February 14, 2025

Odia Express

Here, There and Everywhere

ଟୁଥପେଷ୍ଟରେ ଏହି ଜିନିଷ ମିଶାଇ ଲଗାନ୍ତୁ, ରାତାରାତି ଗାୟବ ହୋଇଯିବ ବ୍ରଣ, ନିଶ୍ଚିତ ପଢନ୍ତୁ …..

1 min read

ବ୍ରଣ ପାଇଁ ବିବ୍ରତ ହେଉଛନ୍ତି କି? ଏବେ ଆସନ୍ତୁ ଆମର ଏହି ରିପୋର୍ଟକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ, କାରଣ ଆପଣଙ୍କ ନିମନ୍ତେ ଏକ ଏପରି ସୂଚନା ନେଇ ଆସିଛୁ, ଯାହା ଆପଣଙ୍କ ବ୍ରଣ ଛୁ-ମନ୍ତର କରିଦେବ। ହଁ ଆଜ୍ଞା, ବ୍ରଣ ସମସ୍ତଙ୍କ ଠାରେ କେବେ ନା କେବେ ହୋଇଥିବ। ଝିଅମାନଙ୍କ ନିମନ୍ତେ ଏହା ତ ଯେପରି ଏକ ଗମ୍ଭୀର ରୋଗ ଅଟେ। ଗୋଟିଏ ବ୍ରଣ ବାହାରିବା ମାତ୍ରେ ସେମାନେ ପୃଥିବୀ ମୁଣ୍ଡ ଉପରକୁ ନେଇଯାନ୍ତି । ଯାହା ପରେ ପ୍ରକାର ପ୍ରକାରର ବ୍ୟୁଟି ପ୍ରଡ଼କ୍ଟର ବ୍ୟବହାର କିମ୍ବା ପାର୍ଲରକୁ ଯିବା , କିନ୍ତୁ ଫଳାଫଳ କଣ ହେଲା? ଫଳାଫଳ ତ ଏହା ହେଲା ଯେ ଆପଣଙ୍କ ଚେହେରା ଉପରେ ବ୍ରଣ ରହିଲା, ତାପରେ ଆପଣ ଦିନସାରା ଟେନସନରେ ।

ହଁ ଆଜ୍ଞା, ଆଜି ଆମେ ଆପଣଙ୍କ ନିମନ୍ତେ ବ୍ରଣ ଭଲ ହେବାର ରାମବାଣ ଉପଚାର ନେଇ ଆସିଛୁ, ଯାହାକୁ ଲଗେଇବା ପରେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ । କେବେକେବେ ଯେଉଁ କାମ ବ୍ୟୁଟି ପ୍ରଡ଼କ୍ଟ କରିପାରିନଥାଏ , ସେହି କାମ ଘରୋଇ ଉପଚାର କରିପାରେ। ଏଥିପାଇଁ ତ ଆଜି ମଧ୍ୟ ବୁଢୀମା ଓ ଆଇଙ୍କର ଉପଚାର ସଫଳ ରହୁଛି। ସମସ୍ୟା କିପରି ମଧ୍ୟ ଥାଉ ନା କାହିଁକି, କିନ୍ତୁ ବୁଢୀମା ଓ ଆଇଙ୍କ ଉପଚାର ସବୁ ଜିନିଷ ନିମନ୍ତେ ହୋଇଥାଏ। ତେବେ ଆସନ୍ତୁ ଆଜି ଆମେ ଆପଣଙ୍କ ନିମନ୍ତେ ଏକ ଉଚ୍ଚକୋଟିର ଉପଚାର ନେଇ ଆସିଛୁ ।

ଯେବେ କାହାକୁ ବ୍ରଣ ହୋଥାଏ, ତ ସେ ଏହା ଭାବନ୍ତି ଯେ ଗୋଟିଏ ରାତିରେ ବ୍ରଣ କିପରି ଭଲ ହୋଇପାରିବ, ତେବେ ଭାଇ ଆମେ ଆପଣଙ୍କ ନିମନ୍ତେ ଏପରି ହିଁ ଉପଚାର ନେଇଆସିଛୁ , ଯାହାର ବ୍ୟବହାର ଦ୍ଵାରା ଆପଣ ଗୋଟିଏ ରାତିରେ ବ୍ରଣକୁ ଅଦୃଶ୍ୟ କରିପାରିବେ। କିନ୍ତୁ ଧ୍ୟାନ ରଖିବେ ଯେ ବ୍ରଣ ବେଳେବେଳେ ହର୍ମୋନ ପରିବର୍ତ୍ତନ କିମ୍ବା ଚାପ ଯୋଗୁ ହୋଇଥାଏ, ଏମିତିରେ ଆପଣଙ୍କୁ ଚାପ ରୁ ନିଜକୁ ରକ୍ଷା କରିବା ଉଚିତ। ଏବେ ଆମେ ଆପଣଙ୍କୁ ଟୁଥପେଷ୍ଟ ଜରିଆରେ ବ୍ରଣ ଭଲ ହେବାର ଉପାୟ ଜଣେଇବୁ।

