୫ ଟି ପୁର୍ବ ଭାରତୀୟ ଖେଳାଳୀ ଯିଏକି ମହେନ୍ଦ୍ର ସିଂ ଧୋନୀଙ୍କୁ ଟିମ୍ ରୁ ବାହାର କରିବାର ଦାବି କରିସାରିଛନ୍ତି …..
ଭାରତୀୟ ଟିମ୍ ର ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଓ ପୁର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍ ୨୦୧୯ ପରେ କ୍ରିକେଟ୍ ମଇଦାନରୁ ଦୁରେଇ ଚାଲିଛନ୍ତି , ୨୦୧୮ ରେ ଧୋନୀଙ୍କ ବ୍ୟାଟିଙ୍ଗ୍ ପୁରା ଭାବେ ଶାନ୍ତ ରହିଥିଲା, ଯାହାପରେ ବହୁତ ପୁର୍ବ ଖେଳାଳୀ ତାଙ୍କୁ ଟୀମ୍ ରୁ ବାହାର କରିବା ପାଇଁ ଦାବିକରିଥିଲେ, ଏହାପରେ ଚୟନକର୍ତ୍ତା ଲଗାତାର ତାଙ୍କ ଉପରେ ଭରସା ଦେଖାଇଥିଲେ, ଆଜି ଆମେ ଆପଣଙ୍କୁ ୫ ଟି ପୁର୍ବ ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ , ଯେବେ ସେ ଧୋନୀଙ୍କୁ ଟିମ୍ ରୁ ବାହାର କରିବାର ଦାବି କରିଥିଲେ ।
୧) ଅଜିତ୍ ଅଗରକର୍ ଭାରତୀୟ ଟିମ୍ ର ପୁର୍ବତନ ବୋଲର୍ ଅଜିତ୍ ଅଗରକର ମହେନ୍ଦ୍ର ସିଂ ଧୋନୀଙ୍କ ବଡ ଆଲୋଚକ ଭାବେ ଜଣାଯାଆନ୍ତି , ସେ ୨୦୧୮ ରେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଭାରତ ଗ୍ରସ୍ତରେ ପ୍ରଥମ ମହେନ୍ଦ୍ର ସିଂ ଧୋନୀଙ୍କୁ ଆରାମ ଦେଇକରି ଦିନେଶ କାର୍ତ୍ତିକଙ୍କୁ ଓ ରିଷଭ ପନ୍ଥଙ୍କୁ ମଉକା ଦେବାର କଥା କହିଥିଲେ , ସେହି ସିରିଜ୍ ର ପୁର୍ବ ମ୍ୟାଚରେ ପନ୍ଥ୍ ଭାରତ ପାଇଁ ୱାନ୍ ଡେ ରେ ଡେବ୍ୟୁ କରିଥିଲେ, ଧୋନୀ ସେହି ଟୀମ୍ ର ଭାଗିଦାରି ଥିଲେ । ଇଏସ୍ ପିଏନ୍ କ୍ରିକେଟ୍ ଇନଫୋ ସହ କଥାବାର୍ତ୍ତାରେ ସେ କହିଲେ କି ମୋତେ ଆଶା ଅଛି କି ପନ୍ଥଙ୍କୁ ଜଲଦି ମଉକା ମିଳିବ , ସେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ୱାନ୍ ଡେ ସିରିଜ୍ ରେ ଜାଗା ଦରକାର ପଡୁଛି , ୫ ଟି ୱାନ୍ ଡେ ମ୍ୟାଚରେ ତାଙ୍କୁ ଖେଳାଇବା ଦରକାର , ମୋତେ ଜଣାଅଛି କି ମହେନ୍ଦ୍ର ସିଂ ଧୋନୀ କଣ କରିପାରିବେ , ଧୋନୀ କିଛି ମ୍ୟାଚରେ ଆରାମ ଦେଇକରି ଦିନେଶ କାର୍ତ୍ତିକଙ୍କ ସହ୍ ପନ୍ଥଙ୍କୁ ମଉକା ଦେବାକୁ ଚାହିଁବି ।
