September 10, 2024

Odia Express

Here, There and Everywhere

ମଜାଦାର ଜୋକ୍ସ : ଥରେ ପପୁ ସହରରୁ ନିଜ ଗାଁର ଶଶୁରଘରକୁ ଗଲା ସେ ନିଜ ଶାଳୀକୁ ପରଫ୍ୟୁମର ବୋତଲ ଗିଫ୍ଟରେ ଦେଲା – ତାପରେ ଶାଳୀ ପରଫ୍ୟୁମ କୁ ଯାହା କଲେ ଜାଣିଲେ ହସି ହସି ଗଡ଼ିବେ ଆପଣ…

1 min read

ହସିବା ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ , ଏହି କଥା ସମସ୍ତେ ଜାଣିଛେ , ହସିବା ପାଇଁ କେହି ବି ମଉକା ଛାଡନ୍ତି ନାହିଁ , ଏହା ସ୍ୱାସ୍ଥ୍ୟ ପାଇଁ ଫାଇଦା ହେବା ସହ ଆପଣଙ୍କ ସବୁ ଚିନ୍ତାକୁ ଦୁର କରିଦିଏ , ଆଜି ଆମେ ଏହି ପୋଷ୍ଟରେ ଇଣ୍ଟରନେଟ୍ ରୁ ଏମିତି କିଛି ଭାଇରାଲ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହାକୁ ପଢିଲେ ଆପଣଙ୍କ ହସ ଅଟକାଇପାରିବେ ନାହିଁ , ତେବେ ଆସନ୍ତୁ ଜାଣିବା ସେହି ଜୋକ୍ସ ବିଷୟରେ ଅଧିକା କିଛି ।

ବାବୁରାଓ : ଏ ରାଜୁ ଆଜି ମୋର କୁତ୍ତି ଅଣ୍ତା ଦେଲା , ରାଜୁ :- ଏହି କୁତ୍ତି କେବେ ଠାରୁ ଅଣ୍ତା ଦେବାକୁ ଲାଗିଲାଣି ? ବାବୁରାଓ : ୟେ ବାବୁରାଓ କା ଷ୍ଟାଇଲ୍ ହେ ରେ ବାବା । ନିଜ କୁକୁଡାର ନା କୁତ୍ତି ରଖିଛି ।

ହସ ପାଇଁ ଦୁଃଖ କୁରବାନ୍ , ଖୁସି ପାଇଁ ଲୁହ କୁରବାନ୍ , ବନ୍ଧୁ ପାଇଁ ଜୀବନ କୁରବାନ୍ ଓ ଯଦି ସାଙ୍ଗର ଗାର୍ଲଫ୍ରେଣ୍ତ ମିଳିଯାଏ ତେବେ ଶଳା ସାଙ୍ଗ ବି କୁରବାନ୍ ।

ଦୁଇ ବୟସ୍କ ଅଦାଲତରେ ଛାଡପତ୍ର ପାଇଁ ଯାଇଥିଲେ , ଜର୍ଜ ପଚାରିଲେ – ଏହି ବୟସରେ ଛାଡପତ୍ର କଣ ପାଇଁ ନେବାକୁ ଚାହୁଁଛ ? ମହିଳା କହିଲେ : ଜର୍ଜ ସାହେବ୍ ! ମୋର ସ୍ୱାମୀ ମୋତେ ମାନସିକ ଅତ୍ୟାଚାର କରୁଛନ୍ତି , ଜର୍ଜ ପଚାରିଲେ କିପରି ? ମହିଳା କହିଲେ – ତାଙ୍କର ଇଚ୍ଛା ଯେବେ ହୋଇଥାଏ ତେବେ ସେ ମୋତେ ଗାଳିକରନ୍ତି , ଓ ଯେବେ ମୁଁ କହିବା ଆରମ୍ଭ କରେ ତେବେ କାନ୍ ର୍ ମେସିନ୍ ବାହାର କରଦିଅନ୍ତି ।

ବିଜ୍ଞାପନରେ ମା ମାନେ କେତେ ଭଲ ହୋଇଥାନ୍ତି , ଛୁଆଙ୍କ କପଡା ମଇଳା କରି ଆସିଲେ ହସିକରି ଧୋଇଦିଅନ୍ତି , ଛୁଆବେଳରେ ଯେବେ ଆମେ କପଡା ମଇଳା କରୁଥିଲେ , ତେବେ ପ୍ରଥମେ ଆମେ ଧୋଉଥିଲେ , ପଡେ କପଡା ।

ସ୍ତ୍ରୀ ଚଉଠିରାତିରେ ମୋନୁକୁ ଡରିକରି ପଚାରିଲେ ପ୍ଲିଜ୍ ମୋର ସାଥିରେ କିଛି କରିବନି । ମୋନୁ : ଆଶ୍ଚର୍ଯ୍ୟ ହୋଇ କାହିଁକି ? ସ୍ତ୍ରୀ : ମୋର ନିଜ ମା କୁ କଥା ଦେଇଛି , କି ମୋର ବାହାଘର ପରେ ଖରାପ କାମ ଛାଡିଦେବି ।

ନାତି : ଜେଜେବାପା ତୁମେ ଜୀବନବିମା କଣ ପାଇଁ କରିନ ? ଜେଜେବାପା : ମୋର ଯିବାପରେ ତୁମେ ମାନେ ଭଲ ଭାବେ ଦୁଃଖି ହେବ ସେଥିଲାଗି ।