ଟୁଥପେଷ୍ଟ ଦ୍ଵାରା ବ୍ରଣ ଅଦୃଶ୍ୟ

ଟୁଥପେଷ୍ଟର ପରାମର୍ଶ ତ ଆପଣଙ୍କୁ ବେଳେବେଳେ ପ୍ରତ୍ୟେକ ଆପଣଙ୍କୁ ଦେଇଥିବେ, କିନ୍ତୁ ଯଦି ଏହି ଟୁଥପେଷ୍ଟରେ କିଛି ମିଶାଇ ଦିଆଯାଏ ତ ଉତ୍ତମ ହେବ। ତେବେ ଆସନ୍ତୁ ଜାଣିବା ଯେ କିପରି ଟୁଥପେଷ୍ଟ ଦ୍ଵାରା ଆପଣ ବ୍ରଣକୁ ଅଦୃଶ୍ୟ କରିପାରିବେ।

ଟୁଥପେଷ୍ଟ ଓ ଲୁଣ: ହଁ ଆଜ୍ଞା, ଏକ ଛୋଟ ପାତ୍ରରେ ଟୁଥପେଷ୍ଟ ଓ ଚୁଟୁକାଏ ଲୁଣ ମିଶାଇ ଦିଅନ୍ତୁ। ଧ୍ୟାନ ରଖିବେ ଯେ ଏହା ପ୍ରାୟତଃ ଚେହେରା ଧୋଇବା ପରେ ଲଗେଇବେ। ଓ ଏହାକୁ ରାତିରେ ହିଁ ଲଗେଇବେ। ଜଣେଇଦେବୁ ଯେ ଚେହେରାକୁ ପରିଷ୍କାର କରିବା ପରେ ଏହି ପେଷ୍ଟକୁ ବ୍ରଣ ଉପରେ ଲଗେଇବେ ଓ ପାଞ୍ଚ ମିନିଟ ପରେ ଧୋଇ ଦେବେ ।

ଟୁଥପେଷ୍ଟ ଓ ବେକିଙ୍ଗ ସୋଡା: ରାତିରେ ଶୋଇବା ସମୟରେ ଟୁଥପେଷ୍ଟ ଓ ବେକିଙ୍ଗ ସୋଡା ପାଉଡର ନେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ବ୍ରଣ ସ୍ଥାନରେ ଲଗାନ୍ତୁ, ତାପରେ 30ମିନିଟ ପର୍ଯ୍ୟନ୍ତ ଏହିଭଳି ରହିବାକୁ ଦିଅନ୍ତୁ, ଏହାପରେ ଏହାକୁ ଧୋଇନିଅନ୍ତୁ। ଏପରି କରିବା ଦ୍ଵାରା ରାତାରାତି ଆପଣଙ୍କ ବ୍ରଣ ଛୁ-ମନ୍ତର ହୋଇଯିବ ।

ଟୁଥପେଷ୍ଟ ଓ ବରଫ: ବ୍ରଣ ସ୍ଥାନ ଉପରେ ପ୍ରଥମେ ଟୁଥପେଷ୍ଟ ଲଗାନ୍ତୁ। ଏହାପରେ ବରଫ ରଗଡନ୍ତୁ। କିନ୍ତୁ ସେହି ପର୍ଯ୍ୟନ୍ତ ରଗଡିବେ ଯେପର୍ଯ୍ୟନ୍ତ ଆପଣ ସହନ କରିପାରିବେ। ଯଦି ସହନ କରିପାରିବେ ନାହିଁ ତେବେ ଅଳ୍ପ ବିରାମ ପରେ ଆଉଥରେ ଏହି ପ୍ରକ୍ରିୟା କରନ୍ତୁ, ଏହାଦ୍ୱାରା ଆପଣଙ୍କ ବ୍ରଣ ଅଦୃଶ୍ୟ ହୋଇଯିବ। ତାହା ଚେହେରା ଉଜ୍ଜ୍ଵଳ ଦେଖାଯିବ ।

Leave a Reply

Your email address will not be published. Required fields are marked *