ମୁମ୍ବାଇର ତାଜ ହୋଟେଲ୍ ରେ କାମ କରୁଥିବା ୱେଟରଙ୍କ ସ୍ୟାଲେରି ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

କୁହନ୍ତି ଦୁନିଆଁରେ କିଛି ବି କାମ ଛୋଟ ବଡ ନଥାଏ , ଆପଣ ଯେଉଁ ଫିଲ୍ଡରେ ଯଦି ମହାରଥ ହାସିଲ୍ କରିବାକୁ ଚାହୁଁଛନ୍ତି କିମ୍ବା ଟପ୍ ପୋଜିସନରେ ଯିବାକୁ ଚେଷ୍ଟା କରୁଛନ୍ତି ଓ ସଫଳ ଓ ଧନୀ ବ୍ୟକ୍ତି ହେବାକୁ ଚାହୁଁଛନ୍ତି , ପଇସା ଏପରି ଏକ ଜିନିଷ ଅଟେ ଯାହା ସବୁ କ୍ଷେତ୍ରରେ ଥାଏ , ଖାଲି ତାକୁ ଢଙ୍ଗରେ କମାଇବା ଦରକାର , ଯଦି ଆପଣ କେଉଁ ହୋଟେଲ୍ ରେ ୱେଟରରେ କାମ କରିବାକୁ ଚାହୁଁଛନ୍ତି ତେବେ ସମାଜରେ ବହୁତ ଲୋକ ଆପଣଙ୍କ ଉପରେ ହସିବେ , ଓ ଆପଣଙ୍କୁ ପରିହାସ କରିପାରନ୍ତି , ଏହି ଫିଲ୍ଡରେ କାମ କରୁଥିବା ଲୋକଙ୍କ ଠାରୁ ବହୁତ୍ ଅଧିକା ପଇସା କମାଇଥାନ୍ତି , ଯଦି ଆପଣଙ୍କ ମଧ୍ୟରେ କିଛି ଦକ୍ଷତା ଅଛି ତେବେ ଆମେ ଆପଣଙ୍କୁ କହିଦେବୁ କି ସବୁ ଫିଲ୍ଡରେ କିଛି ଟପ୍ ପୋଜିସନ୍ ହୋଇଥାଏ , ଏମିତିରେ ୱେଟରଙ୍କ କଥା କହିଲେ ମୁମ୍ବାଇର ତାଜ ହୋଟେଲରେ କାମ କରୁଥିବା ଏହି ୱେଟରଙ୍କ ମାସିକ ଆୟ ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ।
ମୁମ୍ବାଇ ଏପରି ଏକ ସହର ଅଟେ ଯେଉଁଠି ସବୁ ଦିନ ଲକ୍ଷାଧିକ ଲୋକ ନିଜ ଆଖିରେ ନୁଆ ସ୍ୱପ୍ନ ନେଇକରି ଆସିଥାନ୍ତି , ଏଥିପାଇଁ ଏହାକୁ ସ୍ୱପ୍ନର ନଗରି କୁହାଯାଏ , ଏଠାରେ ଗରିବ ଠୁ ନେଇକରି ଧନୀ ପର୍ଯ୍ୟନ୍ତ ସବୁ ପ୍ରକାରର ଲୋକ ରହିଥାନ୍ତି , ଆପଣଙ୍କୁ ବହୁତ ଉଦାହରଣ ମିଳିଯିବ , ଯେଉଁଥିରେ ମୁମ୍ବାଇକୁ ଆସୁଥିବା ଛୋଟ ବଡ ମିଡିଲ୍ କ୍ଲାସ୍ ଲୋକଙ୍କର ପରେ ନିଜ ଦକ୍ଷତା ଓ ପରିଶ୍ରମ ଦମ୍ ରେ ଧନୀ ହୋଇଛନ୍ତି । ବିଦେଶରେ ଯେବେ କେଉଁ ବିଦେଶୀ ଭାରତକୁ ବୁଲି ଆସିଥାଏ । ଅଧିକାଂଶ କେସ୍ ର ପୂର୍ବରୁ ମୁମ୍ବାଇ ଆସିବା ପସନ୍ଦ କରିଥାଏ , ଯେଉଁଠି ଗୋଟେ ତରଫରୁ ମୁମ୍ବାଇ ଏକ ସ୍ଲମ୍ ଏରିଆ ଅଟେ , ଯେଉଁଠି ଲୋକେ ଦାରିଦ୍ରତାରେ ବୁଡି ରହିଛନ୍ତି , ସେପଟେ ଅନ୍ୟ ପଟେ ଆଲିଶାନ୍ ଜାଗାରେ ଧନୀ ଲୋକ ଅଛନ୍ତି , ମୁମ୍ବାଇରେ ଧନୀଙ୍କ ଏକ ଫେବରାଇଟ୍ ଜାଗା ଅଛି ତାଜ ହୋଟେଲ୍ ,
