ସବୁ ଦିନ ରାତିରେ ଅଧା ଚାମଚ ଭଜା ହୋଇଥିବା ଜିରା ଖାଇ ପାଣି ପିଇ ଦିୟନ୍ତୁ – ମିଳିବ ଏଭଳି ଗଜବ ଫାଇଦା…
ଆପଣ ମାନେ ଜିରାର ଫାଇଦା ବିଷୟରେ ବହୁତ କିଛି ଜାଣିଥିବେ , ହଁ ଆଜ୍ଞା ଆପଣ ବହୁତଥର ପଢିଥିବେ କି ସକାଳୁ ଖାଲି ପେଟରେ ଜିରାର ପାଣିକୁ ସେବନ କରିଲେ କିମ୍ବା ଜିରାକୁ ଖାଇଲେ ବ୍ୟକ୍ତିର ଶରୀରରୁ ଚର୍ବି କମ୍ ହୋଇଯାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଜିରା ନୁହେଁ ବରଂ ଭଜା ହୋଇଥିବା ଜିରାରୁ ହେବାକୁ ଥିବା ଫାଇଦା ବିଷୟରେ କହିବୁ, ଭଜା ଜିରା ଯାହାକି ଶରୀର ପାଇଁ ଫାଇଦାଦାୟକ ଅଟେ, କାରଣ ଏହା ଆମ ଶରୀରକୁ ଭିଟାମିନ୍ ଓ ମିନେରାଲ୍ସ ଦେଇଥାଏ , ଯାହା ଶରିରକୁ ଫୁର୍ତ୍ତିଲା କରାଇଥାଏ ,ଏଥିପାଇଁ ଆଜି ଆମେ ଆପଣଙ୍କୁ ଭଜା ହୋଇଥିବା ଜିରାକୁ ଖାଇବାର ଫାଇଦାବିଷୟରେ କହିବୁ , ଏହା ଛଡା ଏହି କଥାକୁ ଧ୍ୟାନ ରଖିବେ କି ଆପଣଙ୍କୁ ରାତିରେ ଖାଇବାର କିଛି ସମୟ ପରେ ଅଧା ଚାମଚ ଭଜା ଜିରାକୁ ଖାଇବାକୁ ପଡିବ , ଏହା ଦ୍ୱାରା ଆପଣଙ୍କ ଶରୀରରେ ବହୁତ ଲାଭ ପ୍ରଦ ହେବ ।
୧) ଯଦି ଆପଣ ସବୁଦିନ ଅଧା ଚାମଚ ଭଜା ଜିରା ଖାଉଛନ୍ତି ତେବେ ତାପରେ ପାଣି ପିଉଛନ୍ତି ତେବେ ଏହା ଦିମାଗକୁ ସୁସ୍ଥ୍ୟ ରଖିବା ସହ ବହୁତ ଫୁର୍ତ୍ତିଳା ରଖିଥାଏ , ବରଂ ଏହା ଦାନ୍ତ ଓ ମାଢିକୁ ବି ମଜବୁତ୍ କରାଇଥାଏ , ଏଥିପାଇଁ ଆପଣ ଖାଦ୍ୟ ଖାଇବା ପରେ କିଛି ସମୟ୍ ପରେ ଏହାର ସେବନ କରନ୍ତୁ ।
୨) ଏହା ଛଡା ଆପଣଙ୍କ ଗଳାରେ ଯଦି କିଛି ଶୁଖିଲା କାଶ ହେଉଛି , ତେବେ ଅଧା ଚାମଚ ଭଜା ଜିରା ଚୋବାଇ ଖାଆନ୍ତୁ , ଏହା ଦ୍ୱାରା ଆପଣଙ୍କ ଗଳା ସଫା ହୋଇଯିବ , ଓ ଶୁଖିଲା କାଶ ହେବ ନାହିଁ ।
୩) ବହୁତ କମ୍ ଲୋକ ଜାଣିଛନ୍ତି କି ପାଚନ ତନ୍ତ୍ର ପାଇଁ ଭଜା ଜିରା ବହୁତ ଲାଭକାରୀ ହୋଇଥାଏ , କାରଣ ଏଥିରେ ଏମିତି ତତ୍ତ୍ୱ ମିଳିଥାଏ , ଯାହା କବଜ୍ ଓ ଅପଚ ଭୋଜନ ଦୁହେଁରେ ସମସ୍ୟା ଦୁର କରିଥାଏ , ଏଥିପାଇଁ ଅଧା ଚାମଚ ଭଜା ଜିରା ପାଣିର ସହ ସେବନ କରନ୍ତୁ ।
ଏହା ପୁର୍ବରୁ ଭଜା ହୋଇଥିବା ଜିରା ମସାଲା ରୁପରେ କରିଥିବେ , ଏମିତି ବହୁତ ଲୋକ ଅଛନ୍ତି ଯିଏକି ଦହିରେ ଭଜା ଜିରାକୁ ପକାଇ ଖାଇବାକୁ ପସନ୍ଦ କରନ୍ତି , ଏବେ ଏହି କଥା ଅଲଗା କି ଭଜା ଜିରାର ଫାଇଦା ଅଲଗା ଅଛି , ହଁ ଆଜ୍ଞା ବାସ୍ତବରେ ଲୋକେ ସ୍ୱାଦିଷ୍ଟ ଦହି ଖାଇବା ପାଇଁ ଏପରି କରିଥାନ୍ତି , ଏଥିପାଇଁ ଆଜି ଆମେ ଆପଣଙ୍କୁ ଭଜା ହୋଇଥିବା ଜିରାର କିଛି ବଛା ବଛା ଫାଇଦା ବିଷୟରେ କହିଲୁ , ଯାହା ଦ୍ୱାରା ଆଗାମୀ ଥର ଯେବେ ଦହି କିମ୍ବା କେଉଁ ଅନ୍ୟ ଜିନିଷରେ ଭଜା ହୋଇଥିବା ଜିରା ପକାଇ ଖାଇବେ ତେବେ ଏହା ଖାଦ୍ୟର ସ୍ୱାଦକୁ ଦୁଇଗୁଣା କରିଦେବ ।
ସେମିତି କହିଦେବୁ କି ଏହା କେବଳ ଘରରେ ବ୍ୟବହାର କାର୍ଯ୍ୟରେ ଲାଗେ ନାହିଁ ଏହା ଚାଟ୍ ପାମ୍ପଡୀ, ଚଟପଟା ଆଳୁଦମ୍ ଆଦି ଜିନିଷରେ ବ୍ୟବହାର କରାଯାଏ , ଯଦି ଆପଣ ଏହାକୁ ମସଲା ରୁପରେ ନକରି ଏହାର ସେବନ କରିବେ ଏହା ଦ୍ୱାରା ବହୁତ ଫାଇଦା ମିଳିବ , ଯେବେ ଏହାର ଫାଈଦା ଆପଣଙ୍କୁ ମିଳିବ ଆପଣ ନିଜକୁ ସବୁବେଳେ ସତେଜ ଅନୁଭବ ଲାଗିବ ।