November 21, 2024

Odia Express

Here, There and Everywhere

୨୦୨୦ ରେ ଏହି ରାଶିମାନଙ୍କର ଉପରେ ରହିବ ଶନିଙ୍କର ସାଢେସାତିର ପ୍ରଭାବ – ଏମାନଙ୍କୁ ମିଳିବ ସ୍ୱାଧୀନତା – ନିଶ୍ଚୟ ଜାଣିରଖନ୍ତୁ…

ଯେବେ ଆମେ ଶନିଦେବଙ୍କ କଥା କହିଥାଉ ତେବେ ଭଲ ଭଲ ଲୋକଙ୍କର ମୁହଁରୁ କଥା ବାର୍ତ୍ତା ବନ୍ଦ ହୋଇଯାଏ , କାରଣ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ଜଣାଯାଏ , କୁହନ୍ତି ନା ଯେଉଁ ମଣିଷ ଉପରେ ଶନିଦେବଙ୍କ କୁଦୃଷ୍ଟି ପଡିଥାଏ , ତାହାର ବିନାଶ ହେବା ତୟ ଅଟେ , ଏବେ ତ ୨୦୧୯ ପ୍ରାୟ ଶେଷ ହେବାକୁ ବସିଲାଣି , ଏମିତିରେ ଲୋକଙ୍କର ଆଶା ରହୁଛି କି ତାଙ୍କର ଆସୁଥିବା ବର୍ଷ ଭଲରେ କଟୁ , ଓ ଜୀବନର ଆରମ୍ଭ ସୁଖମୟ ହେଉ , କିନ୍ତୁ ଜାଣିଛନ୍ତି କି ନାହିଁ ସୁଖର ସାଥେ ସାଥେ ଦୁଃଖ ବି ସମୟର ସାଥିରେ ଆସିଥାଏ , ଏହା ପ୍ରକୃତିର ନିରାଟ ସତ୍ୟ ଅଟେ , ଏବେ ନୁଆ ବର୍ଷ ୨୦୨୦ ରେ ଆପଣଙ୍କ ଜୀବନରେ ଏକ ନୁଆ ଶୁଭାରମ୍ଭ ହେବାକୁ ଯାଉଛି , ଏହି ନୁଆ ବର୍ଷରେ ଜ୍ୟୋତିଷ୍ୟ ଶାସ୍ତ୍ର ଦୃଷ୍ଟିକୋଣରୁ ଦେଖିଲେ ଏହି ବର୍ଷ ଶନିଙ୍କର ସାଢେସାତି କେଉଁ କେଉଁ ରାଶି ଉପରେ ପ୍ରଭାବ ପକାଇବ , ଓ କଣ ଘଟିବ ତାଙ୍କ ସହ ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ ।

ଜ୍ୟୋତିଷ୍ୟ ଶାସ୍ତ୍ରକୁ ମାନିଲେ ୨୦୨୦ ରେ ଶନି ଗ୍ରହ ୨୪ ଜାନୁୟାରୀରୁ ଧନୁ ରାଶି ନିଜ ସ୍ୱରାଶୀ ମାନେ ମକର ରାଶି ରେ ଗୋଚର କରିବ  ଏହା ସହ ଏହି ବର୍ଷ ୧୧ ମେ ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ମକର ରାଶିରେ ବକ୍ରି ହେବ , ଓ ୨୭ ଡିସେମ୍ବରରେ ଅସ୍ତ ହେବ , ସେମିତି ଧନୁ ଓ ମକର ରାଶି ପୁର୍ବରୁ ଶନି ସାଢେ ସାତିର ପ୍ରଭାବ ଦେଖାଦେଉଛି , କିନ୍ତୁ ଏବେ କୁମ୍ଭ ରାଶି ପାଇଁ ସାଢେ ସାତିର ପ୍ରଥମ ଚରଣ ଆରମ୍ଭ ହେଇଯାଉଛି , ଏମିତିରେ ଶନିଙ୍କ ପ୍ରଭାବରେ ୨୦୨୦ ରେ କେଉଁ କେଉଁ ରାଶି ଆସିବ ।

ମେଷ ରାଶି : କହିଦେବୁ କି ୨୦୨୦ ମସିହାରେ ଶନିଙ୍କର କିଛି ବି ପ୍ରଭାବ ପଡିବ ନାହିଁ , କିନ୍ତୁ ତା ସତ୍ତ୍ୱେ ବି ଶନିଙ୍କ କୃପା ପାଇବାକୁ ଉପାୟ କରିପାରିବେ । ଏଥିରେ କୌଣସି ଭୟଭୀତ ହେବା ଆବଶ୍ୟକତା ନାହିଁ ।

