March 19, 2025

Odia Express

Here, There and Everywhere

କାଶ୍ମୀରରେ ଗୁଞ୍ଜିଲା ହର ହର୍ ମହାଦେବ – ସାମ୍ନାକୁ ଆସିଲା ବାବା ବର୍ଫାନୀଙ୍କ ପ୍ରଥମ ଫଟୋ ନିଜ ଘରେ ବସି ଦର୍ଶନ କରନ୍ତୁ..

ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହୋଇସାରିଛି , ଅମରନାଥ ଗୁମ୍ପାରେ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ତୀର୍ଥ ଯାତ୍ରୀମାନେ ପ୍ରଥମ ଦଳ ଜମ୍ମୁର କାଶ୍ମୀର ଘାଟି ପାଇଁ ବାହାରିଯାଈଛି, ୪୫ ଦିନର ଏହି ଯାତ୍ରାରେ ଔପଚାରିକ ଆରମ୍ଭ ସୋମବାରକୁ ହୋଇଥିଲା , ଓ ୧୫ ଅଗଷ୍ଟକୁ ଶ୍ରାବଣ ପୂର୍ଣ୍ଣିମା ଦିନରେ ସମାପନ ହେବ ।ପୋଲିସ୍ ସୁତ୍ରର ମୁତାବିକ ତୀର୍ଥଯାତ୍ରୀମାନଙ୍କ ଦଳରେ ୧୦୫୦ ଲୋକ ଉତ୍ତର କାଶ୍ମୀର ବାଳଟାଳ ଆଧାର ଶିବିର ପାଇଁ ଓ ୧୧୮୩ ଲୋକ ପହଲଗ୍ରାମ ଆଧାର ଶିବିର ପାଇଁ ବାହାରିବେ ,

 

ଶ୍ରଦ୍ଧାଳୁଙ୍କ ମଧ୍ୟରେ ୧୮୩୯ ଜଣ ପୁରୁଷ , ୩୩୩ ଜଣ ମହିଳା , ୪୫ ଜଣ ସାଧୁ ଓ ୧୭ ଟି ଛୁଆ ଅଛନ୍ତି , ଏହି ବର୍ଷ ଶାନ୍ତିପୂର୍ଣ୍ଣ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି , ଗତ ସପ୍ତାହରେ କାଶ୍ମୀର ଯାତ୍ରା ସମୟରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ୍ ଶାହ ଅମରନାଥ ଯାତ୍ରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

 

ଅମରନାଥ ଯାତ୍ରା ପୂର୍ବ ଦିନ ଜାମ୍ମୁ କାଶ୍ମୀର ର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗୁମ୍ପାର ମନ୍ଦିର ବାବା ବର୍ଫାନୀଙ୍କ ପ୍ରଥମ ପୁଜା ରେ ସାମିଲ୍ ହୋଇଥିଲେ,  ମଲିକ୍ ଶ୍ରୀ ଅମରନାଥଜୀ ସାଇନ୍ ବୋର୍ଡ ଏସ୍ ଏଏସବି ପ୍ରମୁଖ ଅଟନ୍ତି , ସେ ସଂସ୍ଥ୍ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରୁ ଅମରନାଥ ଯାତ୍ରା ମାମଲାରେ ପ୍ରବନ୍ଧନ କରନ୍ତି , ଏସ୍ ଏଏସବି ସୁତ୍ରରୁ କହିଲେ କି ମଲିକ୍ ମନ୍ଦିରରେ ପୁଜା କରିଥିଲେ,  ଓ ରାଜ୍ୟର ନିରନ୍ତର ଶାନ୍ତି , ସଦଭାବ , ପ୍ରଗତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ରାଜ୍ୟପାଳଙ୍କ ସହ ସାଇନ୍ ବୋର୍ଡ ସିଇଓ ଉମଙ୍ଗ ନରୁଲା ମହଜୁତ୍ ଥିଲେ । ନରୁଲା କହିଲେ ରାଜ୍ୟପାଳ ଆଧାର ଶିବିରରେ ଯାତ୍ରୀମାନଙ୍କର ପାଇଁ କରାଯାଇଥିବା ପ୍ରବନ୍ଧ ସମୀକ୍ଷାରେ ଓ ତାଙ୍କର ସମର୍ଥନ ସହଯୋଗ ପାଇଁ ରାଜ୍ୟ ସରକାର , ସେନା , ରାଜ୍ୟ ପୋଲିସ୍ , କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ ଓ ଅନ୍ୟ ଏଜେନ୍ସିଗୁଡିକ ବୋର୍ଡ ତରଫରୁ ଆଭାରବକ୍ତ କରୁଛୁ ।

Leave a Reply

Your email address will not be published. Required fields are marked *