ତାଜ ହୋଟେଲ୍ ମୁମ୍ବାଇର ଫେମସ୍ ହୋଟେଲ୍ ଅଟେ , ଏହାର ନାଁ କେବଳ ମୁମ୍ବାଇ ନୁହେଁ ବରଂ ଦେଶ ବିଦେଶରେ ବି ଚାଲିଥାଏ । ବହୁତ ବଡ ବଡ ମହାନ୍ ବ୍ୟକ୍ତି ଏହି ହୋଟେଲ୍ ରେ ଆସି ରହିଥାନ୍ତି , ଖାଇଥାନ୍ତି ଓ ମଜା ବି କରନ୍ତି , ଏହା ଆପଣ ଧନୀ ଲୋକଙ୍କର ହୋଟେଲ୍ ବି କହିପାରିବେ , ଏଠାରେ ମିଳୁଥିବା ସବୁ ଜିନିଷର ଦାମ୍ ସାମାନ୍ୟ ହୋଟେଲ୍ ରୁ ବହୁତ ଗୁଣାରେ ଅଧିକା ହୋଇଛି , ଯେବେ ଏଠାକୁ କେଉଁ ଲୋକ ଆସନ୍ତି ତେବେ ଗୋଟେ ଦିନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଯାଆନ୍ତି । ଆପଣ ବିଶ୍ୱାସ କରିଥିବେ କି ଏଠାରେ କାମ କରୁଥିବା ଲୋକ ଭଲ ସ୍ୟାଲେରୀ ପାଉଥିବେ ।
ତାଜ ହୋଟେଲ୍ ରେ କାମ କରୁଥିବା ୱେଟରଙ୍କର ବହୁତ ସାରା ଦକ୍ଷତା ଦେଖାଯାଏ , ଯେପରି ତାଙ୍କର ଏଜ୍ୟୁକେସନ୍ , କମ୍ୟୁନିକେଶନ୍ ସ୍କିଲ୍ସ, ଇଂରାଜୀ, ନେଚର ଇତ୍ୟାଦି , ତାପରେ ବହୁତ ପ୍ରକାରର ଇଣ୍ଟରଭ୍ୟୁ ଦେଲାପରେ ସେମାନେ ଏହି ଆଲିଶାନ୍ ହୋଟେଲରେ ୱେଟର ଚାକିରି କରିବାର ସୁଯୋଗ ପାଇଥାନ୍ତି , ଏହି ହୋଟେଲ୍ ରେ କାମ କରିବା ପାଇଁ ସବୁ ଲୋକଙ୍କର ଇଚ୍ଛା ଥାଏ । ଏହାର ସବୁଠାରୁ ବଡ କାରଣ ହୋଟେଲ୍ ରେ ମିଳୁଥିବା ମୋଟା ସ୍ୟାଲେରୀ ।
ଆପଣଙ୍କୁ କହିଦେବୁ କି ତାଜ ହୋଟେଲରେ କାମ କରୁଥିବା ୱେଟରଙ୍କ ସ୍ୟାଲେରୀ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କାରୁ ନେଇକରି ୧ ଲକ୍ଷ ୫୦ ହଜାର ମଧ୍ୟରେ ମିଳିଥାଏ , ଏତେ ପଇସା ବହୁତ ଲୋକ ଡିଗ୍ରୀ ନେବାପରେ ବି କମାଇପାରନ୍ତି ନାହିଁ , ଯେତେ ଏକ ୱେଟର କମାଇଥାଏ ,