ଆଜିର ସବୁଠୁ ମଜାଦାର ଓଡ଼ିଆ ହସକଥା : ଗୋଟେ ଝିଅର ନିଜ ତୃତୀୟ ବିବାହରେ ପୁରୁଣା ପ୍ରେମୀଙ୍କୁ ନିମନ୍ତ୍ରଣ ପଠାଇଲା, ଓ ବିବାହରେ ଆସିବାକୁ କହିଲା ତାପରେ ପୁଅ ଯାହା ଉତ୍ତର ଦେଲା ଶୁଣି ଝିଅ ବେହୋସ..
1 min readଆଜି କାଲିର କର୍ମବ୍ୟସ୍ତ ଜୀବନ ମଧ୍ୟରେ ପ୍ରାୟ ସବୁ ବ୍ୟକ୍ତି ଚିନ୍ତାଗ୍ରସ୍ତରେ ରହିଥାଏ, ଚିନ୍ତାରେ ରହିଲେ ବ୍ୟକ୍ତିକୁ ନାନାଦି ରୋଗ ଘେରେଇନିଏ , ଡାକ୍ତରଙ୍କ କଥା ମାନିଲେ ବ୍ୟକ୍ତି ସେତେବେଳେ ଖୁସିରେ ରହିବ ଯେବେ ତାର ଭିତର ମନ ଖୁସିରେ ଥିବ ଓ ସେ କଥା ତ ଆପଣ ଶୁଣିଥିବେ କି “Laughter is the best medicine”ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି , ଆସନ୍ତୁ ଜାଣିବା ସେହି ମଜାଦାର୍ ଜୋକ୍ସ ଗୁଡିକ ଉପରେ ନଜର ।
୧)ପୁଅ- ତୁମକୁ ଜଣାଅଛି ଆମର ପୁର୍ବଜ ଆଗରୁ ପଥରରୁ ନିଆଁ ଲଗାଉଥିଲେ । ଝିଅ-ଏଥିରେ କଣ ଅଛି , ଆମେ ତ ନିଜ କଥାରୁ ନିଆଁ ଲଗାଇଦେଉଛେ , ପୁଅ- ବେହୋସ୍ ।
୨)ଚାହା କଣ ଅଟେ ? ଚାହା ଏକ ଭାବନା ଅଟେ , ଖୁସିର ଚାହା, ଦୁଃଖରେ ବି ଚାହା, ଟେନସନରେ ଚାହା, ରାଗରେ ବି ଚାହା, ବ୍ରେକ୍ ଅଫ୍ ପରେ ବି ଚାହା, ଡେଟ୍ ରେ ଗଲେ ବି ଚାହା, ଚାହାର ପରେ ଚାହା ।
୩) ଶାଶୁ ଶୋଇଯା ଝିଅ, ଏବେ ଏତେ ଜଲଦି ଉଠିବାର କଣ ଦରକାର ଅଛି ? ବୋହୁ- ନା ମା, ଏବେ ତ ଡିପି ଚେଞ୍ଜ୍ କରୁଛି , ଷ୍ଟାଟସ୍ ଅପଡେଟ୍ କରିବାର ଅଛି , ଓ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଙ୍ଗ୍ ମେସେଜ୍ ଦେବାର ଅଛି । ମେସେଜ୍ କରିବାପରେ ଶୋଇଛି, ଯେବେ ଆପଣ ଉଠିବେ ତେବେ ଆପଣ ଚାହା ବନାଇକରି ଡାକିଦେବେ ମୁଁ ଉଠିଯିବି ।
