କେବଳ ୫ ଟଙ୍କାରେ ଲେମ୍ବୁର ଏହି ଉପାୟ ଦ୍ୱାରା ପାଇଲ୍ସକୁ ଜଡରୁ ଶେଷ କରିପାରିବେ , ଜାଣନ୍ତୁ କିପରି କରିବେ ଏହି ଉପାୟ…
ପାଇଲ୍ସ ଏକ ବହୁତ କଷ୍ଟଦାୟୀ ରୋଗ ଅଟେ । ଯାହାକି ସବୁ ବୟସର ବର୍ଗର ଲୋକଙ୍କୁ ହୋଇପାରେ , ଏହି ସମସ୍ୟାରୁ ହେଉଥିବା ଲୋକ ବୋଧେ ଜାଣିଥିବେ କି ଏହା ଆପଣ ସମସ୍ତଙ୍କ ଆଗରେ ମଜାକର ପାତ୍ର ହୋଇପାରନ୍ତି , କାରଣ ବହୁତ ଲୋକ ଏହା ବୁଝାଇବା ବହୁତ ମୁସକିଲ୍ ହୋଇଯାଏ , କି ଅସଲରେ ଏହି ସମସ୍ୟା କେତେ ପୀଡାଦାୟକ ଅଟେ, ଏଥିରୁ ପିଡୀତ ହେଲେ ଲୋକେ ମଳତ୍ୟାଗ କରୁଥିବା ସ୍ଥାନରେ ଏକ ମାଂସ ପିଣ୍ତୁଳା ହୋଇଯାଏ , ଏହି ସମୟରେ ଯେବେ ବି ଆପଣ ମଳତ୍ୟାଗ କରିବେ ତେବେ ଆପଣଙ୍କୁ ସେହି ଝାଡାଦ୍ୱାର ନିକଟରେ ପ୍ରବଳ ପୀଡା ହେବ , ଏହା ଛଡା ମଳତ୍ୟାଗ ସମୟରେ ରକ୍ତସ୍ରାବ ହେବାର ଆଶଙ୍କା ବି ଉପୁଜିଥାଏ , ପାଇଲ୍ସ ଭିତରୁ କିମ୍ବା ବାହାର ପାର୍ଶ୍ୱରୁ ହୋଇପାରେ ।
ରକ୍ତ ଜନିତ ପାଇଲ୍ସ : ଏହି ପାଇଲ୍ସ ବିନା ରକ୍ତ ବାଲା ପାଇଲ୍ସରୁ ଅଧିକା କଷ୍ଟଦାୟକ ହୋଇଥାଏ, କହିଦେବୁ କି ମଳତ୍ୟାଗ ସମୟରେ ଆପଣଙ୍କୁ ମଳତ୍ୟାଗ କରୁଥିବା ସ୍ଥାନରେ ରକ୍ତ ଆସିବାକୁ ଲାଗେ , ଯାହାର କାରଣରୁ ଶରୀରରେ ରକ୍ତ କମ୍ ଦେଖିବାକୁ ମିଳୀଯାଏ ଏହି ପାଇଲ୍ସକୁ ଆପଣ ରକ୍ତ ବାହାର କରିବା ସମସ୍ୟା ହୁଏ ନାହିଁ , କିନ୍ତୁ ଏହା ମଳତ୍ୟାଗ କରୁଥିବା ସ୍ଥାନରେ ମାଂସ ଉଠିବା ଆରମ୍ଭ ହୋଇଯାଏ , ମତଲବ ଏହା ଆପଣଙ୍କୁ ବହୁତ କଷ୍ଟକର ହୋଇଯାଏ । ଯଦି ଆପଣଙ୍କୁ କେଉଁ ପରିବାର ସଦସ୍ୟଙ୍କୁ ଏହି ଜଟିଳ ସମସ୍ୟା ଅଛି ତେବେ ବେଡ୍ ରେ ରହିବା ସମୟରେ ଆପଣଙ୍କୁ ଏହି ରୋଗ ହୋଇଗଲେ , ଏହା ଛଡା ଭୁଲ୍ ଖାଦ୍ୟପେୟ କିମ୍ବା ରୋଗର କାରଣରୁ ଏହା ହୋଇଥାଏ , ଯଦି ବାହାରେ କେଉଁ ତେଲ ଜାତୀୟ କିମ୍ବା ମସଲାଦାର୍ ଖାଦ୍ୟର ସେବନ କଲେ ଏହା ଗ୍ରାସ କରିଥାଏ , ଏହା ଛଡା ମୋଟାପା , ଅନଳ ସେକ୍ସ, ଅନୁବଂଶିକତା, ଅଧିକା ଓଜନ ହେବା , ଗର୍ଭାବସ୍ଥାରେ ମୋଟାପା ପରି କାରଣରୁ ପାଇଲ୍ସ ପରି ସମସ୍ୟା ହୋଇଯାଏ ।
ଲକ୍ଷଣ : ଅଧିକା ପୀଡା ଓ ମଳତ୍ୟାଗ କରୁଥିବା ସ୍ଥାନରେ ଆଘାତ ଲାଗିଲେ ୨) ମଳତ୍ୟାଗ କରୁଥିବା ଦ୍ୱାରରେ ରକ୍ତସ୍ରାବ ହେବା , ୩) କଷ୍ଟଦାୟକ ପୀଡା ଓ ଝାଡାଦ୍ୱାର ଫୁଲିବାପରି ସମସ୍ୟା , ଅଧିକା ପୀଡା ହେବା କିମ୍ବାକୁଣ୍ତେଇ ହେବା
କ୍ଷୀର ଓ ଲେମ୍ବୁ : ଏହି ଉପଚାର ପାଇଲ୍ସକୁ ଶେଷ କରିବାରେ ଫାଇଦାଦାୟକ ହୋଇଥାଏ, ସବୁଠାରୁ ପ୍ରଥମେ ସକାଳୁ ଖାଲି ପେଟରେ ଏକ କପ୍ କ୍ଷିର ନେବାର ଅଛି ,ଯଦି ଗାଇର କ୍ଷୀର ଅଛି ତେବେ ଆହୁରି ଭଲ , ଏବେ ଆପଣଙ୍କୁ ଏକ କପ୍ ରେ କ୍ଷୀରରେ ଏକ ଚାମଚ ଲେମ୍ବୁ ମାନେ ତୁରନ୍ତ ମିଶାଇ ପିଇନେବାର ଅଛି ଏହି ଉପାୟକୁ ସେତେ ପର୍ଯ୍ୟନ୍ତ ଦୋହରାନ୍ତୁ , ଯେବେ ଆପଣଙ୍କୁ ଫାଇଦା ନ ମିଳିଛି ।
ଲସି : ଲସି ପାଇଲ୍ସକୁ ଶେଷ କରିବାରେ ସାହାଯ୍ୟ କରେ, ଲସିକୁ ପାଇଲ୍ସ ସମୟରେ ହେଉଥିବା ପୀଡା ଓ ଫୁଲିବା ପରି ସମସ୍ୟାକୁ ଦୁର କରିଥାଏ , ଆପଣ ସକାଳୁ ସବୁଦିନ ଜୁଆଣୀ ନେଇ ଏହାର ସେବନ କରନ୍ତୁ , କିଛି ଦିନରେ ଏହାର ଫାଈଦା ପାଇଯିବେ ।