September 8, 2024

Odia Express

Here, There and Everywhere

ଖଣ୍ତ-ବିଖଣ୍ତିତ ହୋଇଯିବ ପାକ୍ ର କାଶ୍ମୀର ହାସିଲ୍ କରିବାର ସ୍ୱପ୍ନ, ଇମରାନ୍ ମାନିଲେ ହାର୍ , କହିଲେ ମୋଦୀ ରହିଲେ….

ପାକିସ୍ଥାନ କାଶ୍ମୀର ହାସିଲ୍ କରିବାର ପ୍ରଚେଷ୍ଟା ଏବେ ଦମ୍ ଭାଙ୍ଗିଦେଇଛି , ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କାଶ୍ମୀର ମୁଦ୍ଧାକୁ ନେଇକରି ଏହି ବୟାନ୍ ଦେଉଛନ୍ତି କି ସେ ପିଏମ୍ ମୋଦୀଙ୍କ ସାମ୍ନାରେ ହତିଆର ପକାଇଦେଇଛନ୍ତି  ଇମରାନ୍ ଙ୍କ ମାନିବା କଥା କି ପିଏମ୍ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ରହିକରି କାଶ୍ମୀରକୁ ନେଇକରି ତାଙ୍କର ସ୍ୱପ୍ନ ପୁରା ହୋଇପାରିବ ନାହିଁ ।ଏମିତି ଲାଗୁଛି କି ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କାଶ୍ମୀରର ମାମଲାରେ ଏବେ ପୁରା ଭାବେ ନିରାଶା ହୋଇକରି ହାର୍ ସ୍ୱୀକାର୍ କରିସାରିଛନ୍ତି , ଏକ ଇଣ୍ଟରଭ୍ୟୁରେ ପାକିସ୍ଥାନର ପିଏମ୍ ଇମରାନ୍ ଖାନ୍ କହିଲେ କି ଯେବେ ପର୍ଯ୍ୟନ୍ତ ଇଣ୍ତିଆରେ ମୋଦୀ ସରକାର ଅଛି , ତେବେ କାଶ୍ମୀର ସମସ୍ୟାକୁ ନେଇ କିଛି ବି ଆଶା କରାଯାଈପାରିବ ନାହିଁ ,

ଇମରାନ୍ ଏହା ବି କହିଲେ କି ଇଣ୍ତିଆରେ ମୋଦୀ ସରକାର ରହିଲେ କାଶ୍ମୀର ମୁଦ୍ଧାରେ କିଛି କରିହେବ ନାହିଁ , ପାକିସ୍ଥାନୀ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଏବେ ସ୍ୱିକାର କରୁଛନ୍ତି କି ପାକିସ୍ଥାନ କାଶ୍ମୀର ମାମଲାରେ ଅନ୍ତରାଷ୍ଟ୍ରିକରଣ ନିଜ ଚେଷ୍ଟା ପୁରା ଭାବେ ଅସଫଳ ହେଉଛି , ଇମରାନ୍ ଖାନ୍ ଏକ ସାକ୍ଷାତକାର ରେ କହିଲେ କି ସେ କାଶ୍ମୀର ମାମଲାରେ ଅନ୍ତରାଷ୍ଟ୍ରିୟ ସମୁଦାୟ ସମର୍ଥନ ପ୍ରାପ୍ତ ନ କରିବା କାରଣରୁ ବହୁତ ନିରାଶ ହୋଇଛନ୍ତି ।

ଇମରାନ୍ ଏହି କଥା କୁ ବି ମାନିଲେ କି ଯେବେ ମୋଦି ସରକାର ଦ୍ୱାରା କାଶ୍ମୀର ରୁ ଆର୍ଟିକିଲ୍ ୩୭୦ ହଟାଯାଇଛି , ତେବେ ଠାରୁ ଭାରତ ଏହି ଫଇସଲାରେ ଅଧିକାଂଶ ଦେଶରେ ନିଜର ସମର୍ଥନ ପାଇଛି , ଓ ପାକିସ୍ଥାନକୁ ବି କେଉଁ ବି ଦେଶ ଓ ଅନ୍ତରାଷ୍ଟ୍ରିୟ ସମୁଦାୟର ସମର୍ଥନ ମିଳିପାରୁନାହିଁ , ପାକିସ୍ଥାନର ପ୍ରଧାନମନ୍ତ୍ରି ଇମରାନ୍ ଖାନ୍ ଏହି ମଧ୍ୟରେ ଇଣ୍ତିଆର ଆର୍ଥିକ ମଜବୁତି ଓ ବୈଶିକ ପ୍ରମୁଖତା କୁ ସ୍ୱିକାର କରି କହିଲେ କି ଏହି କାରଣରୁ କାଶ୍ମୀର ସହ ଯୋଡି ହୋଇ ପାକିସ୍ଥାନ ବୟାନ୍ ପୁରା ଭାବେ ଅଣଦେଖା କରିଦିଆଯାଇଛି । ଆମେ ଆପଣଙ୍କୁ କହିଦେବୁ କି ପାକିସ୍ଥାନର ଗୃହ ମନ୍ତ୍ରୀ ବ୍ରିଗେଡିୟର୍ ଏଜାଜ୍ ଅହମଦ୍ ଶାହ ଏହି କଥା ସ୍ୱିକାର କରିଥିଲେ କି ପାକିସ୍ଥାନ , କାଶ୍ମୀର୍ ମାମଲାରେ ନିଜ ରବେୟା ନେଇକରି ଅନ୍ତରାଷ୍ଟ୍ରିୟ ସମୁଦାୟ ସହଯୋଗ ପ୍ରାପ୍ତ କରିବାପଇଁ ପୁରା ଅସଫଳ ହୋଇଛି ,

