ଶାମ୍ପୋରେ ଏହି ଜିନିଷ ମିଶେଇ ଦିଅନ୍ତୁ – ଆପଣଙ୍କର ଚୁଟି କେଉଁ ହିରୋଇନ ଠାରୁ କମ ଲାଗିବନି…

ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଉପାୟ ନେଇକରି ଆସିଛୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଚୁଟି ଏପରି ବଢିବାକୁ ଲାଗିବ କି ଆପଣ କେଉଁ ଅଭିନେତା ଅଥବା ଅଭିନେତ୍ରୀ ଙ୍କ ଭଳି ଲାଗିବେ। ଆପଣ ଶାମ୍ପୋରେ ଏହି ଏକ ଜିନିଷ ମିସେଇବା ଦ୍ୱାରା ଆପଣଙ୍କୁ ଶାମ୍ପୋର ଦୁଇଗୁଣ ଫାଇଦା ମିଳିବାକୁ ଲାଗିବ ଯାହା କି ଆପଣଙ୍କ ବାଳ ଉପରେ ସିଧା ପଡ଼ିବାକୁ ଯାଉଛି।ଆପଣ ନିଜ ଘରେ ଏକ କାଚର ତାଟିଆ ନିଅନ୍ତୁ ଆଉ ତା ଭିତରେ ଆପଣ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଶାନପୁ ନିଅନ୍ତୁ।
ଆପଣ ନୀତିଦିନ ବ୍ୟବହାର କରୁଥିବା ଶାମ୍ପୋ ଆରାମ ସେ ନେଇ ପାରିବେ । ତା ପରେ ଆପଣ ଶାମ୍ପୋ ର ପ୍ୟାକେଟ କୁ କାଟି ସାରି ତାକୁ ତାଟିଆ ରେ ରଖି ଦିଅନ୍ତୁ। ତା ପରେ ଆପଣ ଏକ ଆଲୋଭେରା ନିଅନ୍ତୁ। ଆଲୋଭେରା କୁ ସାଇଡ଼ ରୁ କାଟିକି ଆପଣ ତାର ଜେଲ କାଢି ନିଅନ୍ତୁ। ଆପଣଙ୍କ ଘରେ ଯଦି ଆଲୋବେରା ନାହିଁ ତ ଆପଣ ଆଲୋବେରା ଜେଲ ବି ନେଇପାରିବେ ଯାହା କି ବଜାର ରେ କମ ପଇସା ରେ ମିଳୁଛି। ଆପଣ ସେହି ଦୁଇଟି କୁ ଭଲ ଭାବେ ମିସେଇ ଦିଅନ୍ତୁ। ତାପରେ ଆପଣ ତାକୁ ଭଲ ଭାବେ ଗୋଳେଇ ଦିଅନ୍ତୁ।
ପ୍ରାୟ ଏକ ଚାମଚ ଆଲୋଭେରା ଜେଲ ନେବା ପରେ ଆପଣ ତାକୁ ଭଲ ଭାବେ ମିଶାନ୍ତୁ। ତା ପରେ ଆପଣ ଚିନି କୁ ଭଲ ଭାବେ ଗୁଣ୍ଡ କରି ତାର ଅଧା ଚାମଚ ନିଅନ୍ତୁ। ଚିନି ଗୁଣ୍ଡ ରେ କ୍ୟାଲସିଆମ ଭଳି ପ୍ରଭାବ ଥାଏ। ଏହା ରୂପୀ ତଥା ଅନ୍ୟ ଝାଡୁଥିବା ବାଳ ସମସ୍ୟା ରୁ ଆମକୁ ମୁକ୍ତି ଦେବା ସହିତ ଆହୁରି ଅନେକ କାମ କରିଥାଏ। ଯଦି ଆପଣ ବି ଏହି ସମସ୍ୟା ରେ ପୀଡିତ ତ ଆପଣ ବି ନିଜର ଦୈନନ୍ଦିନ ଶାମ୍ପୁ ରେ ଚିନି ଗୁଣ୍ଡ ମିଶାନ୍ତୁ।
ଏହାକୁ ଭଲ ଭାବେ ମିସେଇବା ପରେ ଆପଣ ଏହାକୁ ସେପରି ହି ବ୍ୟବହାର କରନ୍ତୁ ଯେପରି କି ଆପଣ ସାଧାରଣ ଶାମ୍ପୋ ର ବ୍ୟବହାର କରନ୍ତି। ଏହାକୁ ଆପଣ ଗାଧେଇବା ସମୟରେ ନିଜର ମୁଣ୍ଡ ରେ ଶାମ୍ପୋ ପରି ଲଗାନ୍ତୁ ଆଉ ମାଲିସ କରନ୍ତୁ ଯେପରି କି ଏହା ଆପଣଙ୍କ ଚୁଟି ର ଜଡ ଯାଏ ପଂହଁଚିଯିବ। ତା ପରେ ଆପଣ ଏହାକୁ ପାଞ୍ଚ ମିନିଟ ଯାଏ ଛାଡି ଦିଅନ୍ତୁ ଆଉ ତା ପରେ ଆପଣ ପୁଣି ଗାଧେଇବା କୁ ଆସନ୍ତୁ। ଆପଣ ଏହାକୁ ପାଞ୍ଚ ମିନିଟ ଯାଏ ଛାଡିବା ପରେ ଏହା ଆପଣଙ୍କ ବାଳ ର ଜଡ ଯାଏ ପହଂଚି ଯିବ ଆଉ ଯାହା କି ବହୁତ ଭଲ ଅଟେ। ପାଞ୍ଚ ମିନିଟ ପରେ ନିଜର ବାଳ ଧୁଅନ୍ତୁ। ଏହାକୁ ଧୋଇବା ପରେ ଆପଣଙ୍କ କେସରେ ଅଲଗା ପ୍ରକାରର ଚମକ ଦେଖିବାକୁ ମିଳିବ।ତେବେ ଏହାକୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଆପଙ୍କ ପାଇଁ ଭଲ