୩ ଫେବୃୟାରୀ ୨୦୨୦ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ମହାଦେବଙ୍କ କୃପାରୁ ଏହି ୯ ଟି ରାଶିଗୁଡିକର ଧନ ସଂମ୍ପଦ ଓ ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବ୍ ସବୁ ଅସୁବିଧା ହେଇଯିବ ସମାଧାନ
୧) ମେଷ ରାଶି : ଆଜି ଅଫିସ୍ ରେ କାମ କରୁଥିବା ଲୋକଙ୍କର ଯୁକ୍ତି କିମ୍ବା ମତଭେଦ ହୋଇପାରେ , ଅବିବାହିତ ଲୋକଙ୍କର ଲଭ୍ ଲାଇଫ୍ ହୋଇପାରେ , ଆପଣଙ୍କ କାମ କାର୍ଯ୍ୟ ତରିକାରେ ପରିବର୍ତ୍ତନ ହୋଇପାରେ , ଯାହା ଦ୍ୱାରା ଫାଈଦା ହେବ , ଅନ୍ୟଙ୍କ ତୁଳନାରେ ନିଜ ଚାକିରି କିମ୍ବା ବ୍ୟବସାୟ ଆଧାରରେ ଅଧିକା ଲାଭ କମାଇବେ , ନିଜ ଶତ୍ରୁ ପ୍ରତି ସତର୍କ ରହିବା ଦରକାର , ଆପଣ ତେବେ ସଫଳ ହେବେ , ଯେବେ ସାବଧନତା ବିଚାର କରିବାରେ କାମ କରିବେ
୨) ବୃଷ ରାଶି : ଆଜି ପାରିବାରିକ ସ୍ତରରେ ଖୁସିରେ ବୃଦ୍ଧି ହେବ , ଆପଣଙ୍କ ଭାବନାତ୍ମକ ସହଯୋଗ ମିଳିପାରିବ , ସାମାଜିକ ଓ ସାମୁହିକ କାର୍ଯ୍ୟରେ ଲୋକଙ୍କ ସହ ସାକ୍ଷାତ ହେବ , ସତେଜତା ଅନୁଭବ କରିବେ , ବେରୋଜଗାର ରୋଜଗାର ସାଧନ ସୁଲଭ ହେବ , ପରିବାରରେ ମା ବାପାଙ୍କର ସହଯୋଗ ମିଳିବ ,
୩) ମିଥୁନ ରାଶି : ଆଜି ନିଜ ଭାବନାକୁ ସଠିକ୍ ଢଙ୍ଗରେ ଜାହିର୍ କରିବାରେ ସଫଳ ହେବେ , କେଉଁ କାମ କିମ୍ବା କଥାରେ ବ୍ୟସ୍ତତା ରଖନ୍ତୁ ନାହିଁ , କ୍ଷତି ହୋଇପାରେ , ସ୍ୱାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ , ଆଜି ନୁଆ ବାହାନ କିମ୍ବା ମୋବାଇଲ୍ କିଣିବାର ଯୋଜନା କରିପାରନ୍ତି , ପୁରୁଣା ସମସ୍ୟା ଦୁର ହୋଇଯିବ , କାମ କାର୍ଯ୍ୟରେ ବିଜି ରହିବେ , ବେପାରରେ ସଫଳତା ମିଳିପାରିବ ।
୪) କର୍କଟ ରାଶି : ଆଜି ବେପାର ସଂବନ୍ଧି ଯାତ୍ରା କରିବାକୁ ପଡିପାରେ , ଆପଣ ସବୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ପୁରା କରିବେ , ରକ୍ତଚାପ ଜନିତ ପ୍ରଭାବିତ ଲୋକେ ସାବଧନତା ଅବଲମ୍ବନ କରନ୍ତୁ , ଜୀବନସାଥୀଙ୍କ ହେଲଥ୍ କୁ ନେଇ ଚିନ୍ତିତ ରହିବେ , ଆକସ୍ମିକତାରୁ ରକ୍ଷା ପାଇବାପାଇଁ ଅନୁଶାସନ ଓ ନିରନ୍ତରତା ଉପରେ ଜୋର୍ ଦିଅନ୍ତୁ , ଫାଲତୁ ଖର୍ଚ୍ଚ କଣ୍ଟ୍ରୋଲ୍ ହୋଇପାରେ , ନୁଆ ଇନକମ୍ ସୋର୍ସ ମିଳିପାରେ , ଅଫିସ୍ ରେ ନୁଆ କାମର ଦାୟିତ୍ୱ ମିଳିବ ।
