September 16, 2024

Odia Express

Here, There and Everywhere

ବାଳକୁ ସ୍ୟାମ୍ପୁ କରିବା ସମୟରେ ୮୦ ପ୍ରତିଶତ ଲୋକେ ଏହି ବଡ ଭୁଲ୍ କରିବସନ୍ତି , ଯାହା ଦ୍ୱାରା ବାଳ ଝଡିଥାଏ, ବୋଧେ ଅଜଣାରେ ଆପଣ ବି ଏହି ଭୁଲ୍ କରିବସୁଛନ୍ତି – ଚୁଟି ଝଡୁଥିଲେ ନିଶ୍ଚୟ ଦେଖନ୍ତୁ…

ଏହି ଦୁନିଆଁରେ ସବୁ ଝିଅ ଚାହଁନ୍ତି କି ସେ ସବୁଠାରୁ ସୁନ୍ଦର ଦେଖାଯାଉ । ଓ ଏହା ପାଇଁ ସିଏ କେତେ ଯତ୍ନ ନେଇଥାଏ , ଏମିତିରେ ଝିଅମାନଙ୍କର ସୁନ୍ଦରତା ପାଇଁ ବାଳ ହିଁ ସବୁଠାରୁ ମୁଖ୍ୟ ଆକର୍ଷଣ କେନ୍ଦ୍ର ହୋଇଥାଏ , ସବୁ ଝିଅ ଚାହ୍ଁନ୍ତି କି ତାଙ୍କର ସୁନ୍ଦର କଳା ଘନ ବାଳ ହେଉ , କିନ୍ତୁ ଲମ୍ବା ଘନ ଓ କଳା ବାଳକୁ ଯତ୍ନ ନେବା ବହୁତ ମୁସକିଲ୍ ହୋଈଯାଏ , ଏହା ସମସ୍ତଙ୍କ ପକ୍ଷରେ ସମ୍ଭବପର ହୋଇନଥାଏ , ଆଜି କାଲିର କର୍ମବ୍ୟସ୍ତ ଜୀବନରେ ବାଳକୁ ସୁରକ୍ଷିତ ରଖିପାରିବା , ଟିକିଏ ଅଧିକା ପରିଶ୍ରମ କରିବାକୁ ପଡିପାରେ , ତାହା ସହ ଦିନ ସାରା ଆମେ ବହୁତ ସାରା ଭୁଲ୍ କରିବସୁ ,ଯାହା ଦ୍ୱାରା ଆମ ବାଲକୁ ଏହା କ୍ଷତି କରିଥାଏ । ବାଳ ଗୁଡିକ ଝଡିବା ବହୁତ ଖାସ୍ ସମସ୍ୟା ଅଟେ

କିନ୍ତୁ ଏହି ସମସ୍ୟା ଘାତକ ରୁପ ନେଇଯିବ ଏଥିରେ କୌଣସି ଗ୍ୟାରେଣ୍ଟି ନାହିଁ , ଏତିକି ନୁହେଁ ଏହା ସହ ଗଞ୍ଜାପଣ ବି ହୋଇପାରେ,  ଏହା ତ ସମସ୍ତେ ଜାଣିଛେ କି ବାଳକୁ ସଫା କରିବାପାଇଁ ସ୍ୟାମ୍ପୁର ବ୍ୟବହାର କରାଯାଏ , କିନ୍ତୁ ବୋଧେ ଆପଣ ବହୁତ ଲୋକ ଏହା ଜାଣିନଥିବେ କି ଏହି ସାମ୍ପୁକୁ ସଠିକ୍ ତରିକାରେ ଉପଯୋଗ ନ କରିଲେ ଏହି ସ୍ୟାମ୍ପୁ ଆପଣଙ୍କ ବାଳକୁ ବହୁତ କ୍ଷତି ପହଞ୍ଚାଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ବହୁତ ଜରୁରୀ କଥା କହିବାକୁ ଯାଉଛୁ , ଯାହାକି ଶାମ୍ପୁ କରୁଥିବା ସମୟରେ ଧ୍ୟାନ ରଖିବାର ଅଛି , ଯାହା ଦ୍ୱାରା ବାଳ ଗୁଡିକ ନ ଝଡିବା ଓ କେବେ ରୁପି ଲାଗିବ ନାହିଁ , ତେବେ ଆସନ୍ତୁ ଜାଣିବା କେଉଁ ସେହି ସାବଧନତା ଅବଲମ୍ବନ କରିବାକୁ ପଡିବ । ଯାହା ଶ୍ୟାମ୍ପୁ କରୁଥିବା ସମୟରେ ଜାଣିବା ଦରକାର ।

