାଙ୍କ ପାଖରେ ଅଜସ୍ରଧନ ସଂମ୍ପତ୍ତି ଅଛି, କହିଦେବୁ କି ରାସିଦ୍ ଙ୍କ ବାପାଙ୍କ ପାଖରେ ଏତେ ପଇସା ଅଛି କି ଯାହା ଗଣିବା ଅସଂମ୍ଭବ ଅଟେ, ଏହି କାରଣରୁ ରାସିଦ୍ ଙ୍କ ଆଉ ଏକ ନ୍ଁ ମନି କିକ୍ସ ବି ଅଟେ ।
ଆପଣଙ୍କୁ ଜଣେଇଦେବୁ କି ସେ ନିଦ ଦ୍ୱିତୀୟ ନ୍ଁ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ରଖିଛନ୍ତି , ରାସିଦ୍ ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଲକ୍ଷାଧିକ ଲୋକ ଦେଖନ୍ତି , ଏବେ ଏମିତି ରାସିଦ୍ ବଡ ବଡ ସେଲିବ୍ରେଟିଙ୍କ ସହ ସାକ୍ଷାତ୍ କରିଛନ୍ତି , କିନ୍ତୁ ତାଙ୍କ ପସନ୍ଦିନ୍ଦା ଅଭିନେତା ବଲିଉଡ୍ ର ସଲମାନ ଖାନ୍ ଅଟନ୍ତି , ହଁ ଆଜ୍ଞା ତେବେ ସେଥିପାଇଁ ରାସିଦ୍ ତାଙ୍କୁ ଦେଖା କରିବାକୁ ବହୁତଥର ମୁମ୍ବାଇ ଆସିସାରିଛନ୍ତି , କିନ୍ତୁ ତାଙ୍କୁ ସଲମାନଙ୍କୁ ଦେଖାକରିବାକୁ ମଉକା ମୁସକିଲ୍ ରେ ମିଳିଥାଏ , ରାସିଦ୍ ସୋସିଆଲ୍ ମିଡୀଆରେ ବହୁତ ଆକ୍ଟିଭ୍ ରୁହନ୍ତି , ଏହା ଛଡା ତାଙ୍କର ସବୁ ଜାଗାରେ ଲକ୍ଷାଧିକ ଫଲୋଅର୍ସ ଅଛନ୍ତି ।
ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ବଡବଡ ସେଲିବ୍ରେଟି ବି ବହୁତଥର ରାସିଦ୍ ଙ୍କୁ ଦେଖାକରିବାକୁ ହେଲେ ଆପୋଏମେଣ୍ଟ ନେଇଥାନ୍ତି , ମାନେ ସିଧା ଶବ୍ଦରେ କହିଲେ ଏବେ ରାସିଦ୍ କେଉଁ ବଡ ସେଲିବ୍ରେଟିରୁ ବଡ ଅଟନ୍ତି , ତାଙ୍କ ପାଖରେ ଯାହା ଧନ ସଂମ୍ପତ୍ତି ଅଛି, ସେ ତାଙ୍କ ବାପାଙ୍କ ଯୋଗୁଁ ଅଟେ, କିନ୍ତୁ ତା ସତ୍ତ୍ୱେ ବି ରାସିଦ୍ ନିଜ ବାପାଙ୍କ ବିଜନେସ୍ ରେ ସାହାଯ୍ୟ କରନ୍ତି , ଏମିତି କହିବା ଭୁଲ୍ ହେବ ନାହିଁ କି ନିଜେ ଏକ ଅଲଗା ବ୍ୟକ୍ତିତ୍ୱ ହେବାପାଇଁ ରାସିଦ୍ ବହୁତ ପରିଶ୍ରମ କରୁଛନ୍ତି , ଓ ତାଙ୍କର ପରିଶ୍ରମ ଏବେ ଜଣାପଡୁଛି, ଯଦି ରାସିଦ୍ ଏକ ସାଧାରଣ ବ୍ୟକ୍ତି ହୋଇଥାନ୍ତେ ତେବେ ଏତେ ଧ୍ୟାନଦିଆଯାଇନଥାନ୍ତା, କିନ୍ତୁ କହନ୍ତି ନା ସବୁ ମଣିଷର ନିଜ ଭାଗ୍ୟ ନିଜ ସାଥିରେ ନେଇକରି ଆସିଥାଏ