ଖାଲି ପେଟରେ ଗରମ ପାଣି ମିଶାଇକରି ପିଇନିଅନ୍ତୁ , କେବଳ ଏହି ଗୋଟେ ଜିନିଷ , ପେଟରୁ ସବୁ ମଇଳା ଏକାବେଳେ ସଫା ହୋଇଯିବ..
1 min read
ଏକ ରିପୋର୍ଟର ମୁତାବିକ ବର୍ତ୍ତମାନ ସମୟରେ ପ୍ରାତ ୭୦ ପ୍ରତିଶତ ଲୋକେ ସକାଳୁ ଶୌଚ ସମୟରେ ପେଟ ସଫା ହୋଇପାରୁନାହିଁ , ଏମିତିରେ ଲୋକେ ନାନାଦି ରୋଗ ସହ ଯେପରି କବ୍ଜ, ଗ୍ୟାସ୍, ଏସିଡିଟି, ଆଦି ରୋଗ ଦ୍ୱାରା ଚିନ୍ତିତ ରୁହନ୍ତି , ଓ ଏହି ସବୁ ପେଟ ସଫା ମଇଳା ଜମା ହେବାର କାରଣରୁ ହୋଇଥାଏ , ଏମିତିରେ ପେଟର ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ସବୁଠାରୁ ପ୍ରଥମେ ପେଟକୁ ସଫା ରଖନ୍ତୁ , ଆଜିକାଲିର ଲୋକେ ଫାଷ୍ଟ ଫୁଡ୍ ଖାଇବା ପସନ୍ଦ କରନ୍ତି , ଫାଷ୍ଟ ଫୁଡ୍ ପେଟ ସମସ୍ୟା ଯୋଗୁଁ ହୋଇଥାଏ ।
ଫାଷ୍ଟ ଫୁଡ୍ ଖାଇଲେ ଏହା ବହୁତ ସୁସ୍ୱାଦୁ ଲାଗିଥାଏ , କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ , ଏହା ଛଡା ଲୋକେ ଖାଦ୍ୟକୁ ଠିକ୍ ସମୟରେ ଖାଇନଥାନ୍ତି , ଏହାର କାରଣରୁ ପେଟ ସଂବନ୍ଧି ବହୁତ ଗୁଡିଏ ସମସ୍ୟା ଉତ୍ପନ୍ନ ହୋଇଯାଏ , ଏଥିପାଇଁ ଆଜି ଆମେ ତାହାର ନିରାକରଣ ପାଇଁ ଏକ ଘରୋଇ ଉପାୟ କହିବାକୁ ଯାଊଛୁ ।
ଆମ ଶରୀରକୁ ସଫା ସୁତୁରା ରଖିବାପାଇଁ ସବୁଦିନ ଗାଧୋଇଥାନ୍ତି , ଠିକ୍ ସେପରି ଆମ ଶରୀରର ଅନ୍ତନିର୍ହିତ ସଫା ସଫି କରିନେବା ବି ଉଚିତ୍ , ଶରୀରର ଅତିରିକ୍ତ ଅଂଶକୁ ସଫାସଫି ନକଲେ ଏହା ଅନ୍ତ ଗୁଡିକରେ ମଇଳା ଜମା ହେବାକୁ ଲାଗେ , ଓ ଅନ୍ତ ଗୁଡିକ ଦୁର୍ବଳ ହୋଇପଡନ୍ତି , ଅନ୍ତର ଦୁର୍ବଳତା ଭୋଜନ ଠିକ୍ ଭାବରେ ହଜମ ହୁଏ ନାହିଁ , ଏସିଡିଟି ଓ କବ୍ଜ ପରି ସମସ୍ୟା ଦେଖାଦିଏ , ଏଥିପାଇଁ ପେଟର ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ସବୁଠାରୁ ପ୍ରଥମେ ଜରୁରୀ ଅଟେ , ଶରୀରରେ ଜମା ହୋଇଥିବା ମଇଳା କୁ ସଫା କରିବା । ଏହି ପ୍ରକିୟାକୁ ଉପଯୋଗ କରିବାକୁ ହେଲେ ଲେମ୍ବୁର ଆବଶ୍ୟକତ ପଡିପାରେ ।
ଗୋଟେ ଗ୍ଲାସରେ କିଛି ଗରମ ପାଣି ନେଇକରି ଗୋଟେ ଲେମ୍ବୁ ଚିପୁଡିଦିଅନ୍ତୁ , ଓ ଏହାକୁ ପାନୀୟ ଜଳ ପରି ଖାଲି ପେଟରେ ସେବନ କରନ୍ତୁ , ଏହା ଏକ ଘରୋଇ ପ୍ରକିୟା ଏହା ଶରୀରର ସବୁ ମଇଳାକୁ ୧୦-୧୫ ମିନିଟ୍ ମଧ୍ୟରେ ସଫା କରିଦେବ , ଓ ଏହି ପ୍ରକିୟାକୁ ବ୍ୟବହାର କରି ଆପଣଙ୍କ ପାଚନ କ୍ରିୟାକୁ ମଜବୁତ୍ କରାଇବ , ଯାହାର କାରଣରୁ ଆପଣଙ୍କ ଭୋଜନ ବି ବହୁତ ଭଲ ଭାବେ ହଜମ ହେବ , ଓ ପେଟ ସଂବନ୍ଧିତ ସବୁ ଅସୁବିଧା ଦୂର ହୋଇଯିବ ।