ଜିତିଗଲା ୩ ଫୁଟର ଗଣେଷ – MBBS ରେ ମିଳିଲା ଆଡମିଶନ୍ , ଏବେ ଡାକ୍ତର ହୋଇକରି ବନାଇବେ ୱାର୍ଲଡ୍ ରେକର୍ଡ ଆଉ ସେ କହିଲେ ଏଭଳି କଥା ଯେ..

ଯଦି ଆପଣଙ୍କ ପାଖରେ ଦକ୍ଷତା ଅଛି ତେବେ ଆପଣଙ୍କୁ କେହି ବି ଅଟକାଇପାରିବେ ନାହିଁ , ଦକ୍ଷତା ଆଗରେ ସମସ୍ତେ ନତ ମସ୍ତକ ହୁଅନ୍ତି , ତିନି ଫୁଟର ବିଠଲ୍ ଭାଇ ବରେୟା ଗୁରୁବାରକୁ ଗୁଜୁରାଟର ମେଡିକାଲ୍ କଲେଜରେ ପ୍ରଥମ ଦିନ ଥିଲା , ପ୍ରଥମ ବର୍ଷ କନଫରରେନ୍ସ ହଲ୍ ପ୍ରଥମ ଲାଇନ୍ ବସିଥିଲେ ସେ , ଯେବେ ତାଙ୍କର ଡିଗ୍ରୀ ଦିଆଯିବ , ତେବେ ତାଙ୍କ ନାଁ ଛୋଟ କଦକାଠି କାରଣରୁ ଗିନିଜ୍ ୱାର୍ଲଡ୍ ରେକର୍ଡସ୍ ରେ ଦର୍ଜ୍ କରାଯିବ ।
ଗଣେଷ୍ କହିଲେ କି ପ୍ରଥମ ଦିନ ଶାନଦାର୍ ଥିଲା , ସବୁ ସାଥୀଙ୍କ ଓ ଡାକ୍ତରଙ୍କ ମୋର ସ୍ୱାଗତ କଲେ , ମୁଁ ଆଜି ଭଲ ଅନୁଭବ କରୁଛି , କାରଣ ମୁଁ ଡିଗ୍ରୀ ପାଇଁ ଦୁଇ ମୋର୍ଚ୍ଚାରୁ ଲଢିଥିଲି, ଆଜି ମୁଁ ବହୁତ ଖୁସି ଅଛି, ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି, କାରଣ ତାଙ୍କର ସହ ମୁଁ ମୋର ସ୍ୱପ୍ନ ପୁରଣ୍ କରିପାରିନଥାନ୍ତି ।
ଆପଣଙ୍କୁ କହିଦେବୁ କି ଗଣେଷଙ୍କ ଏନ୍ ଇଇଟି ପରୀକ୍ଷା ୨୦୧୮ ରେ ୨୨୩ ଅଙ୍କ ମିଳିବାପରେ ମେଡିକାଲ୍ କଲେଜରେ ଆଡମିଶନ୍ ପାଇନଥିଲେ , କାରଣ ଥିଲା ତାଙ୍କର ୩ ଫୁଟର ହାଇଟ୍ , ସେହି ସମୟରେ ତାଙ୍କର ଓଜନ ୧୪ କେଜି ଥିଲା , ତାଙ୍କୁ କେଉଁ ମେଡିକାଲ୍ କଲେଜରେ ଆଡମିଶନ୍ ମିଳିଲା ନାହିଁ , ସେ +୨ରେ ବିଜ୍ଞାନରେ ୮୭ ପ୍ରତିଶତ ଅଙ୍କରୁ ପାଶ୍ କରିଥିଲେ , ଶିକ୍ଷକ ଓ ସ୍କୁଲ ର ଅନ୍ୟ ମେଧାବୀ ବିଦ୍ୟାର୍ଥୀଙ୍କ ହକ୍ ପାଇଁ ଲଢିକରି ସୁପ୍ରିମ କୋର୍ଟରେ ଅଭିଯୋଗ କରିଥିଲେ, ଯେଉଁଠି ତାଙ୍କ ପକ୍ଷରେ ଫଇସଲା ଶୁଣାଣୀ ହେଲା , ଓ ତାଙ୍କର ଜିତ୍ ହେଲା ।