September 10, 2024

Odia Express

Here, There and Everywhere

ଚାଇନା କଣ ପାଇଁ କ୍ରିକେଟ୍ ଖେଳେ ନାହିଁ ? ଜାଣନ୍ତୁ ଏହାର ଅସଲ କାରଣ – ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ…

ଚାଇନା କ୍ରିକେଟ୍ କଣ ପାଇଁ ଖେଳେ ନାହିଁ , ଯେବେ ଆମେ ଚିନ୍ ଖେଳ ବିଷୟରେ ଶୁଣିଥାଉ ତେବେ ଆମ ମନରେ ଏକ ପ୍ରଶ୍ନ ଆସେ କି ଯେଉଁଠି ଆମେ କଥା ହେଉଛେ ତେବେ ସମସ୍ତେ କ୍ରିକେଟ୍ ପ୍ରତି ବହୁତ ଲୋକପ୍ରିୟତା ଦେଖାଇଥାନ୍ତି , ଭାରତ ପରି ପଡୋଶୀ ଦେଶ ଯେପରି ପାକିସ୍ଥାନ,ବାଙ୍ଗଲାଦେଶ ଓ ଶ୍ରୀଲଙ୍କା , ଆଫଗାନିସ୍ଥାନ ବି କ୍ରିକେଟ୍ ଖେଲକୁ ଅଧିକା ପସନ୍ଦ କରନ୍ତି , କିନ୍ତୁ ଭାରତରୁ ପଡୋଶୀ ଦେଶ ଚିନ୍ ଟେକନୋଲୋଜି ମାମଲାରେ ଆଗୁଆ ଅଛି,  କିନ୍ତୁ କ୍ରିକେଟ୍ ରେ ସେତେ ପଛୁଆ ଅଛି , କିଛି ବର୍ଷ ପୁର୍ବରୁ ଚିନ୍ ବି କ୍ରିକେଟ୍ ଉପରେ ମନ ବଳାଇଥିଲା , ଏଥିପାଇଁ ସେମାନେ ଏକ ଟିମ୍ ବି ତିଆରି କରିଥିଲେ,  କିନ୍ତୁ ତାଙ୍କୁ ସଫଲତା ମିଳିଲା ନାହିଁ ।

ଏମିତି ନୁହେଁ କି ଚିନ୍ ଖେଳରେ ନିଜର ରୁଚି ରଖୁନାହିଁ ବର୍ଂ ସେ କ୍ରିକେଟ୍ ଖେଳ ଛଡା ଅନ୍ୟ ଖେଳରେ ରୁଚି ରଖୁଛନ୍ତି , ଯେବେ ଦୁନିଆଁର କେଉଁ ଦେଶରେ ବୈଶିକ ସ୍ତରରେ ଖେଳ ହୋଇଥାଏ , ତେବେ ଚାଇନା ଭାଗ ନେଇଥାଏ , ଓ ସେମାନଙ୍କ ଖେଳାଳୀ ମେଡାଲ୍ ଜିତିଥାଏ , ଅଧିକାଂଶ ଖେଳରେ ଚାଇନା ଟପ୍ ୧୦ ଟି ଦେଶରେ ହୋଇଥାଏ , କିନ୍ତୁ ଏହା ସତ୍ତ୍ୱେ ବି କ୍ରିକେଟ୍ ଖେଳେ ନାହିଁ , ତେବେ ଏହାର ପଛରେ ଏକ କାରଣ ଅଛି , ଆସନ୍ତୁ ଜାଣିବା ସେହି କାରଣ ବିଷୟରେ ।