ବାଳକୁ ଶାମ୍ପୁ କରୁଥିବା ସମୟରେ ଏହି ଜିନିଷ ଜାଣିରଖିବା ଉଚିତ୍ କି ଶାମ୍ପୁକୁ ମୂଣ୍ତର ଶିରରେଲଗାଇବାକୁ ଉଚିତ୍ , ଏହା ଦ୍ୱାରା ଶିରରେ ଭଲ ଭାବରେ ମଶାଜ୍ କରନ୍ତୁ , ମୁଣ୍ତରେ କେବେ ବି ଶାମ୍ପୁ ଲଗାନ୍ତୁ ନାହିଁ,  ଏମିତି ରେ ବାଳଗୁଡିକ ଦୁଇ ମୁହାଁ ହୋଇଯିବ , ଏହା ଛଡା ଶ୍ୟାମ୍ପୁର କେବେ ଗୋଟିଏ ଜାଗାରେ ଲଗାନ୍ତୁ ନାହିଁ , ଶ୍ୟାମ୍ପୁ ତ୍ୱଚାର ବିଭିନ୍ନ ସ୍ଥାନରେ ଲଗାନ୍ତୁ ନାହିଁ , ଗୋଟେ ଜାଗାରେ ସ୍ୟାମ୍ପୁ କରିଲେ ମୁଣ୍ତରେ ରୁପି ହେବାର ସମ୍ଭାବନା ବଢିଯାଏ । ଚେଷ୍ଟା କରନ୍ତୁ କି ଶ୍ୟାମ୍ପୁ ସବୁଦିନ ବ୍ୟବହାର କରନ୍ତୁ ନାହିଁ , ଦିନେ ଛାଡିବାପରେ ନିଜ ବାଳକୁ ଶ୍ୟାମୁ କରନ୍ତୁ , ସବୁ ଦିନ ଶ୍ୟାମ୍ପୁ କରିଲେ ଆପଣଙ୍କ ବାଳ ସୁଖିଲା ହୋଇଯାଏ , ବାଳରେ ରୁଖାପଣ ଦେଖାଦିଏ  । ଯେବେ ଆପଣ ଶ୍ୟାମ୍ପୁ କରିବେ ତେବେ ମୁଣ୍ତରେ ଗୋଟିଏ ମିନିଟ୍ ଛାଡିଦିଅନ୍ତୁ , ତାହା ପରେ ନିଜ ବାଳକୁ ଧୋଇଦିଅନ୍ତୁ ,

ଯଦି ତୁରନ୍ତ ସ୍ୟାମ୍ପୁ ଲଗାଇ ଧୋଇଦେଲେ ତେବେ ବାଳ ସଫା ହେବ ନାହିଁ , ଓ ବାଳ ରୁକ୍ଷ ଓ ନିର୍ଜିବ ହୋଇଯିବ , ଏହା ଛଡା ଯେବେ ବି ଶ୍ୟାମ୍ପୁ କରିବାରଅଛି ତେବେ ଦିନେ ପୁର୍ବରୁ ଭଲ ଭାବେ ତେଲ ଲଗାଇଦେବେ ଏହା ଦ୍ୱାରା ବାଳ ମଜବୁତ୍ ହୋଇଯିବ । ବାଳକୁ ଧୋଇବାପରେ କଣ୍ତିସନର୍ ଲଗାଇଲେ ବାଲଗୁଡିକ ନରମ ହୋଇଯାଏ , ଏଥିପାଇଁ କେବେ ଏହା କରିବାକୁ ଭୁଲନ୍ତୁ ନାହିଁ , ସ୍କାଲପ୍ ରେ କଣ୍ତିସନର୍ ଲଗାଇଲେ ବାଳଗୁଡିକ ଦୁର୍ବଳ ହୋଇଯାଏ , ଓ ବାଳର ବିକାଶ ହୋଇପାରେ ନାହିଁ , ଶ୍ୟାମ୍ପୁ କରିବାପରେ ବାଳକୁ ହାଲକା ଶୁଖିଲାପରେ କଣ୍ତିସନର୍ ଲଗାନ୍ତୁ ।

ବାଳକୁ ଶୁଖିବାପାଇଁ ଅଧିକାଂଶ ଲୋକେ ତଉଲିଆରେ ରଗଡିବା ଏମିତି ଭୁଲ୍ କରିଥାନ୍ତି , ଏହି ଭୁଲ୍ ଆପଣଙ୍କ ବାଲ ପାଇଁ ବହୁତ କ୍ଷତି କରିଥାଏ , ଏହା ଆପଣଙ୍କ ବାଳକୁ ଦୁର୍ବଳ କରିଦିଏ , ଓ ତାହା ପ୍ରାକୃତିକ ଚମକ ନଷ୍ଟ କରିଦିଏ , ବାଳରେ ଡ୍ରାଏର୍ କିମ୍ବା ଗର୍ମ ହାୱା ଦେବାପରିବର୍ତ୍ତେ ଛାଇରେ ସୁଖାନ୍ତୁ , ବାଳକୁ ଝାଡିକରି ସୁଖାଇବା ଭୁଲ୍ କେବେ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *