November 22, 2024

Odia Express

Here, There and Everywhere

ଅଗଷ୍ଟ ରେ ଜନ୍ମ ନେଇଥିବା ଶିଶୁ ହୋଇଥାନ୍ତି ଖାସ୍ , ଜାଣନ୍ତୁ ଏହାର ମୁଖ୍ୟ କାରଣ , ବିଜ୍ଞାନ ବି ମାନିଥାନ୍ତି ଏହି କଥା ।

ଯେଉଁ ଲୋକଙ୍କର ଅଗଷ୍ଟ ରେ ଜନ୍ମଦିନ ଅଛି ସେ ଲୋକ ନିଜ ଜନ୍ମଦିନର ପ୍ରସ୍ତୁତିରେ ଲାଗିଯାଇଥିବେ , ଓ ଖୁସି ହେଉଥିବ କିନ୍ତୁ ଆଜି ଆମେ କିଛି ଏପରି ଶିଶୁଙ୍କ ବିଷୟରେ କହିବୁ ଯାହାଙ୍କ ଜନ୍ମ ଅଗଷ୍ଟ ମାସରେ ହୋଇଥାଏ ସେମାନେ ବହୁତ ଖାସ୍ ହୋଇଥାନ୍ତି , ଏମାନଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ କିଛି ଏପରି ହୋଇଥାଏ ଯାହାଙ୍କ ଲୋକଙ୍କ ଧ୍ୟାନ ଟାଣିଥାଏ । କହିଦେବୁ କି ଆପଣ ଭାବୁଥିବେ କି ଆମେ କିଛି ଭୁଲ୍ ତଥ୍ୟ ଦେଉଛୁ କିନ୍ତୁ କହିଦେବୁ କି ଏହି କଥା ବିଜ୍ଞାନ ବି ସ୍ୱୀକାର କରିଛି , ଏହି ଲୋକଙ୍କର କଣ ଖାସିୟତ୍ ଦେଖିବାକୁ ମିଳେ ତାହା ଆଜି ଆମେ ଆଲୋଚନା କରିବୁ , ଆସନ୍ତୁ ଜାଣିବା ।

୧) ଆଶାବାଦୀ ହୋଇଥାନ୍ତି ଏହି ଲୋକ : ଯେଉଁ ଲୋକଙ୍କର ଜନ୍ମ ଅଗଷ୍ଟ ରେ ହୋଇଥାଏ ସେମାନେ ଆଶାରେ ଭରପୁର୍ ହୋଇଥାନ୍ତି , ସେମାନେ ନକରାତ୍ମକତାରେ ବି ସକରାତ୍ମକତା ବି ଖୋଜି ପାରନ୍ତି । ଯଦି ଏମାନଙ୍କ ଜୀବନରେ କିଛି ଖରାପ ଘଟୀବାକୁ ଯାଏ ତେବେ କିଛି ଏପରି କଥା ହୋଇଥାଏ ଯାହା ଧ୍ୟାନ କେନ୍ଦ୍ରିତ କରେ ।

୨) ମହାନତା ସହ ହୋଇଥାଏ ସଂମ୍ପର୍କ : ମଦର ଟେରେସା ଙ୍କ ପରି ଏମିତି ମହାନ୍ ଲୋକ ଜନ୍ମ ନେଇଥିଲେ ଏହି ଅଗଷ୍ଟ ମାସରେ

୩) ଯୁକ୍ତି କରି ନିଜର ପକ୍ଷ ରଖିପାରନ୍ତି : ଅଗଷ୍ଟ ମାସରେ ଯେଉଁ ବ୍ୟକ୍ତି ଜନ୍ମ ନେଇଥାନ୍ତି ସେମାନେ ବହୁତ ଶାନ୍ତ ସ୍ୱଭାବ ଓ ବୁଝିବାବାଲା ବ୍ୟକ୍ତି ହୋଇଥାନ୍ତି , ଓ ଯାହାବି ଯୁକ୍ତି କରନ୍ତି ତାହା ବୁଝିବିଚାରୀ କରି କରିଥାନ୍ତି ।

୪) ଶିକ୍ଷା କ୍ଷେତ୍ରରେ ହୋଇଥାଏ ତାଙ୍କର ଏପରି ଅବସ୍ଥା : ଯେଉଁ ବ୍ୟକ୍ତିଙ୍କ ଅଗଷ୍ଟ ମାସରେ ଜନ୍ମ ମାସ ହୋଇଥାଏ , ସେମାନେ ଉଚ୍ଚଶିକ୍ଷା ପାଇଁ ସଂମ୍ଭାବନା ପାଈଥାନ୍ତି , ଏମାନଙ୍କ ପଛରେ ବିଶେଷଜ୍ଞଙ୍କ ମାନିବାକଥା କି ସେ କ୍ଲାସରେ ସବୁଠାରୁ ଛୋଟ ହୋଇଥାନ୍ତି , ଓ ଏହି କଥା ନକରାତ୍ମକ ଅଟେ କିନ୍ତୁ ଜୀବନରେ ବଡ କରିବାର ବହୁତ ଅଧିକା ପଢିବା ହୋଇନଥାଏ ।

୫) ସେମାନେ ବହୁତ ରୋମାଣ୍ଟିକ୍, ବ୍ୟବହାରିକ, ମଜାଳିଆ ଏବଂ ସାହସୀ | ସେମାନେ କୌଣସି ଜିନିଷକୁ ଭୟ କରନ୍ତି ନାହିଁ | ସେମାନେ ସେମାନଙ୍କର ପ୍ରେମ ଏବଂ ଅନ୍ୟାନ୍ୟ ସମ୍ପର୍କକୁ ପ୍ରଶଂସା କରନ୍ତି | ସେମାନେ ସ୍ୱାଧୀନତାକୁ ପସନ୍ଦ କରନ୍ତି |

Leave a Reply

Your email address will not be published. Required fields are marked *