୪) ଗୋଟେ ହାତୀ ରୋମାଣ୍ଟିକ୍ ମୁଡରେ ଏକ ପିମ୍ପୁଡିକୁ ଚିଡାଇଦେଲା , ପିମ୍ପୁଡି ରାଗରେ ଆସି ହାତି ଓ ତାର ସ୍ତ୍ରୀର ପାଖକୁ ଗଲା , ଓ କହିଲା ନିଜ ବେଇମାନିଆ ସ୍ୱାମୀକୁ ସଂମ୍ଭାଳିନେ ନହେଲେ ଆମ ପୁଅ ବି ବହୁତ ବେହିଆ ଅଛନ୍ତି ବାହାରକୁ ତୁମେ ବି ବାହାରୁଛ ।
୫) ଦିନେ ରଘୁ ନିଜ ସାଙ୍ଗ ରମନ ସହ ବସିକରି କଥା ହେଉଥିଲା , ରଘୁ ରମନକୁ- ସାଙ୍ଗ ଗୋଟେ ଛୋଟ ରାସ୍ତା ବି ବହୁତ କଠିନ ଲାଗୁଛି , ଯେବେ କେହି ସାଥିରେ ଚାଲିବା ବାଲା ନଥିବ , ରମନ- କିନ୍ତୁ କେବେ କେବେ ଏକ ବଡ ଓ କଠିନ ରାସ୍ତା ବି ଜଲଦି ଶେଷ ହୋଇଯାଏ , ରଘୁ-କେମିତି? ରମନ- ଯେବେ କୁକୁର ପଛରେ ପଡିଥିବ ।
୬) ସ୍ୱାମୀ ପିକନିକ୍ ରେ ସ୍ତ୍ରୀକୁ ଶ୍ମଶାନଘାଟନେଇକରି ଆସିଲା, ସ୍ତ୍ରୀ- କହିଲା- କେଉଁଠିକୁ ନେଇକରି ଆସିଛ ? ସ୍ୱାମୀ-ଆରେ ପାଗେଳି, ଲୋକ ମରିଥାନ୍ତି ଏଠାକୁ ଆସିବା ପାଇଁ ।
୭)ଗୋଟେ କଞ୍ଜୁସ୍ ରାସ୍ତାରେ ଯାଉଥିଲା , ତେବେ ତାର ଅଚାନକ ପାଦରେ କଣ୍ଟା ଲାଗିଗଲା, କଞ୍ଜୁସ୍ କହିଲା – ଭଲ ହେଲା ଚପଲ ପିନ୍ଧିକରି ଆସିନି, ନହେଲେ ସେଥିରେ ବି କଣା କରିଦେଇଥାନ୍ତା ।
୮) ଅସୁବିଧା ସମୟରେ ବି ସ୍ତ୍ରୀଠାରୁ ପଇସା ଉଧାର ନିଅନ୍ତୁ ନାହିଁ , ମୁଁ ଚାରି ବର୍ଷପୁର୍ବରୁ ୨୦ ହଜାର୍ ନେଇଥିଲି , ୨ ଥର ସୁଝିସାରିଛି, ୨୫ ହଜାର ଏବେ ବି ବାକି ଅଛି ।
୯)ଗୋଟେ ବ୍ୟକ୍ତି ଏକେଲା ଯାଉଥିବା ଏକ ମହିଳାର ହାତକୁ ଧରିପକାଇଲା, ବ୍ୟକ୍ତି-ମହୀଳାକୁ – ଆପଣଙ୍କ ଚେହେରା ମୋର ସ୍ତ୍ରୀ ସହ ମିଶୁଛି , ମହିଳା ଜୋରଦାର୍ ଚାପୁଡା ମାରି କହିଲା , ବ୍ୟକ୍ତି କହିଲା – ବାଃ ସେହି ଅଭ୍ୟାସ ପୁର୍ବ ପରି ଅଛି ।