ଏକ ନବବିବାହିତ ସ୍ତ୍ରୀ ରାତିରେ ନିଜ ସ୍ୱାମୀକୁ । ଚାଲ ଦୁଇରୁ ତିନି ହୋଇଯିବା , ସ୍ୱାମୀ : ଖୁସିରେ : ହଁ ଚାଲ, ସ୍ତ୍ରୀ ମୋତେ ଖୁସି ଲାଗୁଛି କି ତୁମକୁ କେତେ ଭଲ ଲାଗିଲା , କାଲି ମୋର ମା ଆମ ସହ ରହିବାକୁ ଆସୁଛି ।

ଇଲେକ୍ସନ୍ ମାହୋଲ୍ ରେ ନିଜ ପଡୋଶିର ଭାଉଜକୁ ପଚାରିଦେଲି ଭାଉଜ କାହାକୁ ଦେବ । ସେ କହିଲେ ଆପ୍ କୁ ତ ବିଲକୁଲ୍ ଦେବି ନାହିଁ ସେମିତି ହାତିକୁ ଦେଇଦେବି ।

ଜଣେ ସେଲ୍ସମ୍ୟାନ୍ ଘର ଘରକୁ ଯାଇକରି ବହି ବିକ୍ରି କରିବା କାମ କରୁଥିଲା ସେ ଏକ ଘରର ଡୋରବେଲ୍ ବଜାଇଲା ମହିଳା ଜଣଙ୍କ କବାଟ ଖୋଲିଲେ , ସେଲ୍ସମ୍ୟାନ୍ ମ୍ୟାଡାମ୍ ମୋର ପାଖରେ ଯେଉଁ ଗୋଟେ ବହି ଅଛି ଯେଉଁଥିରେ ସ୍ୱାମୀ ମାନଙ୍କ ପାଇଁ ରାତିରେ ଡେରି ରାତିରେ ବାହାର ରହିବାର ୫୦୦ ଟି ବାହାନା ବିଷୟରେ ଜଣାଯାଇଛି , କଣ ଆପଣ କିଣିବାକୁ ଚାହୁଁଛନ୍ତି ? ମହିଳା : ଆପଣଙ୍କୁ କଣ ଲାଗୁଛି କି ମୁଁ ଏହି ବହି କିଣିବି? ସେଲ୍ସମ୍ୟନ୍ : କାରଣ ଆଜି ମୁଁ ସକାଳୁ ଏହି ବହି ଆପଣଙ୍କ ସ୍ୱାମୀଙ୍କୁ ବିକ୍ରି କରିଛି ।

ସ୍ତ୍ରୀ ସ୍ୱାମୀର ଅଫିସ୍ କୁ ଫୋନ୍ କଲା , ସ୍ୱାମୀ : ଜଲଦି କୁହ , ମୁଁ ବହୁତ ବିଜି ଅଛି , ସ୍ତ୍ରୀ : ଏକ ଭଲ ନ୍ୟୁଜ୍ ଅଛି , ଓ ଏକ ଖରାପ ବି , ସ୍ୱାମୀ : କେବଳ ଭଲ ଖବର ଶୁଣା , ଖରାପ ଖବର ଶୁଣିବାକୁ ଟାଇମ୍ ନାହିଁ , ସ୍ତ୍ରୀ : ଠିକ୍ ଅଛି , ଭଲ ଖବର ଏହାକି ଆମର ନୁଆ ଗାଡିର ଏୟାର ବ୍ୟାଗ୍ ବିଲକୁଲ୍ ସଠିକ୍ କାମ କରୁଛି , ସ୍ୱାମୀ ବେହୋସ୍ ।

ପପୁ ଚୁପ୍ ଚାପ୍ ନର୍କରୁ ସ୍ୱର୍ଗରେ ପସିଗଲା , ଦେବତା ମାନେ ତାକୁ ଧରିପକାଇଲେ , ଓ ବହୁତ ପିଟିଲେ , ମାଡ ଖାଇବାପରେ ପପୁ ବହୁତ ମୁସକିଲ୍ ରେ ଉଠିଲା ଓ କହିଲା,  ତୁମର୍ ଏହି ହରକତ୍ ପାଇଁ କେହି ବି ସ୍ୱର୍ଗ ଆସୁନାହାନ୍ତି ,

ଥରେ ପପୁ ସହରରୁ ନିଜ ଗାଁରେ ଶଶୁରଘରକୁ ଆସିଲା,  ରହିବାବେଳେ ସେ ନିଜ ଶାଳୀକୁ ଏକ ଗିଫ୍ଟ ରେ ପରଫ୍ୟୁମ୍ ଦେଲା, ଶାଳି ପରଫ୍ୟୁମ୍ ବିଷୟରେ କିଛି ଜଣାନଥିଲା,  ସେ ପରଫ୍ୟୁମ୍ କୁ ହାତରେ ପକାଇ ଚାଟିଦେଲା  ପପୁ : ଏହାର ଅଭିଯୋଗ ସେ ଶଶୁରଙ୍କୁ କଲା , ଶଶୁର କହିଲେ , ସେ ବହୁତ ମୁର୍ଖ ଅଟେ,  ପରଫ୍ୟୁମ୍ ଚାଟିବା ଅପେକ୍ଷା ରୁଟିରେ ଚିପୁଡିକରି ଖାଇନେଇଥାନ୍ତା ।

Leave a Reply

Your email address will not be published. Required fields are marked *