ଯଦି ଆପଣ ନଖର ଚୋପା ବାହାରିବାର ଯୋଗୁଁ ଚିନ୍ତିତ ହୋଇଛନ୍ତି ତେବେ ନିଶ୍ଚିତ ପଢନ୍ତୁ ଏହି ଖବର ନଚେତ ଏହି ବଡ ରୋଗର ଆକ୍ରମଣ ହେଇପାରନ୍ତି…
1 min readଆଜି କାଲିର କର୍ମବ୍ୟସ୍ତ ଜୀବନରେ ଲୋକ ବହୁତ ଚିନ୍ତିତ ରହୁଛନ୍ତି ଯାହାର କାରଣରୁ ଆଜିକାଲିର ଲୋକେ ବହୁତ ରୋଗାଗ୍ରସ୍ତ ହେବାରେ ଲାଗିଛନ୍ତି , ଯାହାର ସମୟ ଜଣାପଡେନି , ସେମିତି କିଛି ରୋଗ ଏପରି ହୋଇଥାଏ କି ଯାହାକୁ ନେଇ ଲୋକେ ଚିନ୍ତିତ ହେବାରେ ଲାଗନ୍ତି , ଓ ସେମାନେ ଜାଣିପାରନ୍ତି ନାହିଁ କି କିପରି ଚିକିତ୍ସା କରିବେ , ଆଜି ଆମେ ସେହି ରୋଗ ଗୁଡିକ ବିଷୟରେ କହିବୁ, ଯାହା ଦ୍ୱାରା ଅଧିକାଂଶ ଲୋକ ଚିନ୍ତିତ ରୁହନ୍ତି , ଆମେ କଥା ହେବା ନଖରୁ ଚମ ବାହାରିବା ରୋଗ ଯାହାକି ଆମେ ଗମ୍ଭୀରତାର ସହ ନିଅନ୍ତି ନାହିଁ , କିନ୍ତୁ ଏହା ବହୁତ ବିପଦ ସୃଷ୍ଟିକରିଥାଏ । ହ୍ୟାଙ୍ଗନେଲ୍ ମାନେ ନଖର ପାଖରେ ଛାଲ ବାହାରିବା , ଯାହାକୁ କ୍ୟୁଟିକଲ୍ସ କୁହାଯାଏ ,
ଏହି ରୋଗଗୁଡିକ ବେଶୀ ଶୀତ ଦିନରେ ହୋଇଥାଏ , ଯଦି ଏହାକୁ ସଠିକ୍ ସମୟରେ ଉପଚାର କରାନଯାଏ ତେବେ ଏହା ଗମ୍ଭୀର ରୋଗର ସାମ୍ନା କରିବାକୁ ପଡିଥାଏ , କିନ୍ତୁ ଯଦି ଧ୍ୟାନ ଦେବେ ଏହା ବହୁତ କଷ୍ଟକାରୀ ହୋଈଯାଏ , ଏହି ରୋଗକୁ ଅଧିକା ଧ୍ୟାନ ଦେଉନାହେଁ କିନ୍ତୁ ଆମେ ଏହାକୁ ସହଜରେ ଦୁର କରିପାରିବା । ଅଲିଭ୍ ଅୟେଲ୍ ବ୍ୟବହାର କରିବାର ହ୍ୟାଙ୍ଗନେଲ୍ ସମସ୍ୟାରୁ ମୁକ୍ତି ପାଇପାରିବେ ଏହା ପାଇଁ ଅଲିଭ୍ ଅୟେଲ୍ ହାଲକା ଗର୍ମ କରି ନିଜ ନଖ ପାଖପାଖି ଜାଗାରେ ଲଗାନ୍ତୁ , ଓ ହାଲକା ହାତରେ ମସାଜ୍ କରନ୍ତୁ , ଓ ଏହି ତେଲରୁ ନଖର ପୋଷଣ ମିଳିଥାଏ । ୩ ଟେବୁଲ୍ ସ୍ପୁନ୍ ବି ବ୍ୟାକ୍ସ ବାମ୍ ରେ ୨ ଟେବୁଲ୍ ସ୍ପୁନ୍ ନଡିଆ ତେଲ , ୨ ଟେବୁଲ୍ ସ୍ପୁନ୍ ବାଦାମ ତେଲ ଓ ୩ ଟେବୁଲସ୍ପୁନ୍ ମହୁ ମିଶାଇକରି ହାତରେ ପାଦରେ ମସାଜ୍ କରନ୍ତି ଏଥିରେ ମହଜୁଦ୍ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଆପଣଙ୍କ ସମସ୍ୟା ଦୂର କରିପାରିବେ ।
ହ୍ୟାଙ୍ଗନେଲ୍ ରୋଗର ପାଇଁ ଜୈତୁନ ତେଲ ରାମାବାଣ ପ୍ରମାଣିତ ହେବ , ଏଥିପାଇଁ ଆପଣଙ୍କୁ ସବୁଦିନ ଶୋଇବା ପୂର୍ବରୁ ଜେତୁନ ତେଲ ହାଲକା ଗର୍ମ କରି ନଖରେ ଓ ତାର ପାଖାପାଖି ଜାଗାରେ ଲଗାଇଲେ କିଛିଦିନରେ ସମସ୍ୟା ଦୂର ହୋଇଯିବ । ହ୍ୟାଙ୍ଗନେଲ୍ ପରି ସମସ୍ୟା ଦୁର୍ କରିବାପାଇଁ ଏଲୋବେରା ଜେଲ୍ କମ୍ ସେ କମ୍ ୫-୮ ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ ,
ସବୁଦିନ ଏମିତି କରିଲେ ଆପଣଙ୍କୁ ଚିନ୍ତାରୁ ମୁକ୍ତି ମିଳିଯିବ ହ୍ୟାଙ୍ଗନେଲ୍ ରୋଗ ଦୁର କରିବାପାଇଁ ଏବୋକୋଡା ମେଶ କରି ଏଥିରେ ନଡିଆ ତେଲ ମିକ୍ସ କରନ୍ତୁ , ଏହାପରେ ରାତିରେ ଶୋଇବା ପୁର୍ବରୁ ୫ ମିନିଟ୍ ହାତ ଓ ଗୋଡରେ ମସାଜ୍ କରନ୍ତୁ , ଓ ସକାଳୁ ଉଠିକରି ଏହାକୁ ସଫା କରିଦିଅନ୍ତୁ , ଏହିପରି ସପ୍ତାହରେ ୩ ଥର ଏହାର ପ୍ରୟୋଗ କରିଲେ ସମସ୍ୟାରୁ ମୁକ୍ତି ମିଳିପାରିବ । ମହୁ ହ୍ୟାଙ୍ଗନେଲ୍ ରେ ୧୦ ମିନିଟ୍ ପାଇଁ ଲଗାଇକରି ପାଣିରେ ସଫା କରିଦିଅନ୍ତୁ , ଏମିତି ସବୁଦିନ କରିଲେ ହ୍ୟାଙ୍ଗନେଲ୍ ସମସ୍ୟା ଦୂର ହୋଇଯିବ ।