ମୋବାଇଲରେ କାହିଁକି ହୋଇଥାଏ ଏହି 3 ବଟନ? ଏହି ବଟନରେ ହୋଇଥାଏ ଏହି କାମ ମଧ୍ୟ, ଜାଣିଲେ ହୋଇଯିବେ ଖୁସି …

ଆଜିକାଲିର ସମୟରେ ସମସ୍ତେ ମୋବାଇଲ ଫୋନ ର ବ୍ୟବହାର କରନ୍ତି । ମୋବାଇଲ ଫୋନ ଲୋକନକର ସବୁଠାରୁ ମହତ୍ଵପୂର୍ଣ୍ଣ ଆବଶ୍ୟକତା ମଧ୍ୟରୁ ଗୋଟିଏ। ଅନେକ ଲୋକ ତ ମୋବାଇଲ ନିଶାଖୋର ଅଟନ୍ତି। ସେମାନକୁ ଯଦି ତାଙ୍କ ମୋବାଇଲ ଠାରୁ କିଛି ସମୟ ନିମନ୍ତେ ଦୂର କରିଦିଆଯାଏ ତ ସେମାନେ ଅସମ୍ଭାଳ ହୋଇଯାନ୍ତି। ସେମାନେ ନିଜର ଫୋନକୁ ନିଜଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦୂରରେ ରଖିପାରିବେ ନାହିଁ । ଶୋଇବା ପରେ ସକାଳେ ମନୁଷ୍ୟର ଯେବେ ଆଖି ଖୋଲିଥାଏ ତେବେ ତାହାର ଦ୍ରୁଷ୍ଟି ସବୁଠାରୁ ଆଗେ ମୋବାଇଲ ଖୋଜେ । ଏହା କହିବା ଭୁଲ ହେବ ନାହିଁ ଯେ ମୋବାଇଲ ଲୋକଙ୍କର ମୌଳିକ ଆବଶ୍ୟକତା ମଧ୍ୟରେ ସାମିଲ ହୋଇଯାଇଛି ।ଗୋଟିଏ ମୋବାଇଲ ଫୋନ ଅନେକ କାର୍ଯ୍ୟ ଏକତ୍ର କରିପାରେ ଏବଂ ଯଦି ଏଥିରେ ଇଣ୍ଟରନେଟ ଥାଏ ତେବେ ବୁଝି ଯାଆନ୍ତୁ ଯେ ସବୁ ହେଇଯିବ ।
ଫୋନରେ କଥା ହେବା ବ୍ୟତୀତ ଲୋକଙ୍କର ଅନେକ ଗୁଡିଏ କାର୍ଯ୍ୟ ସହଜରେ ହୋଇଥାଏ। ମୋବାଇଲ ଏବଂ ଇଣ୍ଟରନେଟର ସାହାଯ୍ୟରେ ବ୍ୟକ୍ତିଙ୍କର ଘରେ ବସି ଅନେକ କାମ ସହଜରେ କରିପାରନ୍ତି ଯେଉଁଥିପାଇଁ ସେ ପ୍ରଥମେ ଲାଇନ ଲଗାଉଥିଲେ । କିନ୍ତୁ ଯଦି ଆମେ ଅପାନଙ୍କୁ ପଚାରିବୁ ଯେ କଣ ଆପଣଙ୍କୁ ମୋବାଇଲ ଫୋନ ବିଷୟରେ ସମସ୍ତ ସୂଚନା ଅଛି ତ ଏହାର ଉତ୍ତର ଆପଣ ଦେବେ ହଁ, କାରଣ ଅଧିକତର ଲୋକଙ୍କର ଫୋନ ବିଷୟରେ ସମସ୍ତ ସୂଚନା ଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ମୋବାଇଲ ଫୋନ ସହିତ ଜଡିତ କିଛି ଏପରି ତଥ୍ୟ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ ।