ମନ୍ତ୍ରୀ ଏଜାଜ୍ ଶାହ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ଲୋକେ ଆମ ଉପରେ ଟିକିଏ ମାତ୍ର ବି ବିଶ୍ୱାସ କରୁନାହାନ୍ତି , କିନ୍ତୁ ଭାରତ ଉପରେ ପୁରା ବିଶ୍ୱାସ୍ କରୁଛନ୍ତି , ଯେବେ ଅଗଷ୍ଟ ୨୦୧୯ ରେ ଜମ୍ମୁ କାଶ୍ମୀର ରୁ ଅନୁଚ୍ଛେଦ ୩୭୦ ହଟାଯାଇଥିଲା,  ତେବେ ପାକିସ୍ଥାନ ବହୁତ ଭୟଭୀତ ହୋଈଯାଇଛି , ସବୁଠାରୁ ପ୍ରଥମେ ପାକିସ୍ଥାନ ଭାରତର ଏହି ନିର୍ଣ୍ଣୟକୁ ବିରୋଧ କରିଥିଲା,  ଏହାପରେ ପାକିସ୍ଥାନ ଭାରତର ରାଜନୈତିକ ସଂବନ୍ଧକୁ କମ୍ କରିବାକୁ ଆରମ୍ଭ କରିଦେଲା, ପାକିସ୍ଥାଣ ଏହି ମୁଦ୍ଧାକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ସହ ସଂଯୁକ୍ତ ରାଷ୍ଟ୍ର ମହାସଭା ରେ ବି ଉଠାଇଥିଲା,

ସେ ତୁର୍କୀ ଓ ମାଲେସିଆ ନେତାଙ୍କୁ ବି କାଶ୍ମୀର୍ ମାମଲାରେ ବୟାନ୍ ବାଜୀ କରିବା ପାଇଁ କହିଥିଲା, ପାକିସ୍ଥାନ କାଶ୍ମୀର ମାମଲାକୁ ଅନ୍ତରାଷ୍ଟ୍ରିୟ ମୁଦ୍ଧା ବନାଇବାରେ ଯଥାସଂମ୍ଭବ ପ୍ରୟାସ କରିଥିଲେ,  ସେ ସବୁ ଚେଷ୍ଟା ଅସଫଳ ହୋଇଥିଲା,  ସବୁ ଜାଗାରେ ପାକିସ୍ଥାନକୁ ଝଟକା ଲାଗିଛି , ଏହି କଥା ପୁରା ଭାବେ ତୟ କି ପାକିସ୍ଥାନୀ ପ୍ରଧାନମନ୍ତ୍ରୀ ଏହି କଥାକୁ ବହୁତ ଭଲ ଭାବେ ବୁଝି ସାରିଛି କି କାଶ୍ମୀରକୁ ନିଜେ ଯେତେ ପ୍ରଚେଷ୍ଟା କଲେ ବି ଯେବେ ପର୍ଯ୍ୟନ୍ତ ଭାରତରେ ମୋଦୀ ସରକାର ଅଛି ତେବେ ସେ ନିଜ ସ୍ୱପ୍ନରେ କେବେ କାଶ୍ମୀରକୁ ହାସିଲ୍ କରିପାରିବ ନାହିଁ  । ଏହି କଥା ବୋଧେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଭଲ ଭାବେ ବୁଝିସାରିଲେଣି , ଏଥିପାଇଁ ଇମରାନ୍ ଖାନ୍ ମୋଦୀଙ୍କ ସାମ୍ନାରେ ହତିଆର୍ ପକାଇ ସାରି ନିଜ ହାର୍ ସ୍ୱୀକାର କରିସାରିଲେଣି ।

Leave a Reply

Your email address will not be published. Required fields are marked *