September 16, 2024

Odia Express

Here, There and Everywhere

ଶୋଇବା ପୂର୍ବରୁ ପିଅନ୍ତୁ ୧ କପ୍ କଦଳିର ଚାହା, ମିଳିବ ଏପରି ଲାଭ ଯେ ଆପଣ ଖୁସି ହେଇଯିବେ…

ଏହି କର୍ମବ୍ୟସ୍ତତା ଭରା ଜୀବନରେ ସମସ୍ତେ ଚିନ୍ତିତ ରୁହନ୍ତି , ଲାଇଫ୍ ରେ ଯେତେ ଟେନସନ୍ ଅଛି ଯାହାର କାରଣରୁ ଆମେ ରାତିରେ ଭଲ ସେ ଶୋଇବି ପାରୁନାହେଁ । ବହୁତ ଲୋକଙ୍କର ଏହି ସମସ୍ୟା ଅଛି ସେ ରାତିରେ ଶୋଇପାରନ୍ତି ନାହିଁ , କିମ୍ବା ଏଥିରୁ ମୁକ୍ତି ପାଇବା ପାଇଁ ବହୁତ ପ୍ରକାରର ରେସିପି କିମ୍ବା ମେଡିସିନ୍ ସାହାରା ନେଇଥାନ୍ତି , କିମ୍ବା ନିଦ ମେଡିସିନ୍ ଖାଇଥାନ୍ତି , ଯାହା ଦ୍ୱାରା ସେ ଭଲରେ ଶୋଇପାରିବେ ।ଏହି ପରି ଅନିୟମିତ ନିଦରୁ ଭଲ ତରିକାରେ ଶୋଇବା ଦ୍ୱାରା ବହୁତ ପ୍ରକାରର ରୋଗ ହୋଇପାରେ , ଚିନ୍ତାର କାରଣଏହି ରୁ ନିଦ ନ ଆସିବା ଚିନ୍ତ ରହିବା କାରଣରୁ ଆମର ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇଥାଏ , ନ ଶୋଇଲେ ଆମକୁ ଷ୍ଟ୍ରେସ୍ , ଡିପ୍ରେସନ୍ ପରି ସମସ୍ୟା ଦେଖାଦିଏ ,

ଏହି ନ ଶୋଇବା କାରଣରୁ ଆମେ ମେଡିସିନ୍ ର ସାହାରା ନେଇଥାଉ , ଏହା ବହୁତଥର ସାଇଡ୍ ଇଫେକ୍ଟ ବି ଦେଖାଇଥାଏ , ଏହି ପୋଷ୍ଟ ଜରିଆରେ ଆମେ ଆପଣଙ୍କୁ କଦଳିର ଏପରି ଏକ ପ୍ରକିୟା କହିବୁ ଯାହା ଆପଣଙ୍କ ସବୁ ପ୍ରକାରର ସମସ୍ୟାକୁ ମୁକ୍ତି ଦେବ । ଏହା ଏକ ଏପରି ଔଷଧୀ ଅଟେ ,ଯାହାକୁ ଏକ ଘଣ୍ଟା ମଧ୍ୟରେ ପିଇଲେ ଆପଣଙ୍କୁ ଶାନ୍ତିରେ ନିଦ ଆସିଯିବ , ଓ ବହୁତ ସାରା ରୋଗରୁ ମୁକ୍ତି ମିଳିବ , ହଁ ଆଜ୍ଞା ଯଦି ଆପଣ ରାତିରେ ଶୋଇବା ମଧ୍ୟରେ ଉଠି ପଡୁଛନ୍ତି ତେବେ ଜାଣନ୍ତୁ କଦଳିର ଚାହା କେତେ ଫାଇଦାଦାୟକଅଟେ , ନିଦର ମେଡିସିନ୍ ଖାଇଲ୍ ଆପଣଙ୍କ ଭାରିପଣ, କବଜ୍ , ପେଟ ପିଡା ଅଭିଯୋଗ ଆସିଥାଏ , କିନ୍ତୁ କଦଳିର ଚାହା ପିଇଲେ ଆପଣଙ୍କ ସହ ଏପରି କିଛି ହୁଏ ନାହିଁ ।

