ସୁନ୍ଦର କନିଆଁ ଦେଖିକରି ବର ନିଜକୁ କଣ୍ଟ୍ରୋଲ୍ କରିପାରିଲା ନାହିଁ – ସମସ୍ତନ୍କ ସାମ୍ନାରେ ଏମିତି କାମ କରିବାକୁ ଲାଗିଲା ଯେ ଲୋକ ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ..
ଆମ ସମାଜରେ ବହୁତ ସାରା ସଂମ୍ପର୍କ ହୋଇଥାଏ , ଓ ସେହି ସବୁ ସଂମ୍ପର୍କକୁ ସ୍ୱାମୀ ଓ ସ୍ତ୍ରୀ ସଂମ୍ପର୍କ ଜୀବନରେ ସବୁଠାରୁ ଅନୋଖା ସଂମ୍ପର୍କ ହିସାବରେ ଜଣାଯାଏ , ଓ ଏହାର ମୂଳ ଭରସା ଓ ପ୍ରେମରେ ହୋଇଥାଏ , ଯଦି ଏହି ସଂମ୍ପର୍କକୁ ଭରସା ଭାଙ୍ଗିଯାଏ , ତେବେ ଟିକିଏ ବି ସମୟ ମିଳେନି । ବାହାଘର ବିଷୟରେ ଖାସ୍ କରି ଝିଅମାନେ କଥା ହେଲେ , ସେମାନେ ଭବିଷ୍ୟତକୁ ନେଇକରି ବହୁତ ଚିନ୍ତିତ ରୁହନ୍ତି । ଏହି ସମୟରେ ସେମାନେ ଭାବିଥାନ୍ତି କି ଯଦି ତାଙ୍କର ବୈବାହିକ ଜୀବନରେ ସ୍ୱାମୀ କିପରି ହେବ , ତାହାର ବ୍ୟବହାର ମୋ ପାଇଁ କିପରି ରହିବ , ସେମାନେ ଜାଣିଥାନ୍ତି ସେ ଯାହାକୁ ବି ବାହାହେବେ ତାଙ୍କ ସହ ଏହି ଜନ୍ମ କାଟିବେ , ଏଥିପାଇଁ ସେମାନେ ବାହାହେବାପାଇଁ ନିର୍ଣ୍ଣୟ ନେଲାବେଳକୁ ବହୁତ ବୁଦ୍ଧିମତାର ସହ ନେଇଥାନ୍ତି , ବାହାଘର ଦୁଇଟି ମନର ପ୍ରେମ ବନ୍ଧନ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ସହ ଯୋଡି ହୋଇଥିବା ଏକ ମାମଲା କହିବାକୁ ଯାଉଛୁ ,ଯାହାକୁ ଶୁଣିଲେ ଆପଣ ବି ଚକିତ ହୋଇଯିବେ ।
ଯେମିତି କି ଆମେ ସମସ୍ତେ ଜାଣିଛେ କି ଆଜିର ସମୟ ବାହାଘର ପାର୍ଟିରେ ଲୋକେ ନିଜ ଲୋକଙ୍କ ସହ ସେଲ୍ଫି ନେବାପାଇଁ ପାଗଳ ହୋଇଛନ୍ତି , ଆଜି ଆମେ ଯେଉଁ ସେଲ୍ଫି ଦୁଇଟି ଘରକୁ ଓଜାଡି ଦେଲା , ତାହା ବିଷୟରେ କହିବୁ , ଆପଣଙ୍କୁ କହିଦେବୁ କି ମାମଲା ଗୁଜୁରାଟର ଅହମଦାବାଦର ଅଟେ , ଯେଉଁଠି ବାହାଘର ସମୟରେ ଏକ ବର ନିଜ ସ୍ତ୍ରୀ ସହ ସେଲ୍ଫି ନେବା ଭାରି ପଡିଗଲା , କହିଦେବୁ କି କନ୍ୟା ବହୁତ ସୁନ୍ଦର ଥିଲା , ଯେବେ ବର ତାକୁ ସେଲ୍ପି ନେବାପାଇଁ ଜିଦ୍ କଲା , କିନ୍ତୁ ଝିଅଟି ଏଥିପାଇଁ ରାଜି ନଥିଲା ।
ଯାହା ପରେ ବର ଝିଅର ବାପାକୁ ଏକ ଚାପୁଡା ମାରିଦେଲା , ଏହା ପରେ ମାମଲା ବହୁତ ଗରମ ହୋଇଗଲା , ଏମିତି ପରିସ୍ଥିତି ହୋଇଗଲା କି ବର ନିଜ ବରଯାତ୍ରୀ ଫେରାଇ ନେଇଗଲା । ଓ କଥା ପୋଲିସ୍ ଯାଏଁ ପହଞ୍ଚିଗଲା । କୁହାଯାଉଛି କି ଅହମଦାବାଦ ର ଅମରାଇ ବାଡି କ୍ଷେତ୍ରରେ ସ୍ଥିତ ହବିବ ସେଠ ଚାଲିରେ ରହୁଥିବା ଗୋଟେ ଝିଅ ଏକ ଅଭିଯୋଗ ଦର୍ଜ କରିଥିଲେ , ସେ ବିକମ୍ ପଢୁଛି , ତାଙ୍କର ଘର ଲୋକେ ବାହାଘର ବସ୍ତ୍ରାଳ ନିବାସୀ ସଞ୍ଜୟ ଚୌହାନ ୨୪ ବର୍ଷ ଏକ ପୁଅ ସହ ତୟ କରିଥିଲେ , ବାହାଘର ଦିନ ବର ସଞ୍ଜୟ ସେହି ରୁମ୍ କୁ ଆସିଥିଲା । ଓ ନିଜ ମୋବାଇଲ୍ ନାନାପ୍ରକାରର ସେଲ୍ଫି ନେବାକୁ ଲାଗିଲା , ଯେବେ ସେ କନ୍ୟାକୁ ସେଲ୍ଫି ପାଇଁ ବାଧ୍ୟ କଲା , କନ୍ୟା ମନାକରିବାକୁ ତାକୁ ଗାଳିକରିଥିଲା । ଏହାପରେ କନ୍ୟା ପିତାକୁ ସେ ଏକ ଶକ୍ତ ଚାପୁଡା ମାରିଥିଲା । ଓ ଏହି ମାମଲା ବହୁତ ସଙ୍ଗୀନ ହୋଇଯାଇଥିଲା ।