ଟୁଥବ୍ରଶ୍ କେବେ ଓଦା କରିବା ଉଚିତ୍ ? ଟୁଥପେଷ୍ଟ ଲଗାଇ ସାରିବା ପୁର୍ବରୁ କିମ୍ବା ପରେ , ଜାଣନ୍ତୁ ଡାକ୍ତରଙ୍କ ମତ କଣ…
1 min readଦାନ୍ତକୁ ସୁସ୍ଥ୍ୟ ଓ ଚମକଦାର୍ ରଖିବା ପାଇଁ ଆମେ ସମସ୍ତେ ଦିନକୁ ଦୁଇଥର ବ୍ରଶ୍ କରିବା ଦରକାର । ଏବେ ଏହି କଥା ସମସ୍ତେ ଜାଣିଛେ , ବହୁତ ଲୋକ ଦାନ୍ତକୁ ଚମକାଇବାପାଇଁ ସବୁଦିନ ସକାଳୁ ଓ ରାତିରେ ବ୍ରଶ୍ କରିଥାନ୍ତି । ଏଥିପାଇଁ ଆପଣ ଦେଖିଥିବେ କି ଲୋକେ ଟୁଥବ୍ରଶ୍ ର ବ୍ୟବହାର କରିବା ପୁର୍ବରୁ ପାଣିରେ ଓଦା କରିଥାଉ , କିଛି ଲୋକେ ଟୁଥପେଷ୍ଟ ଦେଲା ପରେ ପ୍ରଥମେ ଓଦା କରିଥାଉ , କିଛି ଟୁଥପେଷ୍ଟ ଲଗାଇବା ପଏ ଟୁଥବ୍ରଶ୍ କୁ ଓଦା କରନ୍ତି , ସେମିତି କିଛି ଲୋକ ଏପରି ହୋଇଥାନ୍ତି ଯାହା ପ୍ରଥମେ ଓ ପରେ ଦୁହେଁ ସମୟରେ ଏହାକୁ ପ୍ରଥମେ ଓଦା କରିବାକୁ ପସନ୍ଦ କରନ୍ତି ।
ଏବେ କିଛି ଦିନ ଇଣ୍ଟରନେଟ୍ ରେ ଏହି କଥାକୁ ନେଇକରି ଯୁକ୍ତି ହୋଇଛି , କେହି କହୁଛି ଆମେ ଟୁଥପେଷ୍ଟ ଲଗାଇଲେ ପ୍ରଥମେ ବ୍ରଶ୍ କୁ ଓଦା କରିବା ଦରକାର, କେହି ପେଷ୍ଟ ଲଗାଇବାପରେ ବ୍ରଶ୍ କୁ ଓଦା କରିବାକୁ କହୁଛି , ଏଥିରେ କିଛି ଲୋକ ଏମିତି ଅଛନ୍ତି ଯିଏ ଟୁଥବ୍ରଶ୍ କୁ ବି ଓଦା କରନ୍ତି ନାହିଁ , ଏମିତିରେ ଲୋକଙ୍କର ମନରେ ଜିଜ୍ଞାସା ହୋଇଛି କି ଏଥିରୁ କେଉଁ ତରିକା ଦାନ୍ତ ପାଇଁ ବେଷ୍ଟ ଅଟେ , ଇଣ୍ଟରନେଟ୍ ରେ ଏହି ଯୁକ୍ତି କୁ ଶାନ୍ତ କରିବାପାଇଁ କିଛି ଡାକ୍ତର ନିଜ ରାୟ ଦେଇଛନ୍ତି , ଆଜି ଆମେ ଆପଣଙ୍କୁ ସେହି ରାୟକୁ ସେୟାର୍ କରିବୁ ।
ଡେଣ୍ଟିଷ୍ଟ Luke Thorley ଙ୍କ କହିବା ଅନୁଯାୟୀ ମୋତେ ଏହି କଥା ଚିନ୍ତା ନାହିଁ କି ଆପଣ ଟୁଥବ୍ରଶ୍ କେବେ ଓଦା କରୁଛନ୍ତି , ମୁଁ ଖାଲି ଏହା ଚାହୁଁଛି କି ଆପଣ ସଠିକ୍ ତରିକାରେ ଏହାକୁ ବ୍ରଶ୍ କରୁଛନ୍ତି କି ନାହିଁ , ଟୁଥବ୍ରଶ୍ କେବେ ଓଦା କରିବାର ଫାଈଦା ଅଧିକା ହେଉଛି , ତାହାର ପ୍ରମାଣ ଏବେ ଯାଏଁ ନାହିଁ ।