କଦଳିର ଚୋପାରେ ଅଧିକା ମାତ୍ରାରେ ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଥାଏ , କହିଦେବୁ କି ମ୍ୟାଗ୍ନେସିୟମ୍ ରେ ଆପଣଙ୍କୁ ଶୋଇବାରେ ସାହାଯ୍ୟ କରେ , ଓ ଏହି ତତ୍ତ୍ୱ ଆପଣଙ୍କ  ନର୍ଭ୍ସ ସିଷ୍ଟମକୁ ରିଲାକ୍ସ କରି ଥାଏ , ଓ ଚିନ୍ତା ଦୁର କରେ , ମାନେ ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଦୁହେଁ ମିଶିକରି ଆପଣଙ୍କୁ ମାଂସପେଶୀକୁ ଆରାମ ଦେଇଥାନ୍ତି , ମ୍ୟାଗ୍ନେସିୟମ୍ ଏକ ମିନେରାଲ୍ ଅଟେ , ଯାହା ରିଲାକ୍ସ କରିବାର  କାରଗର ଅଟେ  ଏଥିପାଇଁ କଦଳିକୁ ଏକ ଦମ୍ ଷ୍ଟ୍ରେସ୍ ଫ୍ରି ନିଦ ଆସିବାରେ କାମକରିଥାଏ । କଦଳିର ଚାହା ବନାଇବାକୁ ହେଲେ ଧ୍ୟାନ ରଖନ୍ତୁ କି ଅଗ୍ରାର୍ନିକ୍ କଦଳିର ବ୍ୟବହାର କରନ୍ତୁ , କେମିକାଲ୍ ରୁ ପାଚିଥିବା କଦଳି ବ୍ୟବହାର୍ କରନ୍ତୁ ନାହିଂମ୍ , ଯେବେ ଆପଣ ଏହାର ଚୋପାକୁ ସିଝାଇବେ ଓ ସେବନ କରିବେ ତେବେ ଏହାର ସାଇଡ୍ ଇଫେକ୍ଟ ହେବ , ଯାହା ଆପଣଙ୍କ ପାଇଁ ହାନିକାରକ ଅଟେ, କଦଳି ଚାହା ପାଇଂ ଅଗ୍ରାନିକ୍ କଦଳୀ , ଏକକପ୍ ପାଣି , ଓ କିଛି ପରିମାଣର ଡାଲଚିନି ପାଉଡର୍ ନିଅନ୍ତୁ , ଯଦି ଡାଲଚିନି ନାହିଁ ତ କିଛି ଅସୁବିଧ ନାହିଁ ।

ସବୁଠାରୁ ପ୍ରଥମେ କଦଳୀକୁ ୩ ଖଣ୍ତରେ କାଟିଦିଅନ୍ତୁ , ଓ ଚୋପା ବାହାର୍ କରିଦିଅନ୍ତୁ , ଏହାପରେ ପ୍ୟାନ୍ ରେ ପାଣିକୁ ଗରମ କରନ୍ତୁ , ଯେବେ ଏଥିରେ ସିଝାଇବେ ତେବେ କଦଳିକୁ ପକାଇଦିଅନ୍ତୁ ,କମ୍ ସେ କମ୍ ୧୦ ମିନିଟ୍ ସିଝାଇବାପରେ ଏଥିରେ ଡାଲଚିନି ପାଉଡର୍ ପକାଇଦିଅନ୍ତୁ , ତାପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ , ଏହାକୁ ଏକ ଛଣାରେ ଛାଣିନିଅନ୍ତୁ , ଓ ଏହା ଘଣ୍ଟା ଶୋଇବାପୁର୍ବରୁ ସେବନ କରନ୍ତୁ , ଯଦି ଭାବୁଛନ୍ତି କି ସିଝାଇବାପରେ କଦଳି ବେକାର୍ ହୋଇଯାଇଛି , ତେବେ ଆପଣ ଭୁଲ୍ ଭାବୁଛନ୍ତି , ଆପଣ ଏହି କଦଳିକୁ ବ୍ୟବହାର୍ କରିପାରିବେ , ଏହାକୁ ଆପଣ ଡେଜର୍ଟ ରୁପରେ ଖାଇପାରିବେ , ଏହାକୁ ଏକ ପ୍ଲେଟ୍ ରେ ବାହାର କରି ଡାଲଚିନି ପାଉଡର୍ ପକାଇ ଗରମଗରମ୍ ଖାଇବେ , ଆପଣଙ୍କୁ ଭଲ ଲାଗିବ ।

Leave a Reply

Your email address will not be published. Required fields are marked *