୫)ସିଂହ ରାଶି : ଆଜି ମନୋରଞ୍ଜନ ହେତୁ ଆପଣଙ୍କ ପରିବାର ସହ କେଉଁ ଦୁର ଜାଗା ଯାତ୍ରା କରିପାରନ୍ତି , ଆଇଟି, ମିଡିଆ ଜବ୍ ରେ ସଂଘର୍ଷ ହେବ , କେଉଁ ବିବାଦରୁ ଦୂର ରହିବାର ସମୟ ଅଛି , ବ୍ୟବସାୟରେ ପ୍ରତିଭା ବଢିବ , ଅଫିସ୍ ଓ ବିଜନେସ୍ ରେ ଅନୁଭବି ଲୋକଙ୍କର ଉପଦେଶ ନେବେ , ଆପଣଙ୍କ ପ୍ରତିଭା ବଢିବ ,
୬) କନ୍ୟା ରାଶି : ଆଜି ପରିସ୍ଥିତି ଆପଣଙ୍କ ଅନୁକୁଳ ରହିବ , ଲାଭର ସମୟ ଅଛି , ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ଆଜି ପୁରା ହେବାର ଅଛି, କ୍ରୋଧ ଉପରେ କଣ୍ଟ୍ରୋଲ୍ କରନ୍ତୁ କ୍ଷତି ସହିବାକୁ ପଡିପାରେ , ବୈବାହିକ ଜୀବନରେ ଆନନ୍ଦମୟ ରହିବ , ବିଜନେସ୍ ଓ ଚାକିରିରେ ନୁଆ ଆଇଡିଆ ମିଳିପାରିବ , ଧନର ମାମଲାରେ ପର୍ଯ୍ୟାପ୍ତ ସଫଳତା ମିଲିପାରିବ , ସଉଦାବାଜୀ ସମୟ ବର୍ବାଦ କରନ୍ତୁ ନାହିଁ ।
୭) ତୁଳା ରାଶି : ଆଜି ଆପଣଙ୍କ ମନୋବଳ ଉଚ୍ଚା ରହିବ , ଧର୍ମ ମନୋରଞ୍ଜନରେ ରୁଚି ବଢିବ , ଶୁଭ କାର୍ଯ୍ୟରେ ଭାଗିଦାରି ନେବେ , ଅଟକିଥିବା କାମ ପୁରା କରିବାରେ ପ୍ରଚେଷ୍ଟା କରିପାରନ୍ତି , ଜବ୍ ରେ ପଦୋନ୍ନତି ମାର୍ଗରେ ଆସୁଥିବା ବାଧାଗୁଡିକ ସମାପ୍ତ ହେବ , ଫାଲତୁ କାମରୁ ସମୟ ଖରାପ ହେବାର ଅଛି , ଲଭ୍ ଲାଇଫରେ ମତଭେଦ ହୋଇପାରେ , ବିଚାରର ଅସ୍ଥିରତା ଦ୍ୱାରା ଆପଣ ଅଡୁଆରେ ପଡିପାରନ୍ତି , ବିଜନେସ୍ କରୁଥିବା ଲୋକ ସାବଧାନ ରୁହନ୍ତୁ ।
୮) ବିଛା ରାଶି : ଆଜି ଦିନ ବିଛାରାଶିର ଲୋକଙ୍କ ପାଇଁ ଆନନ୍ଦ ଦାୟକ ରହିବ , ହେଲଥ୍ ରେ ସୁଧାର ଆସିବ , ଗରିବଙ୍କୁ ବସ୍ତ୍ର ଦାନ କରନ୍ତୁ , ସକରାତ୍ମକ ନଜରିଆ ଜୀବନରେ ବହୁତ ସାରା ସମସ୍ୟାକୁ ଶେଷ କରିଦେବ , ବେପାରରେ ବୁଝିବିଚାରି ଫଇସଲା ନିଅନ୍ତୁ , କିଛି ବଡ ଫାଇଦାମିଳିବାର ଯୋଗ ହେଉଛି , ବହୁତ ପ୍ରକାରର ଦାୟିତ୍ୱ ଆପଣଙ୍କ ଉପରେ ଆସିପାରିବ ,
