September 12, 2024

Odia Express

Here, There and Everywhere

ସବୁ ପଇସା ଉପରେ କଣ ପାଇଁ ହୋଇଥାଏ ଏହି ଛୋଟ ଚିହ୍ନ , ୯୯ ପ୍ରତିଶତ ଲୋକ ଜାଣନ୍ତି ନାହିଁ ଏହାର ସଠିକ୍ ଉତ୍ତର – ଏବେ ହିଁ ଜାଣିରଖନ୍ତୁ..

1 min read

ଆପଣ ନୋଟ୍ ଚିହ୍ନିବାର ଟ୍ରିକ୍ସ ବିଷୟରେ ତ ଜାଣିଥିବେ , କଣ ଆପଣ ଜାଣିଛନ୍ତି ଭାରତୀୟ ମୁଦ୍ରାରେ ବହୁତ ସାରା ରହସ୍ୟ ଲୁଚିରହିଛି , ଆପଣ ଏହି ସବୁ ପଇସାକୁ ଦେଖି ବହୁତ ସାରା ଜିନିଷ ବିଷୟରେ ପତ୍ତା ଲଗାଇପାରିବେ , କହିଦେବୁ କି ଏହି ସବୁ ପଇସା ଟକସାଲରେ ତିଆରି ହୋଇଥାଏ । ଟକସାଲ୍ ସେହି ସରକାରୀ କାରାଖାନା ହୋଇଥାଏ , ଯେଉଁଠି ସରକାରର ଆଦେଶ ଓ ବଜାରର ଚାହିଦା ଉପରେ ଦେଖିକରି ମୁଦ୍ରା ମୁଦ୍ରଣ କରାଯାଏ , ଓ ଏହାକୁ ମିଣ୍ଟ ବି କହିଥାନ୍ତି , ଭାରତରେ ଚାରୋଟି ଟକସାଲ୍ ମୁମ୍ବାଇ , କୋଲକତା, ହାଇଦ୍ରାବାଦ, ଓ ନୋଏଡାରେ ଅଛି , ସବୁ ଟକସାଲ୍ ରେ ତିଆରି ପଇସା ଅଲଗା ଅଲଗା ଚିହ୍ନଟ ହୋଇଥାଏ,  ଓ ସବୁ ପଇସାକୁ ଦେଖିକରି ଆପଣ କହିପାରିବେ କି ଏହା କେଉଁ ଟକସାଲ୍ ରୁ ତିଆରି ହୋଇଛି କିମ୍ବା ମିଣ୍ଟରୁ ତିଆରି ହୋଇଛି , କହିଦେବୁ କି ସବୁ ପଇସାର ତଳେ ଏକ ଶେପ୍ ତିଆରି ହୋଇଥାଏ , ଏହା ଟକସାଲ୍ ବିଷୟରେ ସୁଚନା ପ୍ରଦାନ କରେ ।

ଡାଇମଣ୍ତ ମାର୍କ – ଯେଉଁ ପଇସାରେ ଡାଇମଣ୍ତ ସେପ୍ ହୋଇଥାଏ , ସେହି ପଇସା ମୁମ୍ବାଇର ଟକସାଲ୍ ରେ ତିଆରି ହୋଇଥାଏ , ଏହି ପଇସା ଉପରେ ଅଙ୍କିତ ନିର୍ମାଣ ବର୍ଷ ଠିକ୍ ତଳେ ହୋଇଥାଏ , ବହୁତ ପଇସାରେ ବି ମାର୍କ ହୋଇଥାଏ ଯାହାକି ମୁମ୍ବାଇ ମିଣ୍ଟର ବୋଲି ଜଣାଯାଏ , ୧୯୯୬ ପରେ ଏହା ଉପରେ ଏମ୍ ଅଙ୍କିତ କରାଯାଇଥିଲା , ଷ୍ଟାର୍ ମାର୍କ- ହାଇଦ୍ରାବାଦ ମିଣ୍ଟ ରେ ଛପା ହୋଇଥିବା ଏହା ତଳେ ଷ୍ଟାର୍ ମାର୍କ ହୋଇଥାଏ , ସେମିତି କିଛି ପଇସାରେ ଡାଇମଣ୍ତ ସେପ୍ ହୋଇଥାଏ , କିନ୍ତୁ ଏହି ଡାଇମଣ୍ତ ଚିହ୍ନ ତଳେ ଏକ ବିନ୍ଦୁ ବି ଛପା ହୋଇଥାଏ , ହାଇଦ୍ରାବାଦ ମିଣ୍ଟର ପଇସାରେ ତାରିଖ ତଳେ ଷ୍ଟାର୍ ଚିହ୍ନ ହୋଇଥାଏ , ଟୁଟେ ଡାଇମଣ୍ତର ମାର୍କ ହାଇଦ୍ରାବାଦ ମିଣ୍ଟର ଆରମ୍ଭରୁ ଷ୍ଟାର୍ ମାର୍କ ବ୍ୟବହାର କରାଯାଇଛି , ପରେ ଏହାକୁ ବଦଳାଇ ଡାଇମଣ୍ତ ସେପ୍ ଲଗାଯାଇଛି , ଓ ଏଥିରେ କିଛି ଖାସ୍ ପଇସା ଟୁଟା ଡାଇମଣ୍ତ ବି ସାମିଲ୍ ଅଛି ,