ବୃଷ ରାଶି : କହିଦେବୁ କି ଏହି ରାଶିର ଜାତକରେ ଶନିଦେବ ହାନିକାରକ ହେବେ ନାହିଁ , କାରଣ ଆଗାମୀ ୨୦୨୦ ରେ ଏହି ରାଶିର ଜାତକରେ ଶନିଙ୍କର ସାଢେସାତି ଦେଖାଯାଉନାହିଁ ।

ମିଥୁନ ରାଶି : ଏହି ରାଶିର ଜାତକରେ ୨୦୨୦ ମସିହାରେ ଶନିଦେବଙ୍କର ସାଢେସାତି ପ୍ରଭାବ ପଡିବ ନାହିଁ , ଶନିଙ୍କ କୃପା ମିଥୁନ ରାଶିର ଲୋକଙ୍କର ଉପରେ ସର୍ବଦା ରହିବ ।

କର୍କଟ ରାଶି : କହିଦେବୁ କି ଏହି ଆଗାମୀ ବର୍ଷ ୨୦୨୦ ରେ ଶନିଙ୍କର ସାଢେସାତିର ପ୍ରଭାବ ଏହି ରାଶି ଉପରେ ପଡିବ ନାହିଁ ।

ସିଂହ ରାଶି : କହିଦେବୁ କି ଆଗାମୀ ୨୦୨୦ ରେ ଏହି ରାଶି ଉପରେ କୌଣସି ସାଢେସାତିର ପ୍ରଭାବ ପଡିବ ନାହିଁ , ଏଥିପାଇଁ ଆପଣ ନିଶ୍ଚଚିନ୍ତାରେ ରୁହନ୍ତୁ , ଶନିଦେବଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିବ ।

କନ୍ୟା ରାଶି : ୨୦୨୦ ରେ ଆପଣଙ୍କ ରାଶି ଉପରେ ଶନିଙ୍କର ସାଢେସାତି ପ୍ରଭାବର ପ୍ରଥମ ଚରଣ ଆରମ୍ଭ ହୋଇସାରିଛି , ଯାହାକି ଆଗାମୀ ପାଞ୍ଚ ବର୍ଷ ଆପଣଙ୍କ କୁଣ୍ତଳୀରେ ରହିବାର ଅଛି ।

ତୁଳା ରାଶି : ଏହି ରାଶିର ଜାତକରେ ୨୦୨୦ ମସିହାରେ ଶନିଦେବଙ୍କର ସାଢେସାତିର ପ୍ରଭାବ ପଡିବ ନାହିଁ ,

ବିଛା ରାଶି : ଏହି ବର୍ଷ ମାନେ ୨୦୨୦ ମସିହାରେ ବିଛା ରାଶିର ଜାତକର କୁଣ୍ତଳୀରେ ଶନିଙ୍କର ସାଢେ ସାଢି ଦେଖାଦେଉନାହିଁ , ଏଥିପାଇଁ ଡରିବାର କୌଣସି ଆବଶ୍ୟକତା ନାହିଁ ।

ଧନୁ ରାଶି : କହିଦେବୁ କି ୨୦୨୦ ରେ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଚିନ୍ତାର ବିଷୟ ରହିବ , କାରଣ ଏହି ରାଶି ଉପରେ ଶନିଙ୍କର ସାଢେସାତିର ପ୍ରଭାବ ରହିବ , ଶନିଙ୍କର ସାଢେ ସାତି ଏବେ ଆପଣଙ୍କ ରାଶି ଉପରେ ଅନ୍ତିମ ଚରଣରେ ଅଛି ।

ମକର ରାଶି : ୨୦୨୦ ରେ ଶନିଙ୍କ ଗୋଚର ଆପଣଙ୍କ ରାଶିରେ ରହୁଛି , ଏଥିପାଇଁ ଏହି ବର୍ଷ ଆପଣ ଶନିଙ୍କ ସାଢେସାତିରେ ଦ୍ୱିତୀୟ ଚରଣରେ ରହିବେ ।

କୁମ୍ଭ ରାଶି : ଏହି ବର୍ଷ ୨୦୨୦ ରେ କୁମ୍ଭ ରାଶିର ଲୋକଙ୍କର ଉପରେ ଶନିଦେବଙ୍କର ସାଢେସାତିର କିଛି ପ୍ରଭାବ ପଡିବ ନାହିଁ , ଶନିଦେବଙ୍କର କୃପା କନ୍ୟାରାଶିର ଲୋକଙ୍କର ଉପରେ ରହିବ ।

ମୀନ ରାଶି : ଏହି ଜାତକର କୂଣ୍ତଳୀରେ ଶନିଙ୍କର ସାଢେ ସାତି ପ୍ରଭାବ ରହିବ ନାହିଁ , ଶନିଙ୍କର କୃପାପାଇବାପାଇଁ ଉପାୟ କରିପାରିବେ ।

Leave a Reply

Your email address will not be published. Required fields are marked *