October 10, 2024

Odia Express

Here, There and Everywhere

ଆଜିର ଏହି ୧୦ଟି ମଜାଦାର୍ ଜୋକ୍ସ – ଶାଳୀ ନିଜ ଭିଣେଇ ସହ ଟ୍ରେନରେ ଯାଉଥିଲା ରାତିରେ ଭିଣେଇ ଶାଳୀଙ୍କ ଏପରି କହିଲେ ହସି ହସି ବେଦମ ହେଇଯିବେ ଆପଣ..

1 min read

ହସ ଆନନ୍ଦ ଓ ହର୍ଷ ଉଲ୍ଲାସର ପ୍ରତୀକ ହୋଇଥାଏ,  କୁହାଯାଏ କି ହସ ଅଗଣିତ ଅକୁହା ଶବ୍ଦର ଭଣ୍ତାର କୁହାଯାଏ , ବିଜ୍ଞାନରେ କୁହାଯାଈଛି କି ଯେବେ ଆମେ ହସିଥାଉ ତାହା କେବଳ ୨ ମାଂସପେଶୀର ବ୍ୟବହାର ହୋଇଥାଏ , ଏହାର ବିପରୀତ ରାଗ ଆସିଲେ ୩୨ ଟି ମାଂସପେଶୀଗୁଡିକ କାମ କରିଥାଏ , ଏକ ହସ ବାସ୍ତବିକ ଚିନ୍ତାରୁ ମୁକ୍ତି ପାଇବାରେ ଆପଣଙ୍କ ବହୁତ ସାହାଯ୍ୟ କରିପାରିବ ।

୧) ବାପା- ପୁଅ ତୋର ଫୋନ୍ ଦେବୁ ତ ଗୋଟେ ମିନିଟ୍ ପାଇଁ , ପୁଅ- ୧ ମିନିଟ୍ ଅନ୍ କରିଦିଏ , ଡିଲିଟ୍ ଭିଡିଓ, ଡିଲିଟ୍ ଫଟୋ, ଡିଲିଟ୍ କଲ୍, ଡିଲିଟ୍ ମେସେଜ୍, ଏଇ ନିଅ ବାପା ଅନ୍ ହୋଇଗଲା,  ବାପା- ଆରେ ନାହିଁ ଖାଲି ମୋବାଇଲ୍ ରେ ଟାଇମ୍ କହିଦେ ।

୨) ଝିଅ- କଣ କରୁଛ ? ପୁଅ- ବାଦାମ ଖାଉଛି , ଝିଅ- ଏକେଲା ଏକେଲା? ପୁଅ-ଏବେ ୧୦ ଟଙ୍କାରେ ବାଦାମର ଗୋଦାମ କରିବି ନା କଣ ?

୩) ଏଲ୍ କେଜିର ପୁଅ- ତୁ ମୋତେ ବାହାହେବୁ ଝିଅ- ନା , ପୁଅ-କରିନେ ନା, ଝିଅ- ନା ନା କରିବି ନାହିଁ,  ପୁଅ- କାଲି ତୋତେ ଗୋଟେ ଚକଲେଟ୍ ଦେବି, ଝିଅ- ଏଥିପାଇଁ ତ କରିବିନି, ମୋର ଆଉ କାହା ସହ କୁର୍ କୁରେ ଖାଇବାର କଥା ହୋଇଯାଇଛି ।

୪) ମୁଁ ପଚାରିଲି ଚନ୍ଦ୍ରକୁ ଦେଖିଛ , ମୋର ଚନ୍ଦ୍ର ପରି ସୁନ୍ଦର, ଚନ୍ଦ୍ର କହିଲେ –ହଁ ବହୁତ ବହୁତ ଲୋକଙ୍କର ସହ ।

୫) ସାନ୍ତା ନିଜ ଗାର୍ଲଫ୍ରେଣ୍ତ ସହ ପ୍ରଥମଥର ଡେଟ୍ ରେ ଯାଇଥିଲା<  ସାନ୍ତା- ଏହା ମୋର ପ୍ରଥମ ଡେଟ୍ ଅଟେ, କିଛି ଭୁଲ୍ କିମ୍ବା କିଛି ହେଲେ ଛୋଟ ଭାଇ ଭାବିକରି କ୍ଷମା କରିଦେବ ।

୬) ମୋର ସାଙ୍ଗ ତାର ନିଜର ଏକ୍ସ ଗାର୍ଲଫ୍ରେଣ୍ତର ବାହାଘରରେ ଜବରଦସ୍ତ ନାଗିନ୍ ଡ୍ୟାନ୍ସ୍ କଲା,  ଝିଅର ବାପା ଶେଷ ରେ କହିଲା , ଏବେ ବିବାହ କରିବାକୁ ଦେବୁ ନା ନାଗମଣୀ ନେଇକରି ଯିବୁ ?

୭) ପିଙ୍କି-ଯେତେ ବି ଥଣ୍ତା ହେଉ କିନ୍ତୁ ମୁଁ ସବୁଦିନ ଗାଧୋଇଥାଏ  , ପପୁ- ଆରେ ମୁଁ ଥଣ୍ତା ଦିନରେ ୨ ଥର ଗାଧାଏ , ପିଙ୍କି- ବଢିଆ ତୁମେ ବହୁତ ଭଲ , ପପୁ- ନାରେ ପାଗେଳି, ମୁଁ ଦୁଇଥର ଗାଧାଏ କିନ୍ତୁ ମାସକୁ , ଝିଅ-ବେହୋସ୍

୮)  ତୋତେ ଜଣାଅଛି ମୁଁ ସେହି ଝିଅ ପାଇଁ ସିଗାରେଟ୍ ପିଇବା ଛାଡିଦେଇଛି, ବାର୍ କୁ ଯିବାର ଛାଡିଦେଲି, ଜୁଆ ଖେଳିବା ବି ଛାଡିଦେଲି, ବନ୍ଧୁ- ତେବେ କଣ ସେହି ଝିଅକୁ ବାହାହେଉ ନାହୁଁ କାହିଁକି ? ଏବେ ସାଙ୍ଗ ଏତେ ସୁଧରିଯାଇଛି, ଭାବୁଛି ଆଉଗୋଟେ ପଟେଇଦେବି ।

୯) ପ୍ରେମ କର ତ ଆୟୁର୍ବେଦିକ ବାଲା ସହ କର, ଫାଇଦା ନହେଲେ ତ କ୍ଷତି ବି ହେବନି ।

୧୦) ଗୋଟେ ଶାଳୀ ନିଜ ଭିଣେଇ ସହ ଟ୍ରେନରେ ଯାଉଥିଲା ରାତିରେ ସେ ନିଜ ଭୀଣେଇକୁ ନିଜ କଥା କହୁଥିଲା,  ତେବେ ଅଚାନକ ଭିଣେଇ ପଚାରିଲା ଆଜି ରାତି ଆମେ ସ୍ୱାମୀ ସ୍ତ୍ରୀ ଭଳି ଚଳିବା , ଶାଳୀ ଲାଜେଇକରି କହିଲା- ଯାହା ତୁମ ଇଚ୍ଛା, ଭିଣେଇ- ତେବେ ଚାଲ ବକଵାସ କଥାବାର୍ତ୍ତା ବନ୍ଦ କର , ଓ ଚୁପ୍ ଚାପ୍ ଶୋଇଯା

Leave a Reply

Your email address will not be published. Required fields are marked *