ଏକ ଅନ୍ୟ ଡାକ୍ତର Raha sepehrara ଏହି କଥାକୁ ସହମତ ଦେଇନାହାନ୍ତି , ସେ କହନ୍ତି କି ମୁଁ ମୋର ଡେଣ୍ଟିଷ୍ଟ ଟିମ୍ ଏକ୍ସପର୍ଟ ଟୁଥବ୍ରଶ୍ ଓଦା କରିବାକୁ କହିଛି , ଏମିତି କରିଲେ ଟୁଥପେଷ୍ଟର ପ୍ରଭାବ କମ୍ ହୋଈଯାଏ , ଯଦି ଆପଣ ଟୁଥବ୍ରଶ୍ କୁ ସଫ୍ଟ ରଖିବାପାଇଁ ଚାହୁଁଛନ୍ତି ତେବେ ଭଲ ହେବ କି ଏହାକୁ ସଫ୍ଟ ବନାଈବା ପାଇଁ ଓଦା କରୁଥାନ୍ତୁ , କାରଣ ନରମ ବ୍ରଶ୍ କିଣିନିଅନ୍ତୁ , କାରଣ ବ୍ରଶ୍ ଓଦା କରିଲେ ଫାଇଦା ନୁହେଁ ବରଂ କ୍ଷତି ହୋଇଥାଏ ।
ଦୁହେଁ ଡେଣ୍ଟିଷ୍ଟଙ୍କ ମାନିବା କଥା କି ଯଦି ଆପଣଙ୍କ ପାଇଁ ନିଜ ଟୁଥବ୍ରଶ୍ ଓଦା କରିବା ଜରୁରୀ ଅଛି ତେବେ ନଳର ତଳେ ୧ ସେକେଣ୍ତରୁ ଅଧିକା ରଖନ୍ତୁ ନାହିଁ , ଯେଉଁଠି ହୋଇପାରିବ ଯଦି ବ୍ରଶ୍ କୁ ଓଦା କରିବା ପାଇଁ କମ୍ ସେ କମ୍ ପାଣିର ବ୍ୟବହାର କରନ୍ତୁ , ଓଦା ଟୁଥବ୍ରଶ୍ କାରଣରୁ ଟୁଥପେଷ୍ଟ ଡାଇଲୁଟ୍ ହୋଇଯାଇଥାଏ , ଯେଉଁଥିରେ ପ୍ରଭାବ କମ୍ ହୋଈଯାଏ , ଏହା ବି ଉପଦେଶ ଦିଆଯାଏ କି ଯଦି ଆପଣ ଟୁଥବ୍ରଶ୍ କୁ ଓଦା କରୁଛନ୍ତି ତେବେ ତାଉପରେ ଲାଗିଥିବା ବ୍ୟାକ୍ଟେରିଆ ବାହାରିଯାଏ , ଓ ଏହା ପାଇଁ ଟୁଥବ୍ରଶ୍ କଭର୍ କରାଇଦିଅନ୍ତୁ , ଓ ଏହି କଭରକୁ ସମୟ ସମୟରେ ବଦଳାଉଥାନ୍ତୁ ।
ଡେଣ୍ଟିଷ୍ଟ ତ ଏହା ଉଦଦେଶ ଦେଇଛନ୍ତି କି ଟୁଥପେଷ୍ଟ କରିବା ପରେ ନିଜ ମୁହଁ ଧୋଇବା ଦରକାର ପଡେନି , ଏମିତି କରିଲେ ଟୁଥପେଷ୍ଟର କଣ ମୁହଁରୁ ବାହାରିଯାଏ , ଓ ଦାନ୍ତଗୁଡିକ ରିପେୟାର୍ ହୋଇପାରେ ନାହିଁ , ତାଙ୍କର କହିବା କଥ କି ଆପଣ ସକାଳୁ ପେଷ୍ଟ କରିବାପରେ ଦ୍ୱିପହରରେ ନିଜ ମୁହ୍ଁ ଧୋଇଦିଅନ୍ତୁ , ଯଦି ସଂମ୍ଭବ ହୋଇପାରିବ ତେବେ ଆଙ୍ଗୁଠି ରଗଡିକରି ଦାନ୍ତକୁ ଧୁଅନ୍ତୁ ନାହିଁ , ଖାଲି ହାଲକା କୁଳା କରନ୍ତୁ , କିଛି ଘଣ୍ଟା ପରେ ଦାନ୍ତ ରଗଡିକରି ଧୋଇପାରିବେ ।