ମୋବାଇଲର ତିନି ବଟନର ରହସ୍ୟ: ମୋବାଇଲ ଫୋନରେ କିଛି ବଟନ ଏପରି ଅଛି ଯାହା ବିଷୟରେ ପୁରା ସୂଚନା ଆପଣ ମାନଙ୍କ ପାଖରେ ନାହିଁ। ଏହି ବଟନକୁ ଆପଣ ପ୍ରତିଦିନ ବ୍ୟବହାର କରନ୍ତି କିନ୍ତୁ ଏହାର ଅଧା ସୂଚନା ଆପଣଙ୍କ ପାଖରେ ଥିବ। ଏଥିପାଇଁ ଆଜି ଆମେ ଆପଣଙ୍କ ନିମନ୍ତେ ଏକ ଏପରି ଭିଡିଓ ନେଇ ଆସିଛୁ ଯାହା ଆପଣଙ୍କୁ ମୋବାଇଲ ଫୋନ ର କିଛି ବଟନକୁ ଭଲ ଭାବରେ ବୁଝିବାରେ ଆପଣଙ୍କର ସହାୟତା କରିବ । ଅନେକ ସମୟରେ ଆମେମାନେ କିଛି ନା କିଛି ନୂଆ ଜିନିଷ ବିଷୟରେ ସୂଚନା ହାସିଲ କରିଥାଉ । ଏଥିପାଇଁ ଏହି ଭିଡିଓ ମଧ୍ୟ ଆଜି ଆପଣଙ୍କୁ କିଛି ଜରୁରୀ କଥା ନିଶ୍ଚୟ ଶିକ୍ଷା ଦେବ। ଆଜିକାଲି ସୋସିଆଲ ମିଡିଆରେ କିଛି ପ୍ରସାରଣ କରିବା ମାତ୍ରେ ତାହା ଦ୍ରୁତ ଗତିରେ ଭାଇରାଲ ହୋଇଯାଉଛି ।
ସୋସିଆଲ ମିଡିଆ ମଧ୍ୟମ ହୋଇଯାଇଛି ନିଜର କୌଣସି କଥା ଲୋକଙ୍କ ପାଖରେ ପହଞ୍ଚେଇବାର । ଆପଣ କୌଣସି ବି କଥା କହିବାକୁ ଚାହାନ୍ତି ତାହାର କେବଳ ଏକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଛାଡି ଦିଅନ୍ତୁ। ଆପଣଙ୍କୁ ଏହାକୁ ଲୋକଙ୍କ ନିକଟରେ ପହଞ୍ଚେଇବାରେ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ । ଅଳ୍ପ ସମୟରେ ଆପଣଙ୍କ ଭିଡିଓ ଆପେଆପେ ଭାଇରାଲ ହୋଇଯିବ । ଏଥିପାଇଁ ଆଜି ଯେଉଁ ଭିଡିଓ ଆମେ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିଛୁ ,, ପସନ୍ଦ ଆସିବା ମାତ୍ରେ ନିଜର ବନ୍ଧୁ ମାନଙ୍କ ସହିତ ସେୟାର କରନ୍ତୁ ।
ଆପଣଙ୍କ ମୋବାଇଲ ଫୋନର ଡିସ୍ପ୍ ପ୍ଲେର ତଳେ 3ଟି ବଟନ ରହିଥାଏ ଏବଂ ଏହି 3ବଟନ କଣ କଣ ଚମତ୍କାର କରିପାରେ ଆପଣଙ୍କୁ ଜଣା ନାହିଁ। ଏହି 3ବଟନର ସହାୟତାରେ ଆପଣ ନିଜର ମୋବାଇଲ ଫୋନକୁ ଲକ ମଧ୍ୟ କରିପାରିବେ। ଏପରି କରିବା ଦ୍ଵାରା କେହି ମଧ୍ୟ ଆପଣଙ୍କ ମୋବାଇଲର ବ୍ୟବହାର କରିପାରିବ ନାହିଁ । ଏଥିପାଇଁ ଆପଣଙ୍କ ପ୍ଲେ ଷ୍ଟୋରକୁ ଯାଇ ଏକ ଆପ ‘ଟଚଲକ ’ ଡାଉନଲୋଡ କରିବାକୁ ହେବ ଯାହାର ସହାୟତାରେ ଆପଣ ଏହି ସମସ୍ତ ଫଙ୍କସନ କରିପାରିବେ। ଏହାର ଡାଉନଲୋଡ କରିବା ପରେ ନିର୍ଦେଶନୁସାରେ କରନ୍ତୁ। ଏହାପରେ ଆପଣ ଫୋନକୁ ଲକ ନକରି ମହତ୍ଵପୂର୍ଣ୍ଣ ଆପ୍ଲିକେସନ ଯେପରିକି ହ୍ଵାଟସଆପ , ଗାଲେରୀ, ଫେସବୁକ ଆଦି ଲକ କରିପାରିବେ। ବିସ୍ତ୍ରୁତ ଜାଣିବା ନିମନ୍ତେ ଭିଡିଓ ଅବଶ୍ୟ ଦେଖନ୍ତୁ।