୯) ଧନୁ ରାଶି : ନୁଆ ଲୋକଙ୍କର ସହ ସାକ୍ଷାତ ହେବାର ସଂମ୍ଭାବନା ଅଛି, ଧନର ଆଗମନ ସଂମ୍ଭାବନା ଅଛି , ଛାତ୍ରମାନେ ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବେ , ସ୍ୱାସ୍ଥ୍ୟ ସୁଖଦ ରହିବ , ବେରୋଜଗାର ଯୁବାଙ୍କ କ୍ୟାରିୟରରେ ନୁଆ ଅବସର ପ୍ରାପ୍ତ ହେବ , ବିଦ୍ୟାର୍ଥୀ ବର୍ଗଙ୍କର ସମ୍ମାନ ପ୍ରାପ୍ତି ହେବ , ଦାମ୍ପତ୍ୟ ଜୀବନ ଖୁସିମୟ ରହିବ , ଆସୁଥିବା କିଛି ଦିନରେ ବଡ କାମ କରିବାର ଯୋଜନା ହୋଇପାରେ ,
୧୦) ମକର ରାଶି : ଆଜି ଆପଣଙ୍କ ଚାକିରି ଧନ୍ଦାରେ ଖୋଜା ଶେଷ ହେବ , ନିଜର କଳାତ୍ମକ ଭାବନାରେ ସୁଧାର ଆସିବ , ଛାତ୍ରଙ୍କର ପାଇଁ ଦିନ ଭଲ ଅଛି କିଛି ଅଟକିଥିବା ସରକାରୀ କାର୍ଯ୍ୟ ହେବ , ପ୍ରେମ ଓ ବୈବାହିକ ଜୀବନରେ ଆପଣଙ୍କୁ ପ୍ରସନ୍ନତା ମିଳିବ , ଆପଣଙ୍କ ଯାତ୍ରା ସମୟରେ କେଉଁ ଅଜଣା ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ , ପଇସାର ସ୍ଥିତିରେ ସୁଧାର ହୋଇପାରେ , ଆମଦାନୀ ବଢାଇବାରେ ଓ ଖର୍ଚ୍ଚ କମାଇବାରେ ବିଚାର କରିପାରନ୍ତି ।
୧୧) କୁମ୍ଭ ରାଶି : ବିର୍ଦ୍ୟାଥୀ ବର୍ଗଙ୍କୁ ସଫଳତା ମିଳିବ , ଧନପ୍ରାପ୍ତିର ସୁଗମ ରାସ୍ତା ମିଳିବ , ରାଜନୈତିଜ୍ଞ ସଫଳ ହେବେ , ଆଜି ଲଭ୍ ଲାଇଫ୍ ରେ ଛୋଟ କଥାରେ ଇଗୋ ରଖନ୍ତୁ ନାହିଁ , ସମାଜର ହିତରେ କାର୍ଯ୍ୟ କରିବା ଆପଣଙ୍କ ପାଇଁ ଲାଭକାରୀ ହେବ , ଅଧୁରା କାମ ନିପଟାଇବାପାଇଁ ଆପନଙ୍କୁ ଚିନ୍ତା ଆସିପାରେ , ଆଜି ମିଳୁଥିବା ପଇସାରୁ ଆସୁଥିବା ସମୟ ପାଇଁ ସଞ୍ଚିତ କରନ୍ତୁ , ଛାତ୍ରଙ୍କ ପାଇଁ ଦିନ ଭଲ ଅଛି , ଏଥିପାଇଁ ତାଙ୍କୁ ଭଲରେ ଉପଯୋଗ କରିବାର୍ ଅଛି ।
୧୨) ମୀନ ରାଶି : ଆଜି ମିତ୍ରଙ୍କର ସହ କେଉଁ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଯିବାର ଯୋଜନା କରିପାରନ୍ତି , ବେପାରରେ ଆୟର ପ୍ରାପ୍ତି ନୁଆ ସ୍ରୋତ ହୋଇପାରେ , ବୈବାହିକ ଜିବନ ସୁଖମୟ ହେବ , ଆଜି ଆପଣଙ୍କ ଲଭ୍ ଲାଇଫ୍ ଭଲ ରହିଅବ୍ , ବେପାରରେ ଅପାର ସଫଳତା ପାଇବେ , ଜବ୍ ବଦଳିବା ଓ ଏକ୍ସଟ୍ରା ଇନକମ୍ ପାଇଁ ବିଚାର କରିପାରନ୍ତି , ଏଥିରେ ଭାଗ୍ୟ ସାଥ୍ ଦେବ, ରାଜନୀତିରେ ସକ୍ରିୟ ଲୋକଙ୍କର ଲାଭର ଆଶା ମିଲୁଛି ।