୨) ଭିଭିଏସ୍ ଲକ୍ଷ୍ମଣ : ଭାରତୀୟ ଟିମ୍ ର ପୁର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ବି ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ଟିମ୍ ରୁ ବାହାର କରିବାର କଥା କହିଥିଲେ , ସେ ୨୦୧୭ ରେ ଭାରତ ଓ ନ୍ୟୁଜିଲାଣ୍ତ ବିପକ୍ଷରେ ରାଜକୋଟରେ ଟି ଟ୍ୱେଣ୍ଟି ମ୍ୟାଚ୍ ପରେ ଏହା କହିଥିଲେ କି ଧୋନୀଙ୍କ ବ୍ୟାଟିଙ୍କ୍ କାରଣରୁ ଭାରତୀୟ ଟିମ୍ ରୁ ତାଙ୍କର ହାର୍ ମିଲିଥିଲା, ଯାହାପରେ ଲକ୍ଷ୍ମଣ ଧୋନୀଙ୍କୁ ଟି ଟ୍ୱେଣ୍ଟିରୁ ବାହାର କରିବାର ଓକିଲାତି କରିଥିଲେ , ସେ କହିଲେ କି ମୋତେ ଏବେ ଲାଗୁଛି କି ଏମ୍ ଏସ୍ ଧୋନୀଙ୍କ ପାଇଁ ଯୁବା ଙ୍କୁ ଟି ଟ୍ୱେଣ୍ଟି ପ୍ରାରୁପରେ ମଉକା ଦେବା ଦରକାର , ଓ ଆତ୍ମବିଶ୍ୱାସ ହାସିଲ୍ କରିବାର ଅବସର ମିଳିବା ଦରକାର , ସେ ନିଶ୍ଚିତ ରୁପରେ ୱାନ୍ ଡେ କ୍ରିକେଟ୍ ରେ ଅଭିନ୍ନ ଭାଗ ଅଛନ୍ତି ।
୩) ମହିନ୍ଦର ଅମରନାଥ : ମହିନ୍ଦର ଅମରନାଥ ୧୯୮୩ ର ବିଶ୍ୱକପରେ ଭାରତୀୟ ଟିମ୍ ଜିତ୍ ର ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଈଥିଲେ , ସେ ୨୦୧୨ ରେ ଭାରତୀୟ ଟୀମ୍ ଘରେ ଇଂଲଣ୍ତ ବିପକ୍ଷରେ ଟେଷ୍ଟ୍ ସିରିଜ୍ ରେ ଭାରତ ହାର୍ ପରେ ଧୋନୀ ଙ୍କୁ ଟିମ୍ ରେ ରହିବାର ଉପରେ ପ୍ରଶ୍ନ ଉଠିଥିଲା, ସେ ଧୋନୀଙ୍କୁ ଅଧିନାୟକ ସହ ଯୋଡିହୋଇଥିବା କଥାରେ ପ୍ରଶ୍ନ ବାଚି କରିଥିଲେ , ମହିନ୍ଦର ଅମରନାଥ ତାଙ୍କୁ କହିଥିଲେ କି ଧୋନୀ ଏହା କହିବା ବାଲା କିଏ ଅଛି ମୁଁ ଏହି ଟିମ୍ ରେ ରହିବାକୁ ଚାହୁଁଛି , ଓ ଏହି ଟୀମ୍ ର ଅଧିନାୟକ କରି ଚ୍ୟାଲେଞ୍ଜ ଉଠାଇବା ଚାହୁଁଛି , ସେ ପରିଶେଷରେ କଣ କରିଥିଲେ, ସେ ତ ଟିମ୍ ରେ ସ୍ଥାନ ପାଇବା ହକଦାର୍ ବି ନାହାନ୍ତି ।
