ଯଦି ଆପଣଙ୍କ ନଖରେ ହୋଇଛି ଅର୍ଦ୍ଦଚନ୍ଦ୍ରମା ତେବେ ନିଶ୍ଚିତ ଠାରେ ଏହି ଖବର ପଢିନିଅନ୍ତୁ..
ଯେଉଁ ଭଳି ସବୁ ମଣିଷ ଦେଖିବାକୁ ଅଲଗା ଅଲଗା ହୋଇଥାନ୍ତି ସେମିତି ସବୁ ମଣିଷର ଅଙ୍ଗଗୁଡିକର ଗଢଣ ଅଲଗା ଅଲଗା ପ୍ରକାରର ହୋଇଥାଏ , ମଣିଷର ଅଙ୍ଗର ଗଢଣ କେଉଁ ନା କେଉଁ କଥାର ସଙ୍କେତ ଦେଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଗଢଣ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଆପଣ ନିଶ୍ଚିତ ଦେଖିଥିବେ । ଆଜି ଆମେ ଆପଣଙ୍କୁ ମଣିଷଙ୍କ ନଖ ବିଷୟରେ କହିବୁ , ନଖ ସହ ଯୋଡି ହୋଇଥିବା ଏମିତି କଥା ଯାହା ଲୋକଙ୍କ ପାଇଁ ଫାଇଦାଦାୟକ ଅଟେ , କିଛି ଲୋକଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ , ପୁର୍ବରୁ ନିଜ ହାତର ଆଙ୍ଗୁଠିକୁ ଦେଖିନିଅନ୍ତୁ , ଓ ନଖରେ ଅର୍ଦ୍ଧଚନ୍ଦ୍ରମା ହୋଇଥିଲେ ଏହା ଆପଣ ବିଷୟରେ ଅଟେ , ଯେଉଁଠି ଆଙ୍ଗୁଠି ଶେଷ ହୋଇଥେ , ସେଥିରେ ଅର୍ଦ୍ଧଚନ୍ଦ୍ରମା ହୋଇଥାଏ , ତାହା ଭଲ ସଙ୍କେତ ହୋଇଥାଏ ।
ଅର୍ଦ୍ଧଚନ୍ଦ୍ରମା ଧଳା ରଙ୍ଗର ଚିହ୍ନ ଦେଖାଇଥାଏ , କିନ୍ତୁ ଅସଲରେ ତାହାର ରଙ୍ଗ ଧଳା ହୋଇନଥାଏ , ସେ ନଖର ମୁଖ୍ୟ ଭାଗ ହୋଇଥାଏ , ଯଦି ସେହି ଭାଗକୁ ଆଘାତ ଲାଗିଥାଏ , ତେବେ ନଖ ଭାଙ୍ଗିଯିବାର ସମ୍ଭାବନା ରହିଥାଏ ।
ଅର୍ଦ୍ଧଚନ୍ଦ୍ରମା ବିଷୟରେ କୁହାଯାଏ କି ଯାହାର ନଖ ଉପରେ ଏହି ଚିହ୍ନ ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ , ଏମିତି ଚିହ୍ନ ରହିଲେ ବ୍ୟକ୍ତି ବହୁତ ବୁଦ୍ଧିମାନ ଓ ଚାଲାକ୍ ହୋଇଥାଏ , ଏହି ଲୋକ ତୁରନ୍ତ କିଛି ଫଇସଲା ନେଇପାରନ୍ତି , ଏମାନଙ୍କପାଖରେ ସେହି କ୍ଷମତା ହୋଇଥାଏ , ଯାହା ମାନସିକ ଭାବେ ଉନ୍ନତ କରିଥାଏ , ଯଦି ଆପଣଙ୍କ ନଖ ଉପରେ ଅର୍ଦ୍ଧଚନ୍ଦ୍ରମା ଅଛି ତେବେ ବିଶ୍ୱାସ କରନ୍ତୁ , ଆପଣ ଅଲଗା ବ୍ୟକ୍ତିଙ୍କ ଠାରୁ ଅଧିକା ବୁଦ୍ଧିମାନ ଅଟନ୍ତି, ।