October 8, 2024

Odia Express

Here, There and Everywhere

କେଉଁ ବରଦାନରୁ କମ୍ ନୁହେଁ ଏହି ଘାସ, କେଉଁଠି ଦେଖିଦେଲେ ତୁରନ୍ତ ନେଇ ଆସନ୍ତୁ ନିଜ ଘରକୁ -ବ୍ୟବହାର କରିବା ଜାଣିରଖନ୍ତୁ ..

1 min read

ଏହା ତ ଆମେ ସମସ୍ତେ ଜାଣିଛେ କି ବାତାବରଣ ସବୁଜସୁନ୍ଦର ରଖିବା ଆମର ଦାୟିତ୍ୱ ହୋଇଯାଇଛି, ଓ ଯେଉଁ ଭଳି ପ୍ରଦୁଷଣ ସମସ୍ୟା ବିକଟାଳ ରୁପ ନେଉଛି , ଏହା କହିବା ଭୁଲ୍ ହେବ ନାହିଁ କି ଯଦି କିଛି ବଡ ପଦକ୍ଷେପ ନ ଉଠାଯାଏ ତେବେ ଆମର ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଦେଖାଦେବ , ଗଛ ଲତା ନା କେବଳ ଆମକୁ ପ୍ରଦୁଷଣରୁ ମୁକ୍ତ କରିଥାନ୍ତି ବରଂ ଏଥିରେ ବହୁତ ଔଷଧୀୟ ଗୁଣ ବି ଅଛି , ଆମରୁ ବହୁତ ଲୋକ ଗାର୍ଡେନିଙ୍ଗ୍ ର ସଉକ ରଖନ୍ତି ଯେଉଁମାନେ ନିଜ ପସନ୍ଦର ଗଛ ଘରେ ଲଗାଇଥାନ୍ତି , କିନ୍ତୁ ବହୁତଥର ଏପରି ହୁଏ କି ଆପଣଙ୍କ ଘର ଆଖପାଖରେ କିଛି ଘାସ ହୋଇଯାଏ , ଯାହାକୁ ଆମେ ଅଣଦେଖା କରିଦେଉ କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଘାସ ବହୁତଥର ଆମେ ଫାଲୁତୁ ଭାବି କାଢି ପକାଇଦେଉ ଯାହା ଆମପାଇଁ କେତେ ଲାଭକାରୀ ହୋଇପାରିବ ?

ହଁ ଆଜ୍ଞା ଆମେ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଘାସ ଅଟେ ଏହା ବିଷୟରେ ଆପଣଙ୍କୁ ଜଣା ବି ନଥିବ , ଯାହାକୁ ଆପଣ ବେକାର୍ ଭାବି ଛନ୍ତି ତାହା ବହୁତଲାଭକାରୀ ଗଛ ଅଟେ,  କହିଦେବୁ କି ବହୁତଥର ଆମର ଆଖପାଖରେ ମିଳୁଥିବା ବହୁତ ଏମିତି ଘାସ ଓ ଗଛ ଅଛି ଯାହା ଭରପୁର୍ ପରିମାଣରେ ଔଷଧୀୟ ଗୁଣ ଅଛି, ଘରର ଆଖପାଖରେ ଏମିତି ବହୁତ୍ ଗଛ ମିଳିଯିବ ଯାହାର କିଛି ଆବଶ୍ୟକତା ପଡେନାହିଁ , ଆଜି ଆମେ ଆପଣଙ୍କୁ କେଉଁ ଗଛ ବିଷୟରେ ନୁହେଁ ବରଂ ଏକ ଘାସ ବିଷୟରେ କହିବାକୁ ଯାଉଛୁ , ଯାହା ଦେଖିବାକୁ ଭଲ ଲାଗିପାରେ କିନ୍ତୁ ଏହାର ଚମତ୍କାରୀ ଗୁଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଏହି ଘାସକୁ ଆମେ ୯ ବଜିଆ ନାଁ ରେ ଜାଣିଥାଉ , ଏବେ ଆପଣ ଭାବୁଥିବେ କି ଏହି ଘାସର ନାଁ ଏମିତି କଣ ପାଇଁ ହୋଇଚି , ଆପଣଙ୍କୁ କହିଦେବୁ କି ଏହାର ଖାସିୟତ୍ ଏହାକି ଏହା ସବୁବେଳେ ସକାଳ ୯ ଟାରୁ ୧୦ ମଧ୍ୟରେ ହିଁ ଫୁଟିଥାଏ , ସେଥିପାଇଁ ଏହାର ନାଁ ଏମିତି ଅଛି, ଏବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ । କହିଦେବୁ କି ଏଇ ଘାସରେ ଛୋଟ ଛୋଟ ଫୁଲ ହୋଇଥାଏ , ଯାହାର ପାଖୁଡା କୁ ପେଷିକରି ଚେହେରାରେ ଲଗାଇଲେ ଦାଗ ବ୍ରଣ ଆଦି ଦୁର ହୋଇଯାଏ , ସେମିତି ଏହି ଫୁଲରେ ଭିଟାମିନ୍ ସି ଓ ଇ ଭରପୁର୍ ପରିମାଣରେ ମିଳିଥାଏ,  ଯାହାର ଲେପ ଲଗାଇଲେ ବାଳରେ ମଜବୁତ୍ କଳା ଓ ଘନ ହୋଇଯାଏ ।

ସେମିତି ଯଦି ଆପଣଙ୍କ କୁଣ୍ତିଆର ସମସ୍ୟା ଅଛି ତେବେ ଆପଣ ଏହାର ପତ୍ରକୁ କୁଣ୍ତିଆ ହେଉଥିବା ସ୍ଥାନରେ ଲଗାଇଲେ କୁଣ୍ତିଆ ରୁ ଆରାମ୍ ମିଲେ , କାରଣ ଏଥିରେ ଆଣ୍ଟିଫଙ୍ଗଲ୍ ଓ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମହଜୁତ୍ ଅଛି, ଯାହା କୁଣ୍ତିଆ ଓ ଇନଫେକ୍ସନ୍ ରୁ ଦୁର କରିଦିଏ , ଯଦି ଆପଣଙ୍କ ଡାର୍କ ସ୍କ୍ରିନ୍ ସମସ୍ୟା ଅଛି ତେବେ ଏହି ଘାସକୁ ବ୍ୟବହାର କଲେ , ବହୁତ ଫାଇଦା ଦେବ , କେବଲ ଘାସ ନୁହେଁ ଏହାରଫୁଲ ବି ବହୁତ୍ ଲାଭକାରି ଅଟେ ।

Leave a Reply

Your email address will not be published. Required fields are marked *