July 19, 2024

Odia Express

Here, There and Everywhere

ଭାରତର ୧ ଟଙ୍କାର ମୂଲ୍ୟ ଏହି ଦେଶରେ ୬୭୦ ତାଙ୍କ ଅଟେ – ଏହି ୧୦ ଟି ଦେଶରେ ଭାରତୀୟ ଟଙ୍କାର ଦାମ ବହୁତ ଅଧିକ ଅଟେ..

1 min read

ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି ଜାଣିବାକି ଭାରତର ମୁଦ୍ରାର ମୂଲ୍ୟ ବିଭିନ୍ନ ସ୍ଥାନରେ ଡଲାର ଭଳି ଅଧିକ ମୂଲ୍ୟ ରହିଥାଏ।ଏହି ବିବରଣୀରେ ଦଶ ନମ୍ବର ସ୍ଥାନରେ ଅଛି ୟୁଗାଣ୍ଡା ଏହାର ମୁଦ୍ରାର ନାଁ ୟୁଗାଣ୍ଡା ସିଲିଂ ଅଟେ ଏ ଦେଶ ପୂର୍ବ ଆଫ୍ରିକାରେ ଅବସ୍ତିତ ଏହା ଚାରିପଟରୁ ମାଟି ଦ୍ୱାରା ଘେରି ରହିଥାଏ।ଆଖପାଖରେ କୌଣସି ସମୁଦ୍ରର ନାହିଁ ଏହା ଏକ ବହୁତ ଗରିବ ଦେଶ ଅଟେ। ଏଠି ଆମ ଗୋଟେ ଟଙ୍କାର ମୂଲ୍ୟ ୫୧.୬୫ୟୁଗାଣ୍ଡା ସିଲିଂ ଅଟେ।

ନଅ ନମ୍ବରରେ ଆସିବ କମ୍ବୋଡିଆ ଏହା ଦକ୍ଷିଣ ପୂର୍ବ ଏସିଆର ଗୋଟେ ଭାଗ ଅଟେ ଏହା ଥାଇଲାଣ୍ଡ ଭିଏତ ନାଁ ଓ ମାଲେସିଆ ଭଳି ଦେଶର ମଝିରେ ଅବସ୍ତିତ ।ଏହା ତାର ପୁରାତନ ଇତିହାସ ପାଇଁ ଜଣାଯାଏ ଏଠାରେ ପ୍ରସିଦ୍ଧ ଅଙ୍କୁର ବାଟ ମନ୍ଦିର ରହିଛି।ଏହାର ମୁଦ୍ରା ନାଁ କମ୍ବୋଡିଆନ ରିଏଲ ଅଟେ।ଏହାର ମୁଦ୍ରା ମୂଲ୍ୟ ଭାରତର ଏକ ଟଙ୍କା ଯେ ୫୬.୪୭ କମ୍ବୋଡିଆନ ରିଏଲ ଅଟେ। ମାନେ ଆପଣ ଭାରତର ଦଶ ହଜାର ଟଙ୍କା ନେଇ ଗଲେ ଆପଣ ବହୁତ ମଜାରେ ସେଠି ବୁଲି ପାରିବେ।

ଆଠ ନମ୍ବରରେ ଆସିବ ପେରାଗୁଏ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଭାଗରେ ଅବସ୍ତିତ ଏ ଦେଶ। ଏ ଦେଶ ସେମାନଙ୍କ ମଧ୍ୟରେ ଅଟେ ଯାହାର ସୀମା ସମୁଦ୍ରକୁ ଛୁଇଁ ନାହିଁ।ଏହି ଦେଶ ପ୍ରକୃତିର ବହୁତ ପାଖରେ ଅବସ୍ତିତ ଏହାର ଗହଳିଆ ଜଙ୍ଗଲ ଓ ଜଙ୍ଗଲି ଜନ୍ତୁକୁ ନେଇ ଏ ଜାଗା ପ୍ରସିଦ୍ଧ ଅଟେ ଓ ବିଭିନ୍ନ ପ୍ରକାରର ଜଙ୍ଗଲୀ ଜନ୍ତୁ ରହୁଥିବାରୁ ଏହା ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ।ଏଠି ମୁଦ୍ରାର ନାମ ପାରାଗୁଏନ ଗୁଆରାନି ଅଟେ। ଭାରତରେ ଗୋଟିଏ ଟଙ୍କାର ମୂଲ୍ୟ ୮୫.୬୪ ପାରାଗୁଏନ ଗୁଆରାନି ଅଟେ

