ଘରର ଏହି ଜାଗାରେ ଚୁପ୍ ଚାପ୍ ବାନ୍ଧିଦିଅନ୍ତୁ ଏହି ଲାଲ୍ ଫିତା, ଓ ତାପରେ ଦେଖନ୍ତୁ ଭାଗ୍ୟର ଖେଳ
ଭାରତୀୟ ସଂସ୍କୃତି ଅନୁସାରେ ଯେବେ ଆମର ଘରେ କେଉଁ ପୁଜା ହୋଇଥାଏ କିମ୍ବା ମନ୍ଦିରରେ ଯେବେ ପୁଜା ଶେଷ ହୋଇଯାଏ , ତେବେ ଆମ ହାତରେ ଏକ ଲାଲ୍ ଫିତା ବନ୍ଧାଯାଏ , ଯାହାକୁ ରିଷ୍ଟ କବଚ କହନ୍ତି , ହିନ୍ଦୁ ଧର୍ମରେ ଏହା ବାନ୍ଧିବାର ପରମ୍ପରା ବହୁତ ଯୁଗରୁ ଚାଲି ଆସୁଛି , କହିଦେବୁ କି ହାତରେ ବାନ୍ଧିବାର ଧାର୍ମିକ କାରଣ ନୁହେଁ ବରଂ ବହୁତ ବୈଜ୍ଞାନିକ କାରଣ ବି ଅଛି ।ବିଜ୍ଞାନ ଅନୁସାରେ ଏହାକୁ ବାନ୍ଧିଲେ ବାତ,ପିତ୍ତ ଓ କଫର ସନ୍ତୁଳନ ରହିଥାଏ , ଏହା ଛଡା ବ୍ଲଡ୍ ପ୍ରେସର, ବାତ ମାରିବା, କିମ୍ବା ଡାଇବେଟିଜ୍ ଓ ହାର୍ଟ ଆଟାକ୍ ପରି ରୋଗରୁ ବଞ୍ଚାଇଥାଏ , ଏଥିପାଇଁ ଏହାକୁ ହାତରେ ବାନ୍ଧିବାକୁ କୁହାଯାଏ , ସେମିତି ଧାର୍ମିକ ମାନ୍ୟତା ଅନୁସାରେ ଯଦି ଆପଣ ବହୁତ ସମୟରୁ କେଉଁ ସଙ୍କଟରେ ପଡିଛନ୍ତି , ତେବେ ହନୁମାନଜୀଙ୍କ ମନ୍ଦିର୍ ଯାଇକରି ସେଠାରେ ପୁଜା କରିବାପରେ ପଣ୍ତିତଙ୍କ ଦ୍ୱାରା ନିଜ ହାତରେ ଏହି ରିଷ୍ଟ କବଚ ବାନ୍ଧିଦିଅନ୍ତୁ
ଏହାପରେ ହନୁମାନଜୀଙ୍କ ଡାହାଣ ପାଦରେ ଟିକିଏ ସିନ୍ଦୁର ନେଇକରି ତାହାକୁ ହାତରେ ଲଗାଇଦିଅନ୍ତୁ , କହିଦେବୁ କି ଏମିତି କରିଲେ ଆପଣଙ୍କ ସବୁ ସଙ୍କଟ ଦୁର ହୋଇଯିବ । ଏହା ଛଡା ଯଦି ଆପଣଙ୍କ ଘରେ କେଉଁ କଳହ, ମତଭେଦ, କିମ୍ବା ରୋଗ ଦୁଃଖ ସମୟ ଚାଳୁଛି , ତେବେ ହନୁମାନଜୀଙ୍କ ମନ୍ଦିର ଯାଇକରି ପୁଜାକରି ଏକ ରକ୍ଷାକବଚ ଘରକୁ ନେଇ ଆସନ୍ତୁ , ଆସନ୍ତୁ ଏହାକୁ ଘରର ମୁଖ୍ୟଦ୍ୱାରରେ ବାନ୍ଧିଦିଅନ୍ତୁ , ଏହା ଘରରୁ ନକରାତ୍ମକ ଶକ୍ତିର ପ୍ରବେଶରେ ବାଧା ଦେଇଥାଏ, ଓ ଆପଣଙ୍କ ଘରେ ସୁଖ ସମୃଦ୍ଧି ରହିଥାଏ ।
ଏହାସହ ଯଦି ଆପଣଙ୍କ ବିଜନେସ୍ ରେ କ୍ଷତିର ସାମ୍ନା କରିବାକୁ ପଡୁଥାଏ ତେବେ ସଂନ୍ଧ୍ୟା ସମୟରେ ପ୍ରଦୋଷ କାଳରେ ଘରର ଉତ୍ତମ ପଶ୍ଚିମ ଦିଗରେ ଗାଇର ଘିଅ ଦୀପ ଜଳାନ୍ତୁ , କିନ୍ତୁ ଏହି କଥାକୁ ଧ୍ୟାନ ରଖିବେ କି ଦିଆଯାଇଥିବା ଫିତାର ଜାଗାରେ ଲାଲ୍ ଫିତା ବାନ୍ଧିଦିଅନ୍ତୁ , କହିଦେବୁ କି ଏଥିରେ ଲକ୍ଷ୍ମୀ ମାତା ବହୁତ ପ୍ରସନ୍ନ ହୁଅନ୍ତି , ଯାହା ଦ୍ୱାରା ଆପଣଙ୍କ ବିଜନେସ୍ ରେ ବହୁତ ଉନ୍ନତି ହେବ , ଏହି ଉପାୟ କରିଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଲକ୍ଷ୍ମୀଙ୍କର ବାସ ହେବ , ଯାହା ଦ୍ୱାରା ସବୁ ଦୂଃଖର୍ ଅନ୍ତ ହେବ