November 22, 2024

Odia Express

Here, There and Everywhere

ଏହି ୩ ଦଳକୁ ICC ବିଶ୍ୱକପ୍ ଟେଷ୍ଟ ଚ୍ୟାମ୍ପିୟନସିପ୍ ର ଫାଇନାଲ୍ ରେ ଖେଲିବାର ସ୍ୱପ୍ନ ଛାଡ଼ିଦେବା ଉଚିତ – ଆଉ ଯେତେ ଚେଷ୍ଟା କଲେ ମଧ୍ୟ ଏମାନେ ହୁଏତ ଆଉ ଖେଳିପାରିବେ ନାହିଁ…

କ୍ରିକେଟ୍ ରେ ସବୁଠାରୁ ଲମ୍ବା ଫର୍ମାଟ ଟେଷ୍ଟ ବଞ୍ଚାଇବାପାଇଁ ଆଇସିସି ସବୁଠାରୁ ପ୍ରଥମେ ଡେ ନାଇଟ୍ ଟେଷ୍ଟ ବାହାର କରିଥିଲା  ଯାହାପରେ ସେ ବିଶ୍ୱକପ୍ ରେ ଟେଷ୍ଟ ଚ୍ୟାମ୍ପିୟନ୍ ଚଲାଇଦେଇଥିଲେ , ଯେଉଁଥିରେ ସେ ସବୁ ଟିମ୍ ତାଙ୍କର ଫ୍ୟାନ୍ସଙ୍କ ଧ୍ୟାନ ଟେଷ୍ଟ ମ୍ୟାଚରେ ଲଗାଇଦେଇଥିଲେ,  ଏବେ ସେହି ଦିଗରେ ଟେଷ୍ଟ କ୍ରିକେଟ୍ ବଢୁଛି , ଆଇସିସି ବିଶ୍ୱ ଟେଷ୍ଟ ଚ୍ୟାମ୍ପିୟନ୍ ସିପ୍ ଫାଈନାଲ୍ ରେ ପହଞ୍ଚିବାପାଇଁ ସବୁ ଟିମ୍ ଜୋର୍ ଦେଇଛନ୍ତି , କିନ୍ତୁ କିଛି ଟିମ୍ ଙ୍କ ଦବଦବା ଭଲ ନାହୀଁ , ତାଙ୍କର ଫାଈନାଲ୍ ରେ ପହଞ୍ଚିବା ସ୍ୱପ୍ନ ଶେଷ ହୋଇଯାଇଛି , ଯାହାର୍ କାରଣରୁ ଝଟକା ଲାଗିଛି ।

ଆଜି ଆମେ ଆପଣଙ୍କୁ ସେହି ୩ ଟି ଟିମ୍ ବିଷୟରେ କହିବୁ , ଯିଏ ଆଇସିସି ବିଶ୍ୱ ଟେଷ୍ଟ ଚ୍ୟାମ୍ପିୟନ୍ ସିପ୍ ଫାଈନାଲ୍ ରେ ପହଞ୍ଚିବାର ଆଶା ହରାଇସାରିଛି , ଏହି ତିନୋଟି ଟିମ୍ ରେ ବଡ ନାଁ ବି ସାମିଲ୍ ଅଛି , ଯିଏ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ସମୟରୁ ଫାଇନାଲ୍ ଖେଲୀବାର ପ୍ରବଳ ଆଶା ଥିଲା,  ବାଙ୍ଗଲାଦେଶର ଟିମ୍ ପ୍ରଦର୍ଶନ ଦେଖିକରି ପ୍ରାୟ ସବୁ ବାହାର ହୋଇସାରିଲେଣି ।

୩) ୱେଷ୍ଟଇଣ୍ତିଜ୍ ଟିମ୍ : ଟେଷ୍ଟ ଫର୍ମାଟରେ ଏହି ଟିମ୍ ଗତ କିଛି ବର୍ଷରୁ ଭଲ ପ୍ରଦର୍ଶନ କରିନାହାନ୍ତି , ଯାହାର ପ୍ରଭାବ ଏଠାରେ ନଜର୍ ଆସୁଛି , ବିଶ୍ୱ ଟେଷ୍ଟ ଚ୍ୟାମିୟନସିପ୍ ରେ ଏବେ ୱେଷ୍ଟଇଣ୍ତିଜ୍ ଟୀମ୍ ଖାତା ଖୋଲିନାହିଁ  ଯେବେ କି କିଛି ଟିମ୍ ଜିତିକରି ଫାଈନାଲ୍ ରେ ପହଞ୍ଚିବାପାଖାପାଖି ହୋଇସାରିଲେଣି । ୱେଷ୍ଟଇଣ୍ତିଜ୍ ନିଜ ଘରୋଇ ମଇଦାନରେ ଭାରତୀୟ ଟିମ୍ ବିପକ୍ଷରେ ଖେଳିଥିଲା,  ଯେବେ କି ଦୁଇଟି ଟେଷ୍ଟ ପରାସ୍ତ ହୋଇଥିଲେ,  ଯାହାର କାରଣରୁ ଏବେ ତାଙ୍କର ଖାତା ଖୋଲିନାହିଁ  ଏବେ ୱେଷ୍ଟଇଣ୍ତିଜ୍ ଟୀମ୍ ଘରେ ୨ ଟି ଟେଷ୍ଟ ସିରିଜ୍ ଖେଲିବାର ଅଛି , ଏହା ଛଡା ବିଦେଶୀ ଜାଗାରେ ୩ ଟି ଟେଷ୍ଟ ଖେଳିବ , ଯେଉଁପରି କିଛି ବର୍ଷରେ ତାଙ୍କର ପ୍ରଦର୍ଶନ ଭଲ ରହିଛି , ତାପରେ ବିଦେଶୀ ମାଟିରେ ତାଙ୍କର ଜିତ୍ ଦର୍ଜ କରିପାରିବା ମୁସକିଲ୍ ନଜର୍ ଆସୁଛି । ଯାହାର କାରଣରୁ ଟୀମ୍ ଏବେ ରେସ୍ ରୁ ବାହାର ହୋଇସାରିଛି ।

