October 6, 2024

Odia Express

Here, There and Everywhere

୧୧୫ ବର୍ଷ ପରେ ଖୋଲାଗଲା ଏହି ଘର ର ୩ ଟି ଦ୍ୱାର , ଏତେ ବଡ ଖଜଣା ସହ ଯାହା ମିଳିଲା ତାହା ସବୁଠାରୁ ଖାସ୍ ଥିଲା – ଦେଖନ୍ତୁ କଣ ମିଳିଲା…

ଧୋଳପୁରରେ ୧୧୫ ବର୍ଷ ପରେ ଯେବେ ମହାରାଣା ସ୍କୁଲ୍ ବନ୍ଦ ରୁମ୍ ଖୋଲା ଗଲା ତ ସମସ୍ତଙ୍କ ହୋସ୍ ଉଡିଗଲା , କେହି ବି କଳ୍ପନା କରିନଥିଲେ କି ଏହି ରୁମ୍ ରେ କିଛି ଥିବ , କିନ୍ତୁ ଯେବେ ରୁମ୍ ଖୋଲାଗଲା ତ ଏହି ରୁମ୍ ରୁ ବହିର ଖଜଣା ବାହାରିଲା , ଓ ଏହି ବହି ୧୧୫ ବର୍ଷ ରୁ ଅଧିକା ପୁରୁଣା ଅଟେ, ମହାରାଣା ସ୍କୁଲ୍ ର ଏହି ରୁମ୍ ରେ କଡାବ ଥିବ ଭାବି ଏହି ରୁମ୍ କୁ ୧୧୫ବର୍ଷରୁ ଖୋଲା ଯାଇପାରିନଥିଲା,  କିଛି ଦିନ ପୁର୍ବରୁ ଏହି ରୁମ୍ ଖୋଲିବାର୍ ଫଇସଲା ନିଆଗଲା ଓ ଯେବେ ମହାରାଣା ସ୍କୁଲ୍ ର ଏହି ରୁମ୍ ଖୋଲା ଗଲା ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଭାରତର ପରମ୍ପରା ସହ ଜୋଡି ହୋଇଥିବା କିଛି ବହି ମିଳିଲା ।ଏହି ରୁମ୍ ଭିତରୁ ବହିର ଭଣ୍ତାର ଥିଲା । ଯେବେ ଏହି ରୁମ୍ କୁ ଖୋଲା ଗଲା ତ ପ୍ରାୟ ଏକ ଲକ୍ଷ ବହି ମିଳିଲା , ଏହି ବହି ୧୧୫ ବର୍ଷରୁ ଏହି ରୁମ୍ ରେ କଏଦ୍ ଥିଲା,  ଏହି ତିନି ରୁମ୍ ରୁ ପାଇଥିବା ବହି ୧୯୦୫ ର ପୁର୍ବରୁ ଥିଲା , ମାନେ ଇତିହାସ ସହ ଯୋଡି ହୋଇଥିବା ବହୁତ ପ୍ରକାରର ସୁଚନା ଏହି ବହିଗୁଡିକରୁ ମିଳିଛି ।

ମହାରାଜା ଉଦୟଭାନ ସିଂ ଙ୍କ କିଲ୍ଲାକୁ ସ୍କୁଲ୍ କରାଯାଇଥିଲା,  ଓ ମହାରାଜା ଉଦୟଭାବ ସିଂହଙ୍କୁ ବହି ପଢିବାର ବହୁତ ସଉକ ଥିଲା,  କୁହାଯାଉଛି କି ବହିଗୁଡିକ ମହାରାଜା ଉଦୟଭାନ ସିଂ ଙ୍କ ଅଟେ , ମହାରାଜା ଉଦୟଭାନ ସିଂ ଯେବେ ବିଦେଶ ଯାତ୍ରା କରୁଥିଲେ ତେବେ ସେ ବହି ଗୁଡିକ କିଣିଥିବେ ଓ ଏହି ପରି ସେ ଏକ ଲକ୍ଷ ବହି ଜମା କରିଥିବେ , ମହାରାଜା ଉଦୟଭାନ ସିଂଙ୍କ ଦୁଲ୍ଲଭ ପୁସ୍ତକର ସଉକିନ୍ ଥିଲେ । ରୁମ୍ ମଧ୍ୟରୁ ମିଳିଥିବା ଏମିତି ବହୁତ ସାରା ବହିରୁ କିଛି ଏପରି ମିଳିଛି କି ଯାହାକୁ ସ୍ୟାହି ଜାଗାରେ ସୁନାର ପାଣିରେ ଲେଖାଯାଇଥିଲା , ଏହି ଜିନିଷରୁ ଅନ୍ଦାଜା ଲଗାଇପାରିବେ କି ବହି କେତେ ମହଙ୍ଗା ଥିବ  କାରଣ ସେହି ସମୟରେ ସୁନାର ଦାମ୍ ୨୭ ଟଙ୍କା ତୋଲା ଥିଲା , ସେମିତି ସୁନାର ପାଣିରେ ଲେଖାଯାଈଥିବା ଏହି ବହିଗୁଡିକ ଆଜି ବଜାରରେ ବିକ୍ରିକଲେ ଏହା ଲକ୍ଷାଧିକ ଟଙ୍କା ଉପରେ ଥିବ , ୧୯୦୫ ରେ ଏହି ବହିର ଦାମ୍ ୨୫ ରୁ ୬୫ ଟଙ୍କାରେ ବିକ୍ରି ହେଉଥିଲା ,

