୭୦୦ ବର୍ଷ ପରେ ବଜରଙ୍ଗବାଲୀ ହୋଇଛନ୍ତି ପ୍ରସନ୍ନ , ଏହି ୪ ଟି ରାଶିବାଲାଙ୍କ ଏବେ ଚମକିବ ଭାଗ୍ୟ, ହୋଇଯିବେ ମାଲାମାଲ୍
ବଜରଙ୍ଗବାଲିଙ୍କ ବିଷୟରେ ଏମିତି କୁହାଯାଇଛି କି ସେ ଏପରି ଦେବତା ଅଟନ୍ତି ଯିଏ କି ସେ ପୃଥିବୀ ଉପରେ ଅମର ଅଛନ୍ତି । ମାନା ଯାଉଛି କି ସେ ଅଞ୍ଜନୀ ପୁତ୍ର ହନୁମାନ ଅଟନ୍ତି । ତାଙ୍କୁ ବହୁତ ଭୋକ ଲାଗିଥାଏ ଏଥିପାଇଁ ଜନ୍ମ ନେବାର ପରେ ସେ ଆକାଶରେ ଥିବା ସୂର୍ଯ୍ୟଙ୍କୁ ଫଳ ଭାବି ଖାଇବାକୁ ଦୌଡିଥିଲେ , ସେହି ଦିନ ରାହୁ ବି ସୂର୍ଯ୍ୟଙ୍କୁ ନିଜ ଗ୍ରାସ ବନାଇବାପାଇଁ ଆସିଥିଲେ , କିନ୍ତୁ ସେ ହନୁମାନଜୀଙ୍କୁ ଦେଖିବାରୁ ସେ ତାଙ୍କୁ ଦ୍ୱିତୀୟ ରାହୁ ଭାବିନେଇଥିଲେ , ତେବେ ଇନ୍ଦ୍ର ପବନପୁତ୍ର ହନୁମାନଙ୍କୁ ବଜ୍ରରେ ପ୍ରହାର କରିଥିଲେ , ଯେଉଁଥିରେ ତାଙ୍କ ଓଠରେ ଆଘାତ ଲାଗିଥିବା , ସେହି କାରଣରୁ ତାଙ୍କର ଓଠ ହନୁ ସମାନ ହୋଇଗଲା , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଶନି ଏହି ସମୟ ଧନୁ ରାଶିରେ ଅଛି , ଓ ମଙ୍ଗଳ ମକର ରାଶିରେ ଅଛି , କହିଦେଉଛୁ କି ହନୁମାନ ଜୟନ୍ତି ଉପରେ ଶନି ଓ ମଙ୍ଗଳର ଯୋଗ ୭୦୦ ବର୍ଷ ପରେ ବହୁତ ହିଁ ଶୁଭ ସଂଯୋଗ ହେଉଛି , ଯେଉଁଥିରେ ୪ ଟି ରାଶିମାନଙ୍କର ଭାଗ୍ୟ ଉଦୟ ହେବ ।
୧) କର୍କଟ ରାଶି : ସବୁଠାରୁ ପ୍ରଥମ ରାଶି କର୍କଟ ରାଶି ବିଷୟରେ କହିବୁ , ଏହି ରାଶିର ଲୋକମାନଙ୍କର ସଂଙ୍କଟ ଜଲଦି ଦୂର ହେବ , ହନୁମାନଜୀ ଙ୍କ ଅସୀମ କୃପା ସକାଶେ ଆପଣଙ୍କ ସୁଖି ହେବେ , ସଂମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ , ଓ ଜଲଦି ହିଁ ଧନବାନ ହେବେ , ଅଟକିଥିବା କାମ ବଜରଙ୍ଗବାଲିଙ୍କ ଆର୍ଶିବାଦ ଦ୍ୱାରା ପୂର୍ଣ୍ଣ ହେବ , ଜୀବନରେ ଖୁସି ଆସିବ ।
୨)ସିଂହ ରାଶି : ସିଂହ ରାଶି ପାଇଁ ୩୧ ମାର୍ଚ୍ଚ ଠାରୁ ଶୁଭ ସମୟ ଆସିବ , ହନୁମାନଜୀଙ୍କ କୃପା ପାଇବାକୁ ହେଲେ ସଚ୍ଚା ମନରେ ବଜରଙ୍ଗବାଲିଙ୍କର ପୂଜା କରୁଥିବା ସମୟ “ଓଁ ହରଂ ହରାରି ହରିଶ୍ଚନ୍ଦ୍ର ହନୁମନ୍ତ ହଲୟୁଧମ” “ ବେ ସ୍ମେରେତୃତି ସଂକଟନାଶାନାମ୍” ମନ୍ତ୍ରର ଜପ କରନ୍ତୁ , ଏଥିରେ ଆପଣଙ୍କ ସବୁ ସଙ୍କଟ ଦୂର ହେବ , ବେପାର ଓ ଚାକିରି କ୍ଷେତ୍ରରେ ଲାଭ ମିଳିବ , ଓ ପରିବାରରେ ସମସ୍ତଙ୍କ ଠାରୁ ସ୍ନେହ ଭାବ ରହିବ ।
୩) ମକର ରାଶି : ଏହି ରାଶିର ଲୋକେ ଯଦି ଦୁଃଖରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ସବୁଠାରୁ ପ୍ରଥମେ ଓଁ ଭୋମାୟ ନମଃ ମନ୍ତ୍ରର ଜପ ୧୦୮ ଥର କରନ୍ତୁ , ଏହି ମନ୍ତ୍ରର ଜପ କରିବା ସମୟରେ କେବେ କେଉଁ ବିଷୟରେ ଖରାପ ଭାବନ୍ତୁ ନାହିଁ , କେବଳ ବଜରଙ୍ଗବାଲିଙ୍କୁ ସଚ୍ଚାମନରେ ଧ୍ୟାନ କରନ୍ତୁ , ଏଥିରେ ବଜରଙ୍ଗବାଲିଙ୍କ ଅସୀମ କୃପା ମିଳିବ , ସବୁ ଜାଗାରେ ସଫଳତା ମିଳିବ , ବ୍ୟବସାୟରେ ଅତ୍ୟାଧିକ ଲାଭ ମିଳିବାର ଯୋଗ ମିଳୁଛି , ଓ ସବୁ କାର୍ଯ୍ୟରୁ ସଫଳତା ହାସିଲ ହେବ ।
୪) ତୁଳା ରାଶି : ତୁଳା ରାଶି ଲୋକଙ୍କ ପାଇଁ ହନୁମାନ ଜୟନ୍ତି ରେ ବହୁତ ଭଲ ସଂଯୋଗ ହେଉଛି , ଯଦି ଘରେ କେଉଁ ଅସୁବିଧା ଅଛି , ତେବେ ଜଲଦି ହିଁ ଶେଷ ହେବ , ଓ ବ୍ୟବସାୟରେ ଉନ୍ନତି ମିଳିବ , ଜଲଦି ହିଁ ବିବାହ ଯୋଗ ହେଉଛି , ହନୁମାନ ଜୟନ୍ତି ଦିନ ହନୁମାନ ଚାଳିଶା କିମ୍ବା ସୁନ୍ଦରାକାଣ୍ତ ପାଠ କରନ୍ତୁ , ଓ ପୂରା ଶ୍ରଦ୍ଧାରେ ବଜରଙ୍ଗବାଲିଙ୍କ ପୂଜା ଅର୍ଚ୍ଚନା କରନ୍ତୁ