୧୦) ବଣ୍ଟି- ସାଙ୍ଗ ତୋର ଏହି ଖଣ୍ତିଆ କେମିତି ହେଲା ? ବବଲୁ- କଣ କହିବି ସାଙ୍ଗ କାଲି ମୋର ସେକ୍ରେଟେରି ମେସେଜ୍ ଚ୍ୟାଟିଙ୍ଗ୍ କରୁଥିଲା, ତେବେ ମୋର ସ୍ତ୍ରୀ ଆସିଗଲା, ଓ ଡରିକରି ମୁଁ ଲାଷ୍ଟ ମେସେଜ୍ ସ୍ତ୍ରୀର ମୋବାଇଲ୍ କୁ ଚାଲିଗଲା , ବଣ୍ଟି-କଣ ମେସେଜ୍ କରିଥିଲୁ କି ? ବବଲୁ- ରାକ୍ଷସୀ-ଆସିଗଲା ମୁଁ ପରେ କଥା ହେଉଛି ।
୧୧) ଶିକ୍ଷକପଚାରିଲେ – ଅତୀତ ଓ ଭବିଷ୍ୟତ ଟେନ୍ସର ଉଦାହରଣ ଦେଇକରି କୁହ । ଚିଣ୍ଟୁ- ଏକ ସୁନ୍ଦର ଝିଅକୁ ଦେଖିକରି ବୁଢା ଅତୀତ କାଳରେ ,ଓ ପୁଅ- ଭବିଷ୍ୟତ କାଳରେ , ଶିକ୍ଷକ-ବେହୋସ୍ ।
୧୨) ଗୋଟେ ପୁଅ- ଛାଡ୍ ସାଙ୍ଗ, ୨୦ ଦିନ ପୁର୍ବରୁ ମୋର ମା ମୋର ଫାଟିଯାଇଥିବା ଜିନ୍ସକୁ ବାସନ ହାଣ୍ତିବାଲିକୁ ଦେଇଦେଲା, ଓ ସେହି ଜିନ୍ସ ଆଜି ଅନଲାଇନ୍ ସପିଙ୍ଗ୍ ରୁ ଟୋନ୍ ଜିନ୍ସ ନାଁରେ , ମିଳିଛି ,
୧୩) ଶଶୁର- ଆସନ୍ତୁ ଜ୍ୱାଇଁପୁଅ- ଆଜି ସକାଳୁ ସକାଳୁ ଅଚାନକ କିପରି ଆସିଲେ ? ଜ୍ୱାଇଁପୁଅ- ଆପଣଙ୍କ ଝିଅ ସହ ଝଗଡା ହୋଇଗଲା, ସେ କହିଲା ନର୍କକୁ ଯା , ସେଥିପାଇଁ ଏଠାକୁ ଚାଲି ଆସିଲି ,
୧୪) ଗୋଟେ ଯୁବତୀ ନିଜ ତିନି ବର୍ଷର ଛୁଆକୁ ଶାଶୁଙ୍କ ପାଖରେ ଛାଡିକରି ବାପଘର ଚାଲିଗଲା, ଦୁଇ ଦିନ ପରେ ଶାଶୁଙ୍କ ମେସେଜ୍ ଆସିଲା , ଜଲଦି ଫେରିଆ, ପୁଅ ବହୁତ ଉଦାସ ଅଛି , ଯୁବତୀ ଜଲଦି ମେସେଜ୍ କଲା< କାହାର ପୁଅ ଉଦାସ ଅଛି ? ଆପଣଙ୍କ ନା ମୋର ?
୧୫) ସ୍ତ୍ରୀ-ତୁମେ ବାହାଘର ପୁର୍ବରୁ କଣ ପାଇଁ କହିନ କି ତୁମର ରାଣୀ ନାଁରେ ଏକ ସ୍ତ୍ରୀ ବି ଅଛି , ସ୍ୱାମୀ-କହିଥିଲି ତ ତୁମକୁ ରାଣୀ ପରି ରଖିବି ।
୧୬) ଜଣେ ଯୁବତୀ ନିଜ ତୃତୀୟ ବିବାହରେ ପୁରୁଣା ପ୍ରେମୀକୁ ନିମନ୍ତ୍ରଣ୍ କଲା, ଓ ବାହାଘରରେ ଆସିବାକୁ କହିଲା, ବିବାହର ନିମନ୍ତ୍ରଣ ପାଇକରି ପ୍ରେମୀ ବହୁତ ଖୁସି ହେଇଗଲା, ଓ ବଧାଇ ମେସେଜ୍ କଲା, ସେଥିରେ ଲେଖିଥିଲା କି ଇଶ୍ୱର କରନ୍ତୁ ତୁମ ଜୀବନରେ ଏହି ଦିନ ବାରମ୍ବାର ଆସୁ ।