ସାତ ନମ୍ବରରେ ଆସେ ଉଜ଼ବେକିସ୍ତାନ ଅଟେ।ଏ ଦେଶ ତାସକେଣ୍ଡ ସମରକେଣ୍ଡ ଓ ବୁହାର ଭଳି ସହର ପାଇଁ ପ୍ରସିଦ୍ଧ।ଏଠି ଉଜବେକି ସ୍ଥାନରେ ସୋମ ନାମକ ମୁଦ୍ରା ପ୍ରଚଳିତ।ଏଠି ଭାରତରେ ଏକ ଟଙ୍କାର ମୂଲ୍ୟ ୧୧୮.୦୮ ଉଜବେକିସ୍ତାନୀ ସୋମ ଭାବେ ପ୍ରଚଳିତ ହୋଇଥାଏ।ଏଠି ଏମିତି କୌଣସି ଖାସ ଜାଗା ନାହିଁ।

ଛଅ ନମ୍ୱରରେ ଆସିବ ଲାଓସ ଏହି ଦେଶ ଦକ୍ଷିଣ ପଶ୍ଚିମ ଦେଶରେ ଅବସ୍ତିତ ଉତ୍ତର ପଶ୍ଚିମ ରେ ମିଆମାର ଅବସ୍ତିତ,ଏହାର ପୂର୍ବରେ କମ୍ବୋଡିଆ,ଦକ୍ଷିଣରେ ଭିଏତନାମା ଆଦି ସ୍ଥାନ ଅବସ୍ଥିତ।ଏହାକୁ ହଜାର ହାତୀର ଭୂମି ମଧ୍ୟ କୁହାଯାଏ।ଏ ଦେଶ ମେକଂ ନଦୀ ଓ ପାହାଡ଼ ଆଦି ପାଇଁ ପ୍ରସିଦ୍ଧ ଅଟେ।ଏଠି ବୁଦ୍ଧ ମୋନାସ୍ଟେରୀ ପାଇଁ ମଧ୍ୟ ପ୍ରସିଦ୍ଧ ଅଟେ।ଏଠି ମୁଦ୍ରାର ନାଁ ଲାଓ କୀପ ଅଟେ।ଭାରତର ଏକ ଟଙ୍କା ଏହାର ୧୨୦.୮୨ଲାଓ କୀପ ଭାବରେ ପ୍ରଚଳିତ।ଆପଣଙ୍କୁ ସେଠାକୁ ଯିବାପାଇଁ କୌଣସି ଭିଜାର ଆବଶ୍ୟକତା ପଡିନଥାଏ,ଆପଣ ସେଠି ଏଆରପୋର୍ଟରେ ଓଲ୍ହେଇ ଭିଜା ନେଇ ପାରିବେ।

ପାଞ୍ଚ ନମ୍ବରରେ ଆସିବ ଗିନିଆ ଏହା ପଶ୍ଚିମ ଆଫ୍ରିକାର ଗୋଟେ ଗରିବ ଦେଶ ଅଟେ।ଏହାର ମୁଦ୍ରାର ନାଁ ଗୁନିଆନ ଫ୍ରାନସ ଅଟେ।ଭାରତୀୟ ଗୋଟେ ଟଙ୍କାର ମୂଲ୍ୟ ୧୨୮.୩୮ଗୁନିଆନ ଫ୍ରାନସ ଅଟେ।

ଚାରି ନମ୍ବରରେ ଆସିବ ଇଣ୍ଡୋନେସିଆ ଏହା ପାଖରେ ବାଲି,ଜାଭା,ସୁମାତ୍ରା ସୁଦୂର ପୂର୍ବରେ ଅଷ୍ଟ୍ରେଲିଆ ଅବସ୍ଥିତ ଏଥିବୀ ଭାରତୀୟ ଟଙ୍କାର ମୂଲ୍ୟ ଅଧିକ ଅଟେ।ପ୍ରତିବର୍ଷ ସହ ସହ ଯାତ୍ରୀ ଭାରତକୁ ଏଠାକୁ ବୁଲିବାକୁ ଆସନ୍ତି।ଏଠି ମୁଦ୍ରାର ନାମ ଇଣ୍ଡୋନେସିଆନ ଋଫିଆ ଅଟେ।ଭାରତର ଗୋଟେ ଟଙ୍କାର ମୂଲ୍ୟ ୧୯୭.୩୦ଇଣ୍ଡୋନେସିଆନ ଋଫିଆ ଅଟେ।ଏଠି ବହୁତ କମ ଖର୍ଚ୍ଚରେ ଆପଣ ଇଣ୍ଡୋନେସିଆ ବୁଲି ପାରିବେ।