୪) ସଞ୍ଜୟ ମାଞ୍ଜେରକର : ସଞ୍ଜୟ ମାଞ୍ଜେରକର ମହେନ୍ଦ୍ର ସିଂଙ୍କ ବଡ ଆଲୋଚକ ରହିଛନ୍ତି , ସେ ବହୁତଥର ଧୋନୀଙ୍କ ଆଲୋଚନ୍ କରିଛନ୍ତି କିନ୍ତୁ ଏମିତି ମଉକା ଆସିଲା , ଯେବେ ସେ ଧୋନୀଙ୍କୁ ମ୍ୟାଚ୍ ୱିନର ମାନିବାକୁ ମନା କରିଦେଲେ , ନ୍ୟୁଜିଲାଣ୍ତ ର ୨୦୧୭ ରେ ଭାରତ ଗ୍ରସ୍ତରେ ଧୋନୀଙ୍କୁ ଏମିତି କହିଥିଲେ, ଏହି ସିରିଜ୍ ରେ ଲକ୍ଷ୍ମଣ ଧୋନିଙ୍କୁ ଟି ଟ୍ୱେଣ୍ଟିରୁ ବାହାର କରିବାର ଦାବି କରିଥିଲେ, ମାଞ୍ଜେରକର କହିଲେ କି ଧୋନୀ ଏବେ ଗେମ୍ ଚେଞ୍ଜର୍ ନାହାନ୍ତି , ସେ ଏବେ ସେମିତି ଭଲ ପାରି ଖେଳୁନାହାନ୍ତି , ଯାହା ଆଗରୁ ଖେଳୁଥିଲେ, ସେ ଛଅଟି ବଲରୁ ଚାରିଟି ବଲରେ ଛକା ମାରିବାର କ୍ଷମତା ରଖନ୍ତି , କିନ୍ତୁ ଏବେ ସ୍ଥିତି ପୁରା ବଦଳିଯାଈଛି , ସେ ଏବେ ଛଅଟି ବଲରୁ ଗୋଟିଏ ବଲ୍ ହିଟ୍ କରିପାରୁଛନ୍ତି , ଏବେ ତାଙ୍କୁ ଟିମ୍ କୁ ଜିତାଇବାରେ ଦ୍ୱିତୀୟ ଲୋକଙ୍କ ଉପରେ ଭରସା କରିବାକୁ ହେବ ,
୫) ଗୌତମ ଗାମ୍ଭିର : ଭାରତୀୟ ଦଳର ପୁର୍ବ ସଲାମୀ ବ୍ୟାଟ୍ସମ୍ୟାନ୍ ଗୌତମ ଗାମ୍ଭିର ବହୁତ ଥର ଖୋଲା ମଞ୍ଚରେ ମହେନ୍ଦ୍ର ସିଂଙ୍କ ଆଲୋଚକ ରହିଆସିଛନ୍ତି , ବିଶ୍ୱକପ୍ ୨୦୧୯ ପରେ ସେ ଧୋନୀଙ୍କୁ ଟିମ୍ ରୁ ବାହାର କରିବାର ଦାବି କରିଥିଲେ, ଧୋନୀ ବିଶ୍ୱକପ୍ ରୁ ସନ୍ୟାସ ନେଇନାହାନ୍ତି , ଯାହାପରେ ଗମ୍ଭୀର କହିଥିଲେ କି ଭବିଷ୍ୟ ଆଡକୁ ଦେଖିକରି ସମୟ ଆସିଯାଇଛି , ଟିଭି୯ ର ଭାରତ ବର୍ଷ ସହ କଥା କହି ଗମ୍ଭିର କହିଲେ କି ଭବିଷ୍ୟ କୁ ଦେଖିକରି ମହତ୍ତ୍ୱପୁର୍ଣ୍ଣ ଅଟେ , ଯେବେ ଧୋନୀ ଅଧିନାୟକ ଥିଲେ , ତେବେ ଭବିଷ୍ୟରେ ନିବେଶ କରାଗଲା , ମୋତେ ମନେ ଅଛି ଧୋନୀ ଅଷ୍ଟ୍ରେଲିଆ ରେ କହିଥିଲେ କି ସଚିନ୍ ଓ ସେହ୍ୱାଗ ସିବି ସିରିଜ୍ ଏକା ସାଙ୍ଗେ ଖେଳିବେ ନାହିଁ , କାରଣ ମଇଦାନ ବଡ ଅଛି , ସେ ବିଶ୍ୱକପରେ ଯୁବା ଖେଳାଳୀଙ୍କ ଜାଗା ଦେବାକୁ ଦାବି କରିଥିଲେ ।