February 12, 2025

Odia Express

Here, There and Everywhere

ଛାତି ଏବଂ ଗଳାରେ ଜମିଥିବା କଫ ଗୋଟିଏ ଦିନରେ ବାହାରିଯିବ , ଏହି ଘରୋଇ ଉପଚାରକୁ ଥରେ ପରୀକ୍ଷା କରି ଦେଖନ୍ତୁ..

1 min read

ଯଦି କାହାକୁ ଥଣ୍ଡା, କାଶ ଓ କଫର ସମସ୍ୟା ହୋଇଥାଏ ତେବେ ଏହି ସମୟରେ ଲୋକଙ୍କର ନିଶ୍ଵାସ ନେବାରେ କଷ୍ଟ ଏବଂ ଲଗାତାର ଛିଙ୍କ ମଧ୍ୟ ଆସେ, ଏ ସବୁ ସମସ୍ୟା ସେତେବେଳେ ହୋଇଥାଏ ଯେବେ ଆପଣଙ୍କ ଛାତିରେ କଫ ଜମା ହୋଇଯାଏ। ଏହି ସମୟରେ ନାକରୁ ସିଙ୍ଘାଣି ବୋହିବା ଏବଂ ଜ୍ଵର ଆସିବା ମଧ୍ୟ ସାମାନ୍ୟ ହୋଇଥାଏ। କଫ ଜମିବାର ବହୁତ ଗୁଡିଏ କାରଣ ହୋଇପାରେ, ଯେପରିକି ଥଣ୍ଡା-ସର୍ଦି, ଫ୍ଲୁ, ଭାଇରାଲ ଇନଫେକସନ, ସାଇନସ, ଅତ୍ୟଧିକ ଧୂମ୍ରପାନ ।ଆଜି ଆମେ ଆପଣାକୁ କଫ ସମସ୍ୟାକୁ ଦୂର କରିବା ନିମନ୍ତେ ଘରୋଇ ଉପାୟ ଜଣେଇବାକୁ ଯାଉଛୁ ଯାହାକୁ ଜାଣି ଆପଣେଇ ଆପଣ ଏଥିରୁ ତୁରନ୍ତ ମୁକ୍ତି ପାଇପାରିବେ ।

ଯଦିଓ ଅନେକ ଲୋକ ଏଥିରୁ ରକ୍ଷା ପାଇବା ନିମନ୍ତେ ଔଷଧର ସାହାରା ନେଇଥାନ୍ତି କିନ୍ତୁ ତାହା ଅଧିକତର ସଫଳ ହୋଇପାରେ ନାହିଁ । ଯଦି ଆପଣଙ୍କ ନାମରେ ପୁରିଥିବା କଫ କମ ହେବାର ନାମ ନେଉଆ ନାହିଁ ଏବଂ ସାଇନସ କଞ୍ଜେସନ ହେଉଛି, ତେବେ ଏପରି ହୋଇପାରେ, ଯେ ବ୍ୟାକ୍ଟେରିଆ ଆପଣଙ୍କ ସାଇନସରେ ପ୍ରବେଶ କରିସାରିଛି ଏବଂ ସାଇନସ ଇନଫେକସନ ହୋଇଯାଇଛି ।

ଏହି ଦେଶୀ ଉପାୟକୁ ଆପଣେଇ ଆପଣ ସହଜରେ କଫ ଦୂର କରିପାରିବେ ଏବଂ ଆପଣଙ୍କୁ ବିଶ୍ବାସ ହେବ ନାହିଁ ଯେ ଏହାର ପ୍ରୟୋଗ ଦ୍ଵାରା କଫ ଗୋଟିଏ ଦିନରେ ଦୂର ହୋଇଯାଏ। ଏଥିପାଇଁ ଆପଣଙ୍କୁ 2କପ ପାଣିରେ 30 ଗୋଲମରିଚ ଗୁଣ୍ଡାକରି ଫୁଟେଇବାକୁ ହେବ ଏବଂ ତାପରେ ଯେବେ ପାଣି ଏକ ଚତୁର୍ଥାଂଶ ରହିଯିବ ତେବେ ଏହାକୁ ଛାଣିକରି ଏଥିରେ ଏକ ଚାମଚ ମହୁ ମିଶେଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ସକାଳେ ସନ୍ଧ୍ୟାରେ ସେବନ କରନ୍ତୁ ।

ଏହା କରିବା ଦ୍ଵାରା ଆପଣଙ୍କ ଖାସ ଏବଂ କଫ ଦୁଇଟି ଯାକରୁ ମୁକ୍ତି ମିଳିବ। ଏହା ବ୍ୟତିତ ଆପଣଙ୍କୁ ମଧ୍ୟ ଜଣେଇ ଦେଉଛୁ ଯେ ରସୁଣ ଖାଇବା ଦ୍ଵାରା ଗଳାରେ ଜମା ହୋଇଥିବା କଫ ବାହାରି ଆସେ। ଏହି ଦେଶୀ ଉପଚାର ଦ୍ଵାରା ଟିବି ରୋଗରେ ମଧ୍ୟ ଆରାମ ମିଳିଥାଏ। ଛୋଟ ପିଲାଙ୍କର ଛାତିରେ ଜମା ହୋଇଥିବା କଫ ବାହାର କରିବା ପାଇଁ ଗାଈର ଘିଅକୁ ପିଲାଙ୍କର ଛାତି ଉପରେ ଘଷନ୍ତୁ , ଏହି ଉପାୟ ଦ୍ଵାରା କଫ ବାହାରକୁ ବାହାରି ଯିବ। ରସୁଣରେ ଫୁଲା କମ କରିବାର ତତ୍ଵ ମହଜୁଦ ଥାଏ ଏବଂ ଲେମ୍ବୁରେ ସାଇଟ୍ରିକ ଏସିଡ । ଏହାଦ୍ବାରା ଆପଣଙ୍କୁ କଫର ସମସ୍ୟାରୁ ତତକ୍ଷଣାତ ମୁକ୍ତି ମିଳିଯିବ ।

ଆପଣଙ୍କୁ ଜଣେଇ ଦେବୁ ଯେ ଯଦି ଆପଣ ଚାହିଁବେ ତ କଫ ଭଳି ସମସ୍ୟାକୁ ଦୂର କରିବା ନିମନ୍ତେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଲେମ୍ବୁ ରସ ଗରମ ପାଣିରେ ମିଶାଇ ମଧ୍ୟ ପିଇ ପାରିବେ ଏବଂ ଏହାଦ୍ୱାରା ଆପଣଙ୍କୁ ବହୁତ ଆରାମ ମିଳିବ । ହଁ ଆଜ୍ଞା ଆପଣଙ୍କୁ ଜଣେଇଦେବୁ ଯେ ଏହି ଉପାୟ ଯୋଗୁ ଗଳା ପରିଷ୍କାର ହେବ କାରଣ ଲେମ୍ବୁ କଫକୁ କାଟିବାର କାମ କରିଥାଏ ଏବଂ ଏହା ବ୍ୟତିତ ମହୁ ଦ୍ଵାରା ଗଳାକୁ ଆରାମ ମିଳିଥାଏ। କଫରୁ ସଂପୂର୍ଣ୍ଣ ରୂପେ ମୁକ୍ତି ପାଇବା ପାଇଁ ଏହି ମିକଶ୍ଚରକୁ ଏକ ସପ୍ତାହ ପର୍ଯ୍ୟନ୍ତ ଦିନକୁ ତିନି ଥର ଉପଯୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *