February 7, 2025

Odia Express

Here, There and Everywhere

ଅମିତାଭ ବଚ୍ଚନ ବିହାରର ୨୧୦୦ ଚାଷୀଙ୍କ କରଜ ସୁଝିଲେ – ଆଉ କହିଦେଲେ ଏତେ ବଡ କଥା ଯେ ଆପଣ ଗର୍ବ କରିବେ ନିଶ୍ଚୟ..

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ବିହାରର ୨୧୦୦ କୃଷକଙ୍କ ଲୋନ୍ ସୁଝିଛନ୍ତି , ଅମିତାଭ ବଚ୍ଚନ ଏହି କଥାର ସୁଚନା ନିଜ ବ୍ଲଗ୍ ରେ ଦେଇଥିଲେ । ଅମିତାଭ ବଚ୍ଚନଙ୍କ ନିଜ ବ୍ଲଗ୍ ରେ ଲେଖିଥିଲେ କି ଆଉଥରେ ଏକ ବାଦା ପୁରା ହୋଇଛି , ବିହାରର ଚାଷୀ ଯାହାଙ୍କ ଲୋନ୍ ବାକିଥିଲା ସେଥିରୁ ୨୧୦୦ ଚାଷୀଙ୍କ କରଜ ସୁଝାଯାଇଛି, ଓ ୱାନ୍ ଟାଇମ୍ ସେଟଲମେଣ୍ଟ ଜରିଆରେ ରାଶିର ଭରଣା ହୋଇଛି, ଏଥିରେ କିଛି ଲୋକ ଜନକ ଡକାଇଛନ୍ତି , ଅଭିଷେକ ଓ ଶ୍ୱେତାଙ୍କ ହାତରେ ଏହା ଦିଆଯାଇଛି ,

 

ଅମିତାଭ ପୂର୍ବରୁ ଚାଷୀଙ୍କ ସାହାଯ୍ୟ କରି ଆସୁଛନ୍ତି , ଗତ ବର୍ଷ ସେ ଉତ୍ତର ପ୍ରଦେଶର ଏକ ହଜାର ଅଧିକା ଚାଷୀଙ୍କୁ ଲୋନ୍ ଦେଇଛନ୍ତି , ସେ ପୁର୍ବରୁ ମହାରାଷ୍ଟ୍ରର ୩୫୦ ଚାଷୀଙ୍କୁ କରଜ ସୁଝିବାରେ ସାହାଯ୍ୟ କରିଥିଲେ , ଏହା ସହ ନିଜ ବ୍ଲଗ୍ ରେ ସେ ପୁଲବାମା ସହୀଦଙ୍କ ପରିବାରକୁ ଆଲୋଚନା କରିଥିଲେ , ଅମିତାଭ ବଚ୍ଚନ ଲେଖିଥିଲେ କି ସେ ଆଉ କାମ ପୁରା କରିବେ , ବହାଦୁର ସୈନିକଙ୍କର ଯିଏକି ପୁଲବାମାରେ ଶହୀଦ ହୋଇଥିଲେ , ସେ ତାଙ୍କ ପରିବାରର ଓ ସ୍ତ୍ରୀଙ୍କ ଆର୍ଥିକ ସହାୟତା କରିବେ , ସଚ୍ଚା ସହିଦ ।

Leave a Reply

Your email address will not be published. Required fields are marked *