ଯାହାଙ୍କ ଚେହେରାରେ ଏହି ଜାଗାରେ ହୋଇଥାଏ କଳାଜାଇ , ବହୁତ ଭାଗ୍ୟବାନ ହୋଇଥାନ୍ତି ଏମିତି ଲୋକ
ଆମର ଜ୍ୟୋତିଷ୍ୟ ଓ ଶାସ୍ତ୍ରର ଅନୁସାରେ ଆମର ଶରୀରରେ ମହଜୁତ୍ ବହୁତ ପ୍ରକାରର ଚିହ୍ନ ଯେପରି କଳାଜାଇ ଆଦି ବିଷୟରେ କୁହାଯାଇଛି, ଯେଉଁଥିରେ ଆମର ଶରୀରରେ ମହଜୁଦ୍ ଛୋଟରୁ ନେଇକରି ବଡ କଳାଜାଇର ବି ବହୁତ ମହତ୍ୱ କୁହାଯାଇଛି, ଆପଣଙ୍କୁ ଜଣେଇଦେବୁ କି ଶାସ୍ତ୍ରରେ ଏମିତି କୁହାଯାଈଛି କି ଯାହାଙ୍କର ଶରୀରରେ ଯଦି ଏହି ଅଙ୍ଗରେ ଲାଲ କଳାଜାଇ ଥିବ , ତେବେ ବହୁତ ଶୁଭ ଫଳଦାୟକ ମାନାଯାଏ , କିନ୍ତୁ ଏହା ସହ ଏମିତି ବି କୁହାଯାଇଛି କି ଯଦି କେଉଁ ବ୍ୟକ୍ତିର ଶରୀରର କେଉଁ ଭାଗରେ କଳା କଳାଜାଇ ଅଛି ତେବେ ବହୁତ ମାଇନାରେ ଶୁଭ ବି ହୋଇଥାଏ , ଓ ଅଶୁଭ ବି , କିଛି ଏହିପ୍ରକାରର ଭାତୁଡିକୁ ବି କଳାଜାଇ ସମାନ ଫଳ ଦେଇଥାଏ , କହିଦେବୁ କି ଯଦି ଆପଣଙ୍କ ନାକରେ କଳାଜାଇ କିମ୍ବା ଭାତୁଡି ଅଛି ତେବେ ଏହାର କିଛି ଖାସ୍ ମତଲବ ହୋଇଥାଏ , ଯାହା ବିଷୟରେ ସାମୁଦ୍ରିକ ଶାସ୍ତ୍ରରେ ବହୁତ ବିସ୍ତାରରେ କୁହାଯାଇଛି ।
ଆପଣଙ୍କୁ କହିବାକୁ ଚାହିଁବୁ କି ଯେଉଁ ଲୋକଙ୍କର ନାକର ବାମ କଡରେ କଳାଜାଇ ହୋଇଥାଏ , ଏମିତି ଲୋକଙ୍କର ବିଷୟରେ କୁହାଯାଏ କି ସେ ନିଜ ଜୀବନସାଥୀଙ୍କ ସହ ପ୍ରେମପୁର୍ବକ ରୁହନ୍ତି , ଓ ତାଙ୍କର ଦାମ୍ପତ୍ୟ ଜୀବନ ବହୁତ ସୁଖରେ ବ୍ୟତିତ ହୋଇଥାଏ , ଏମିତି କୁହାଯାଏ କି ଯଦିଏହି ପ୍ରକାରର ଲୋକ ପରିଶ୍ରମ କରି ଚେଷ୍ଟା କରିବେ ତେବେ ବହୁତ ଜଲଦି ଭଲ ପଦରେ ଚାକିରି ମିଳିବାର ଆଶା କରାଯାଉଛି ।
ଏହା ଛଡା ଯଦି କଥା କରାଯାଏ ତେବେ ଆପଣଙ୍କୁ କହିଦେବୁ କି ସେହି ଲୋକ ଯାହାଙ୍କ ନାକର ଆଗାମୀ ଭାଗରେ କଳାଜାଇ ଦେଖିବାକୁ ମିଳେ ସେହି ଲୋକଙ୍କର ବିଷୟରେ ଏହା ମାନାଯାଏ କି ଏମାନେ ନାନାପ୍ରକାରର କଳାରେ ପରିପୁର୍ଣ୍ଣ ହୋଇଥାନ୍ତି , ଏମିତି ଦେଖାଯାଇଛି କି ଏମାନଙ୍କୁ ନୁଆନୁଆ ଜିନିଷ ସିଖିବାର ବହୁତ ସଉକ ହୋଇଥାଏ, କେବଳ ଏତିକି ନୁହେଁ ବରଂ ତାଙ୍କ ପାଖରେ ଧନର କୌଣସି ଅଭାବ ରୁହେ ନାହିଁ , ଯେଉଁ ବ୍ୟକ୍ତି ଯାହାଙ୍କ ନାକର ଆଗାମୀ ଭାଗରେ କଳାଜାଇ ହୋଇଥାଏ , ସେ ନା କେବଳ ଧନବାନ ହୋଇଥାନ୍ତି , ବରଂ ତା ସହିତ ବହୁତ ସୌଭାଗ୍ୟଶାଳୀ ବି ହୋଇଥାନ୍ତି , କିନ୍ତୁ ତାଙ୍କ ବିଷୟରେ ସବୁବେଳେ ଏମିତି କୁହାଯାଏ କି ଏହି ଲୋକ କିଛି ମତଲବି ହୋଇଥାନ୍ତି , ଓ ଏମାନେ ଅଧିକାଂଶ ନିଜ ମତଲବରୁ କାହା ସହ ସଂବନ୍ଧ ରଖନ୍ତି , ଅନ୍ୟଥା କାହାକୁ ନିଜ ପାଖରେ ରଖନ୍ତି ନାହିଁ , ଏମିତି ଲୋକ ସାଧାରଣତଃ ନିଜ ମତଲବ ଦେଖିକରି କାହାସହ ମିଳାମିଶା କଥା ହୁଅନ୍ତି ।
କୁହାଯାଏ କି ଯାହାଙ୍କ ନାକର ଡାହାଣ ଆଡେ କଳାଜାଇ ହୋଇଥାଏ, ସେମାନେ ଅତି ସୁନ୍ଦର ଓ ସୌଭାଗ୍ୟଶାଳୀ ହୋଇଥାନ୍ତି , ମାନାଯାଏ କି ଏହି ଲୋକଙ୍କୁ ବହୁତ ଜଲଦି ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ , ଏହି ପରି ଲୋକଙ୍କ ପାଇଁ ସେହି ସମୟ ବହୁତ ଖାସ୍ ହୋଇଥାଏ , ଯେବେ ଆପଣ ମହିଳା ଅଟନ୍ତି , କାରଣ ଏମିତିରେ ଆପଣଙ୍କୁ ଜାଣିଲେ ଖୁସି ହେବ କି ଯେଉଁ ମହିଳାଙ୍କ ନାକର ଡାହାଣ ପଟେ କଳାଜାଇ ହୋଇଥାଏ , ସେମାନେ ବାପଘର ପକ୍ଷରୁ ପୁରା ସହଯୋଗ ମିଳିଥାଏ, ଯାହାକି ସାଧାରଣତଃ ସମସ୍ତଙ୍କୁ ମିଳିପାରେ ନାହିଁ