ଚାଇନା ଦେଶରେ ସବୁବେଳେ ଅଲମ୍ପିକ୍ ଉପରେ ଅଧିକା ସମର୍ଥନ ମିଳେ , କାରଣ ଏହା ଏକ ଏପରି ଟୁର୍ଣ୍ଣାମେଣ୍ଟ ଅଟେ ଯେଉଁଠି ଦୁନିଆଁର ଅଧିକାଂଶ ଦେଶ ଖେଳାଳୀ ଭାଗ ନିଅନ୍ତି , ଅଲମ୍ପିକ୍ ରେ ହେବାକୁ ଥିବା ଖେଳ ପାଇଁ ଚିନ୍ ବହୁତ ପରିଶ୍ରମ କରିଥାଏ , ଏଥିପାଇଁ ଚିନ୍ ର ଖେଳାଳୀମାନେ ଅଧିକା ମେଡାଲ୍ ଜିତିଥାନ୍ତି , ଚିନ୍ ଇଂରେଜମାନଙ୍କ କେବେ ଉପନିବେଶ ବନାଇପାରିଲେ ନାହିଁ , ଏଥିପାଇଁ ଇଂରାଜୀ ଚାଇନାରେ କ୍ରିକେଟ୍ ପ୍ରସାର କରିପାରିଲେ ନହିଁ  , ସେମିତି ଦେଖିବାକୁ ଗଲେ ଯେଉଁ ଦେଶରେ କ୍ରିକେଟ୍ ଖେଳ ହୁଏ ସେଠାରେ ଇଂରେଜମାନେ ଉପନିବେଶ କରିଛନ୍ତି , ଏମିତିରେ ଇଂରେଜମାନେ ଯେଉଁ ଦେଶରେ ରାଜ୍ କରିଥିଲେ ସେଠି କ୍ରିକେଟ୍ ର ପ୍ରସାର ହୋଇଛି ।

ଏମିତି ବି ଅଟେ କି କ୍ରିକେଟ୍ ବୈଶିକ ସ୍ତରରେ ଲୋକପ୍ରିୟ ଖେଳ ନୁହେଁ , ବାସ୍ତବରେ ଏହା ଏକ ଅଳ୍ପସଂଖ୍ୟକ ଖେଳ ଅଟେ ଯାହା ବହୁତ ଦେଶରେ କମ୍ ଖେଳାଯାଏ , ଏହା ଛଡା ଏହି ଖେଳ ମହାସଂଗ୍ରାମ ଅଲମ୍ପିକ୍ ର ଭାଗରେ ବି ନାହିଁ , ଚାଇନାରେ ଅଧିକାଂଶ ସେହି ଖେଳକୁ ପସନ୍ଦ କରାଯାଏ , ଯାହା ଅଲମ୍ପିକ୍ ର ଭାଗ ଅଟେ , ଚାଇନାର ରାଷ୍ଟ୍ରିୟ ଖେଳ ଟେବୁଲ୍ ଟେନିସ୍ ଅଟେ , ଯାହା ବେଶୀ ପ୍ରଦର୍ଶନ ହୋଇଥାଏ , ଏହା ଛଡା ଚାଇନାରେ ବ୍ୟାଡ୍ ମିଣ୍ଟନ୍ ଅଧିକା ପସନ୍ଦ କରନ୍ତି , ଚିନ୍ ଖେଳରେ ଦୁନିଆଁରେ ଛାପ ଛାଡିବାକୁ ଚାହଁନ୍ତି , ଚାଇନା ସେହି ଖେଳକୁ ଅଧିକା ଫୋକସ୍ କରନ୍ତି ଯାହା ଅଧିକାଂଶ ଦେଶରେ ବେଶୀ ଖେଳାଯାଏ ।

ତେବେ ଆପଣ ଜାଣିପାରିଥିବେ କି ଚାଇନା କ୍ରିକେଟ୍ କଣ ପାଇଁ ଖେଳେ ନାହିଁ । ଏହି ପୋଷ୍ଟରେ ସେଥିପାଇଁ କିଛି କାରଣ କୁହାଯାଇଛି ଯାହା ଆପଣ ଜାଣିବାରେ ସହଜ ହେବ , ଆପଣଙ୍କୁ କହିଦେବୁ କି ଏବେ ଚାଇନା କ୍ରିକେଟ୍ ର ପ୍ରସାର ଧୀରେ ଧିରେ କରୁଛି , ଚାଇନା ଟିମ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି , ଭାରତର ରାଷ୍ଟ୍ରିୟ ଖେଳ ହକି ଅଟେ , ଭାରତ ରେ କ୍ରିକେଟ୍ ମୁକାବଲାରେ ଏହା ବହୁତ କମ୍ ଲୋକପ୍ରିୟ ଅଟେ ।

Leave a Reply

Your email address will not be published. Required fields are marked *