ତିନି ନମ୍ବରରେ ଆସିବ ଭିଏତନାମ ଏଠାକାର ମୁଦ୍ରାର ନାମ ଭିଡନାମ ଡଙ୍ଗ ଅଟେ।ଆଉ ଏଠି ଭାରତୀୟ ମୁଦ୍ରାର ଏକ ଟଙ୍କାର ମୂଲ୍ୟ ୩୨୬.୬୬ ଭିଡନାମିଶ ଡଙ୍ଗ ଅଟେ।ଆପଣ ବିଶ୍ୱାସ କରିବେନି ଭିଡନାମ ବହୁତ ସୁନ୍ଦର ସ୍ଥାନ ଅଟେ।ଏ ଦେଶ ପ୍ରକୃତିର କୂଳରେ ଅବସ୍ତିତ ଅଟେ।ଭିଡନାମରେ ବହୁତ ଗହଳି ବଣ ଜଙ୍ଗଲ ଅଟେ।ଏହାକୁ ମଧ୍ୟ ପାଣିର ଦେଶ ମଧ୍ୟ କୁହାଯାଏ ଓ ଏହା ବ୍ୟତୀତ ବହୁତ ବଡ଼ବଡ଼ ପ୍ରାକୃତିକ ଗୁମ୍ଫାରେ ଅବସ୍ତିତ ଅଟେ।ଏଠି ଆପଣଙ୍କର ଗୋଟେ ଦିନର ୮୦୦-୯୦୦ ଖର୍ଚ୍ଚ ହୋଇଥାଏ।

ଦୁଇ ନମ୍ବରରେ ଆସିବ ଇରାନ ମଧ୍ୟପୂର୍ବ ରେ ଅବସ୍ତିତ ଏହା ଭାରତର ସହଯୋଗୀ ଦେଶ ଅଟେ।ଏଠି ତେଲ ଓ ପ୍ରାକୃତିକ ଗ୍ୟାସର ଅପାର ଭଣ୍ଡାର ଅଟେ।ଆଜି ଭାରତର ଗୋଟେ ଟଙ୍କାର ମୂଲ୍ୟ ୫୯୨.୭୩ ଇରାନୀଆନ ରିଅଲ ଅଟେ।ଏଠାରେ ଜାଗା ଜାଗାରେ ପ୍ରାକୃତିକତା ଖେଳେଇ ହୋଇଅଛି ଯାହାକୁ ଦେଖିବାକୁ ଦେଶରୁ ବିଭିନ୍ନ ସ୍ଥାନରୁ ଲୋକ ଆସନ୍ତି।

ଏକ ନମ୍ବର ସ୍ଥାନରେ ଆସିବ ସିରା ଲିଓନ ଏହା ଏକ ପଶ୍ଚିମ ଆଫ୍ରିକା ରେ ଅବସ୍ଥିତ ଅଟେ ଏ ଦେଶ ବହୁତ ଗରିବ ଅଟେ ଯାହାର ଅର୍ଥ ବ୍ୟବସ୍ତା ପୁରା ଭାବେ ଧ୍ୱଂସ ହୋଇସାରିଛି।ଏଠି ଭାରତୀୟ ଗୋଟେ ଟଙ୍କାର ମୂଲ୍ୟ ୬୬୯.୮୧ ସିରା ଲିଓନେନା ଲିଓନି ଅଟେ।ଏହି ବିବରଣୀ ଭିତରୁ ବାଦ ପଡିଛି ସେ ହଉଛି ଭେନିଜୁଏଲା କିନ୍ତୁ ଏ ଦେଶର ଅର୍ଥ ବ୍ୟବସ୍ତା ବହୁତ ଖରାପ ଥିଲା ଓ ଏବେ ଟିକେ ସ୍ଥିତି ସୁଦୃଢ଼ ଅଛି।ସେତେବେଳେ ସେଠାରେ ଭାରତର ଗୋଟେ ଟଙ୍କାର ମୂଲ୍ୟ ୩୫୦୬ ଭେନିଜୁଏଲାନ ଵୋଲିଭର ଥିଲା କିନ୍ତୁ ବର୍ତ୍ତମାନ ଗୋଟେ ଭେନିଜୁଏଲାନ ବୋଲିଭର୍ ର ମୂଲ୍ୟ ୭ଟଙ୍କା ହୋଇସାଇଲାଣି।ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଟିକିଲକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଏବଂ ଲାଇକ କରି ନିଜର ମତାମତ ଦିଅନ୍ତୁ।

Leave a Reply

Your email address will not be published. Required fields are marked *