ଏହି ସବୁ ବହି ଭାରତ, ଲଣ୍ତନ ଓ ୟୁରୋପରେ ଛପା ହୋଇଥିଲା , ସେମିତି ଏହି ବହି ଦେଶର ରିୟାସତର ନକ୍ସାରେ ବି ଛପା ହୋଇଛି , ଏତିକି ନୁହେଁ ବହି ପୁରା ଦୁନିଆଁର ନକ୍ସାରେ ଅଛି , ଏହି ବହି ୩ ଫୁଟ୍ ଲମ୍ବା ଅଟେ,  ଏହି ବହିଗୁଡିକର ଇତିହାସର ଖଜଣା କୁହାଯାଉଛି , ଏହି ବହି ଗୁଡିକ ଭାରତ ସରକାର ଙ୍କ ଦ୍ୱାରା ମୁଦ୍ରିତ , ୱେଷ୍ଟର୍ଣ୍ଣ ତିବ୍ବତ ଆଣ୍ତ ବ୍ରିଟିଶ୍ ବର୍ଡର ଲ୍ୟାଣ୍ତ ସେକେଣ୍ତ କଣ୍ଟ୍ରି ଅଫ୍ ହିନ୍ଦୁ ଆଣ୍ତ ବୁଦ୍ଧିଷ୍ଟ ୧୯୦୬, ଆରବି, ଫାର୍ସି, ଉର୍ଦ୍ଧୁ, ଓ ହିନ୍ଦିରେ ଲିଖିତ ପଣ୍ତୁଲିପି ଗୁଡିକ ଅଟେ , ଏହି ସ୍କୁଲ୍ ର ରୁମ୍ ଗୁଡୀକ ବହୁତ ଦିନରୁ ବନ୍ଦ ଅଛି , କିନ୍ତୁ କେହି ବି ଏହି ରୁମ୍ କୁ ଖୋଲିବାକୁ ଭାବିନଥିଲେ,  କିନ୍ତୁ ଯେବେ ଏହାର ଅଲିଆ ସଫା କରିବାପାଇଁ ଏହି ରୁମ୍ କୁ ଖୋଲାଗଲା ତେବେ ସମସ୍ତେ ଚକିତ ହୋଇଥିଲେ,  କାରଣ ବହିଗୁଡିକ ଲକ୍ଷାଧିକ ଦାମ୍ ର ଅଟେ, ଏହି ସ୍କୁଲ୍ ର ପ୍ରଧାନଚାର୍ଯ୍ୟ ରମାକାନ୍ତ ଶର୍ମାଙ୍କ କହିବା କଥା କି ଆମେ ରାଙ୍କ୍ ବନାଇକରି କିଛି ଦୁର୍ଲ୍ଲଭ ପୁସ୍ତକକୁ ଏଠାରେ ଛାତ୍ରଙ୍କୁ ଦେଖାଈବୁ , ଏହି ବହିଗୁଡିକ ଛାତ୍ରଙ୍କୁ ବହୁତ ଅହମ ସୁଚନା ମିଳିବ ।

Leave a Reply

Your email address will not be published. Required fields are marked *