February 12, 2025

Odia Express

Here, There and Everywhere

ବିବିସାର ,କିଡ଼ିନୀ ପଥରୀ ଏବଂ ପେଟ ସମସ୍ୟା ପାଇଁ ରାମବାଣ ଔଷଧ ଅଟେ ଏହି ପତ୍ର – ଏବେ ଜାଣିରଖନ୍ତୁ ବ୍ୟବହାର କରିବା ଉପାୟ

ବନ୍ଧୁଗଣ ଆମ ଆଖ ପାଖରେ ଏଭଳି ସବୁ ଗଛ ରହିଛି ଯାହାର ଔଷଧୀୟ ଗୁଣ ବିଷୟରେ ଆମେ ଅଜଣତ ଅଟୁ। ଆମେ ଆଜି ଆପଣଙ୍କୁ ଏପରି ଏକ ଗଛ ର ପତ୍ର ବିଷୟରେ କହିବୁ ଯାହା କି କେବଳ ପାଇଲସ, ପେଟ ରୋଗ, କିଡ଼ିନି ପଥର ସମସ୍ୟା ରୁ ମୁକ୍ତି ଦେଇ ନଥାଏ ଏହାର ଅନେକ ଫାଇଦା ମଧ୍ୟ ରହିଛି। ତେବେ ଆର୍ଟିକିଲ ଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ।ଏହି ଗଛ ଆମ ବାରି ରେ କିମ୍ବା ଆଖ ପାଖରେ ନିଶ୍ଚୟ ଥାଏ ଏହା ହେଉଛି ଆମ୍ବପତ୍ର। ଆମ୍ବ ଗଛର ପତ୍ର । ଆପଣ ଜାଣିଥିବେ ଆମ୍ବ ଏକ ମିଠା ଏବଂ ଖଟା ଫଳ ଅଟେ। ଏହା ର ପତ୍ର ପୂଜା ପର୍ବାଣୀ ରେ ବ୍ୟବହାର ହୁଏ। ଏହାର କାଠ ମଧ୍ୟ ହୋମ କରିବାରେ ବ୍ୟବହାର ଅଟେ। ଏହା ନାରାୟଣ ଙ୍କ ପ୍ରିୟ ଫଳ ମଧ୍ୟ ଅଟେ।

ତେବେ ଆୟୁର୍ବେଦ ରେ ଏହି ଆମ୍ବ ପତ୍ର ର ବହୁତ ଚମତ୍କାର ପ୍ରୟୋଗ ଗୁଡିକ କୁହାଯାଇଛି। ରିସର୍ଚ୍ଚ ରୁ ମଧ୍ୟ ଏହା ଜଣାଯାଇଛି ଯେ ଶରୀର ରୁ ଅନେକ ବ୍ୟାକ୍ଟେରିଆ ମାରିବାରେ ସହାୟକ ହୁଏ ଆମ୍ବପତ୍ର ତେବେ ଆସନ୍ତୁ ଜାଣିବା କେଉଁ ରୋଗ ପାଇଁ କିପରି ବ୍ୟବହାର କରିବେ ଏହି ଆମ୍ବ ପତ୍ର କୁ।

ବାବାସୀର, ଏହି ରୋଗ ପାଇଁ କିଛି ବଡ଼ ଆମ୍ବ ପତ୍ର ଆଣନ୍ତୁ ଏହାକୁ ଗୁଣ୍ଡ କରି ଦିଅନ୍ତୁ। ଗ୍ରାଇଣ୍ଡର ସାହାଯ୍ୟରେ ମଧ୍ୟ ବାଟି ପାରିବେ। ଏବେ ଏହାକୁ ଗରମ ପାଣି ରେ ପକେଇ ଦିଅନ୍ତୁ। ଏହି ଉଷୁମ ପାଣି କୁ ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରନ୍ତୁ ଦେଖିବେ କିଛି ଦିନ ମଧ୍ୟରେ ଏହି ରୋଗ ଦୂର ହୋଇ ଯିବ।

କିଡ଼ିନ୍ ରେ ହେଉଥିବା ଷ୍ଟୋନ ପାଇଁ ରାମବାଣ ଅଟେ ଏହି ଆମ୍ବ ମାତ୍ର। କଅଁଳ ଆମ୍ବ ପତ୍ର 7,8 ଟି ନିଅନ୍ତୁ ଏହାକୁ ଛେଚି ଏଥିରେ ଲେମ୍ବୁ ଫଳେ ମିକ୍ସ କରି ଉଷୁମ ପାଣିରେ ଗୋଳାଇ ପିଲେ ମାସେ ମଧ୍ୟରେ କିଡ଼ନି ଷ୍ଟୋନ ସମସ୍ୟା ଦୂର ହୁଏ। ଅପରେସନ ପୂର୍ବରୁ ହିଁ ଭଲ କରିଦିଏ ଏହି ଉପାୟ।

ପେଟ ସମସ୍ୟା କୁ ଦୂର କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇ ପାରିବ। ଅଦା ଛେଚା ସହ ଆମ୍ବ ପତ୍ର ଛେଚା କୁ ମିକ୍ସ କରି ଗରମ ପାଣିରେ ପିଇଲେ ପେଟ ର ସମସ୍ତ ସମସ୍ୟା ଦୂର ହୁଏ।

Leave a Reply

Your email address will not be published. Required fields are marked *