ଗୋଲ୍ ମାର୍କ : ନୋଏଡା ଟକସାଲ୍ ରେ ଛପାଯାଉଥିବା ପଇସାରେ ଏକ ବିନ୍ଦୁ ଚିହ୍ନ ହୋଇଥାଏ , ଏଠାରେ ମୁଦ୍ରଣ ହେଉଥିବା ୫୦ ପଇସା ପୁର୍ବରୁ ବିନ୍ଦୁ ଚିହ୍ନ ହେଉଥିଲା,  କିଛି ବି ଚିହ୍ନ ନଥିବା ପଇସା କୋଲକତା ମିଣ୍ଟରେ ତିଆରି ହେଉଥିବା ପଇସାରେ କିଛି ଚିହ୍ନ ନଥାଏ , ଇଂରେଜ ଶାସନ କାଳରେ କୋଲକତା ମିଣ୍ଟରେ ଯେଉଁ ପଇସା ତିଆରି ହେଉଥିଲା ସେଥିରେ କୌଣସି ଚିହ୍ନ ନଥିଲା , ସେମିତି ରୋୟାଲ୍ କାନାଡା ମିଣ୍ଟର ପଇସାରେ ସି ରୋୟାଲ୍ ମିଣ୍ଟ ଲଣ୍ତନର ପଇସାରେ ଛୋଟ ବିନ୍ଦୁ , ଦ ମାସ୍କୋ ମିଣ୍ଟରେ ପଇସାରେ ଏମ୍ ଏମ୍ ଡି , ହିଟନ୍ ପ୍ରେସ୍ ମିଣ୍ଟ ୟୁକେ ର ପଇସାରେ ଏଚ୍ ଓ ମେକ୍ସିକୋ ସିଟି ମିଣ୍ଟରେ ଏମ୍ ଓ ଓ ମାର୍କ ହେଉଥିଲା ,

କହିଦେବୁ କି କେଉଁ ବ୍ୟକ୍ତି ପଇସାକୁ ନେବାପାଇଁ ମନା କରୁଛି ତେବେ ତା ବିପକ୍ଷରେ ଏଫ୍ ଆଇ ଆର୍ ଦର୍ଜ କରାଇପାରିବେ , ତାର ବିପକ୍ଷରେ ଭାରତୀୟ ମୁଦ୍ରା ଅଧିନିୟମ ଓ ଆଇପିସି ଧାରା କାର୍ଯ୍ୟକାରୀ କରାଯିବ , ମାମଲାର ଅଭିଯୋଗ ରିଜର୍ଭ ବ୍ୟାଙ୍କ୍ ରେ କରାଯାଇପାରିବ ,  ଯଦି କେଉଁ ପଇସା ଏକ ଟଙ୍କାରୁ ଉପରେ ଅଛି ତେବେ ଏହି ପ୍ରକାରର ପଇସାକୁ ୧୦୦୦ ଟଙ୍କାଦେଣ ଲାଗିବ , ଏଠାରୁ ଅଧିକାପ୍ ପଇସାକୁ ଦେଣ ଦେବ ଆଇନଗତ ଅପରାଧ ଅଟେ,  ଯଦି କେଉଁ ବ୍ୟକ୍ତି ୫୦ ପଇସାକୁ ଦେବାକୁ ଚାହୁଁଛି ତେବେ ସେ କେବଳ ୧୦ ଟଙ୍କା ପର୍ଯ୍ୟନ୍ତ ଅଙ୍କର ଦେଣ କରିପାରିବ ।

Leave a Reply

Your email address will not be published. Required fields are marked *