୨) ଦକ୍ଷିଣ ଆଫ୍ରିକା : ଭାରତ ବିପକ୍ଷରେ ସିରିଜ୍ ରେ ଦକ୍ଷିଣ ଆଫ୍ରିକା ଟିମ୍ ବହୁତ ଖରାପ ଭାବେ ପରାସ୍ତ ହୋଇଥିଲା,  ଯାହାର କାରଣରୁ ତାଙ୍କର ଆଶା ଆଉ ଫାଇନାଲ୍ ପାଇଁ ନାହିଁ । ମହଜୁଦା ସମୟରେ ସେ ଇଂଲଣ୍ତ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିଛନ୍ତି , ଯେଉଁଠି ପୂର୍ବରୁ ମ୍ୟାଚ୍ ରେ ଜିତ୍ ହାସିଲ୍ କରିଥିଲେ,  ଏବେ ୩ ଟି ଟେଷ୍ଟ ତାଙ୍କର ବାକି ଅଛି , ଦକ୍ଷିଣ ଆଫ୍ରିକା ଟୀମ୍ ଯେଉଁପରି ଗତ କିଛି ସମୟ ପୁର୍ବରୁ କରିଛି , ଏବେ ସଫା ଜଣା ପଡୁଛି କି ଅନୁଭବୀ ଖେଳାଳୀ ସନ୍ୟାସ ନେବାପରେ ଏବେ ଟିମ୍ ଆଉ ମଜବୁତ୍ ନାହିଁ , ବ୍ୟାଟିଙ୍ଗ୍ ରେ ଏହି ଟିମ୍ ସବୁଠାରୁ ବଡ ଦୁର୍ବଳତା ଅଛି , ଏହି ଟିମ୍ ପାଖରେ ଏବେ ମାତ୍ର ୩୦ ଅଙ୍କ ମହଜୁତ୍ ଅଛି , ଯାହାକି ବିଦେଶ ମାଟିରେ କରିବା ବହୁତ କଷ୍ଟକର ହୋଇପାରେ , ଗତ ଗୋଟେ ବର୍ଷରେ ସେ ନିଜ ଘରେ ଶ୍ରୀଲଙ୍କା ଟିମ୍ ଠାରୁ ହାରିସାରିଛି ।

୧) ଇଂଲଣ୍ତ : ବିଶ୍ୱ ଟେଷ୍ଟ ଚ୍ୟାମ୍ପିୟନସିପ୍ ଫାଇନାଲ୍ ମ୍ୟାଚ୍ ଇଂଲଣ୍ତର ଲର୍ଡସରେ ହେବାକୁ ଅଛି , କିନ୍ତୁ ଇଂଲଣ୍ତ ଟିମ୍ ଫାଇନାଲ୍ ରେ ପହଞ୍ଚିବା କଷ୍ଟକର୍ ହୋଇଯିବ , ଏବେ ପର୍ଯ୍ୟନ୍ତ ତାଙ୍କ ପାଖରେ ମାତ୍ର ୫୬ ଅଙ୍କ ଅଛି , ଯେବେ କି ଘରୋଇ ସିରିଜ୍ ସେ ଖେଳିସାରିଛି  , ଯାହାକି ଏଶୋଜ୍ ରୁପରେ ଖେଳିବାର ଥିଲା,  ମହଜୁଦା ସମୟରେ ଇଂଲଣ୍ତ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଲୁଛି , ଯେଉଁଠି ସେ ପ୍ରଥମ ଟେଷ୍ଟ ଖେଳିସାରିଛି , ଏବେ ୩ ଟି ଟେଷ୍ଟ ହେବାକୁ ଅଛି , ସେ ଭାରତୀୟ ଟିମ୍ ବିପକ୍ଷରେ ଭାରତର ମାଟିରେ ଖେଳିବାର ଅଛି , ଯେଉଁଠି ଜିତ୍ ଦର୍ଜ କରିପାରିବା ମୁସକିଲ୍ ଅଟେ,  ଇଂଲଣ୍ତ ଟିମ୍ ଏବେ ଯଦି ଫାଇନାଲ୍ ରେ ନିଜ ଜାଗା ବନାଇଦିଏ ତେବେ ଓ ବାକି ବଞ୍ଚିଥିବା ମ୍ୟାଚରେ ଜିତ୍ ଦର୍ଜ କରିପାରିବ ତେବେ କିଛି ମ୍ୟାଚ୍ ଟାଇ କିମ୍ବା ଡ୍ର କରିବାକୁ ହେବ , ପ୍ରଥମ ମୁକାବଲାରେ ଇଂଲଣ୍ତ ଟେଷ୍ଟ ଟିମ୍ ଦୁର୍ବଳ ନଜର ଆସିବାର ଲାଗୁଛି , ଯାହା ଏଶୋଜ୍ ସମୟରେ ନଜର ଆସିଥିଲା ।

Leave a Reply

Your email address will not be published. Required fields are marked *